nua o banner

ଘଣ୍ଟାଏ ଧରି ଡାଉନ ରହିବା ପରେ ପୁଣି ଚାଲିଲା ଏକ୍ସ

BSKY banner  750×100

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସ(ଟ୍ବିଟର) ଗୁରୁବାର ୧୧ ଏପ୍ରିଲରେ ଡାଉନ ହୋଇଯାଇଛି । ଏହି କାରଣରୁ ମାଇକ୍ରୋବ୍ଲଗିଂ ସାଇଟ ଟ୍ବିଟରର ହଜାର ହଜାର ଉପଭୋକ୍ତାଙ୍କୁ ମେସେଜ ଏରର ଦର୍ଶାଉଛି । ଉପଭୋକ୍ତାଙ୍କୁ ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ, କଟକ, ଅହମଦାବାଦ, ମୁମ୍ବଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅନ୍ୟ ସହରର ସମେତ ସାରା ଭାରତରେ ଏହି ସମସ୍ୟା ଦେଖିବାକୁ ମିଳିଥିଲା ।

Comments are closed.