ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଦ୍ବିତୀୟ ସମିତି ବୈଠକ ଲାଗି ଉତ୍ତର କୋରିଆ ଶାସନ ମୁଖ୍ୟ କିମ୍ ଜଙ୍ଗ ଉନ ପତ୍ର ଲେଖିଛନ୍ତି। ହ୍ବାଇଟ ହାଉସ୍ ମୁଖପାତ୍ର ସାରା ସାଣ୍ଡରସ୍ କହିଛନ୍ତି ଯେ କିମ୍ଙ୍କ ଚିଠି ବେଶ ସକାରାତ୍ମକ ରହିଛି। ଅଣୁଅସ୍ତ୍ରନିରସ୍ତ୍ରୀକରଣ ପ୍ରତିଶ୍ରୁତିକୁ ଉତ୍ତରକୋରିଆ ଗୁରୁତ୍ବ ଦେଇ ଆସୁଛି।
Popular Categories



