www.samajalive.in
Friday, December 5, 2025
20.1 C
Bhubaneswar

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟିୟର ବ୍ରେଟ ଲି ଗଣେଶ ଚତୁର୍ଥୀ ଉତ୍ସବରେ ସାମିଲ ହେଲେ

ମୁମ୍ବଇ . – ଗଣେଶ ଚତୁର୍ଥୀକୁ ଦେଶ ବିଦେଶରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ଗଣେଶଙ୍କର ପୂଜାର୍ଚ୍ଚନା କଲେ ସମସ୍ତ ବାଧା ବିଘ୍ନ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଏହି ଆସ୍ଥା ଓ ବିଶ୍ୱାସ ସହ ଯୋଡି ହୋଇଛନ୍ତି , ଅଷ୍ଟ୍ରେଲିଆର ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳୀ ବ୍ରେଟ ଲି । ସେ ମୁମ୍ବାଇରେ ଅନୁଷ୍ଠିତ ଗଣେଶ ଚତୁର୍ଥୀ ଉତ୍ସବରେ ସାମିଲ ହୋଇଛନ୍ତି ।

ମୁମ୍ବଇର ସାୟନରେ ଥିବା ଜିଏସ୍‌ବି ସେବା ମଣ୍ଡଳର ପୂଜା କାର୍ଯ୍ୟକ୍ରମରେ ବ୍ରେଟ ଲି କୁର୍ତ୍ତା ଓ ପାଇଜାମା ପିନ୍ଧି ପୂଜା ଓ ଦର୍ଶନ ପାଇଁ ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ସେ ଆସନ୍ତା ଏସିଆ କପ୍‌ ପାଇଁ ଉଦ୍‌ଘୋଷକ ଭାବେ କାର୍ଯ୍ୟତୁଲାଇବେ । ସୋସିଆଲ୍‌ ମଡିଆରେ ବ୍ରେଟଲିଙ୍କର ଗଣେଶ ପୂଜା ବେଶ୍‌ ଭାଇରାଲ୍‌ ହୋଇଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories