www.samajalive.in
Sunday, December 14, 2025
18.1 C
Bhubaneswar

ନୂଆବର୍ଷରେ ତୁଳା,ବିଛା ଓ ଧନୁ ରାଶିର ବ୍ୟକ୍ତି ଖାଆନ୍ତୁ ଏହି ଖାଦ୍ୟ

ନୂଆ ବର୍ଷ ପାଇଁ ସାରା ଭାରତରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ ଆପଣ ଯଦି ନିଜ ନୂଆ ବର୍ଷକୁ ଅଭୁଲା କରିବାକୁ ଚାହୁଁଛନ୍ତି ତେବେ କିଛି ଉପାୟ କରିବାକୁ ପଡିବ। ସମସ୍ତେ ଜାଣିଛନ୍ତି ଯେ, ବିନା ପରିଶ୍ରମରେ କୌଣସି ଜିନିଷ ମିଳି ନଥାଏ। କିନ୍ତୁ ବେଳେବେଳେ ଅଳ୍ପ ପରିଶ୍ରମ ଦ୍ବାରା ଅନେକ କିଛି ମିଳିଥାଏ। ନୂଆ ବର୍ଷରେ ନିଜ ରାଶି ଅନୁସାରେ ଭୋଜନ କରିବା ଦ୍ବାରା ପୂରା ବର୍ଷ ଭଲରେ ବିତିବ।

ତୁଳା : ଏହି ରାଶିର ବ୍ୟକ୍ତିମାନେ ଅଧିକ ଖାଇବା ଦ୍ବାରା ମୋଟା ହୋଇ ଯାଆନ୍ତି। ନୂଆବର୍ଷରେ ରୁଟି, ପନିର, ପିଜୁଳି, ପାଳଙ୍ଗ ଖାଇବା ଉଚିତ। ଏପରି କରିବା ଦ୍ବାରା ଜାତକରେ ଚନ୍ଦ୍ରମା, ବୁଧ ଓ ସୂର୍ୟ୍ୟ ବଳବାନ ହୋଇପାରିବେ।

- Advertisement -

ବିଛା : ଏହି ରାଶିର ବ୍ୟକ୍ତିମାନେ ସର୍ବଦା ସ୍ବାଦିଷ୍ଟ ଖାଦ୍ୟ ଖାଇ ଥାଆନ୍ତି। ସର୍ବଦା ସେମାନେ କିଛି ନା କିଛି ଖାଇ ଥାଆନ୍ତି। କିନ୍ତୁ ନୂଆବର୍ଷରେ ସବୁଜ ପରିବା ଯେପରି ଭେଣ୍ଡି, ବନ୍ଧାକୋବି, ମୂଳା, ଟମାଟର ଓ ସାଲାଡ ଇତ୍ୟାଦି ଖାଇ ପାରିବେ। ଏପରି କରିବା ଦ୍ବାରା ବୁଧ, ଗୁରୁ ଓ ସୂର୍ୟ୍ୟଙ୍କ ସ୍ଥିତି ଜାତକରେ ଠିକ ରହିବ।

ଧନୁ : ଏହି ରାଶିର ବ୍ୟକ୍ତିଙ୍କୁ ନୂଆବର୍ଷରେ ଦୁଇ ଗୁଣା ପରିଶ୍ରମ କରିବାକୁ ପଡିବ। ଏମାନେ ବାହାରର ଫାଷ୍ଟଫୁଡ ଖାଇବା ଅନୁଚିତ। ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଏମାନଙ୍କ ଶରୀର ସୁସ୍ଥ ରହିବ। ଶାଗ, ମୂଳା, ମୁଗ ଡାଲି ଖାଇପାରିବେ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories