www.samajalive.in
Saturday, December 6, 2025
15.1 C
Bhubaneswar

ବର୍ଷା ବାଧକ: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟରେ ଟସ୍ ବିଳମ୍ବ

ଡେସ୍କ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ବେଙ୍ଗାଲୁରୁରେ ଲଗାଣ ବର୍ଷା ଯୋଗୁଁ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ଟସ୍ ବିଳମ୍ବିତ ହୋଇଛି। ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚ୍ ପ୍ରବଳ ବର୍ଷା ଯୋଗୁଁ ଆଚ୍ଛାଦିତ ରହିଥିବାରୁ ଉଭୟ ଦଳ ଏପର୍ଯ୍ୟନ୍ତ ପଡ଼ିଆକୁ ଆସିନାହାନ୍ତି।

ଜିମ୍‌‌ରେ ଆହତ ହେଲେ ରକୁଲ ପ୍ରୀତ ସିଂହ

- Advertisement -

ଦିନସାରା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ମ୍ୟାଚର ଦ୍ବିତୀୟ ଦିନ ପାଇଁ ଅର୍ଥାତ ଗୁରୁବାର ମଧ୍ୟ ପାଗ ଅତ୍ୟନ୍ତ ଖରାପ ରହିବା ନେଇ ପୂର୍ବାନୁମାନ କରାଯାଇଛି।

ଆରଜି କର ଘଟଣା – ୧୨ ଦିନରେ କନିଷ୍ଠ ଡାକ୍ତରଙ୍କ ଆମରଣ ଅନଶନ

ନିକଟରେ ଘରୋଇ ଶୃଙ୍ଖଳାରେ ବାଂଲାଦେଶକୁ ୨-୦ରେ ପରାସ୍ତ କରି ଭାରତ ଏହି ସିରିଜକୁ ଓହ୍ଲାଇଥିବା ବେଳେ ବ୍ଲାକକ୍ୟାପ୍ସ ନ୍ୟୁଜିଲାଣ୍ଡ ସମାନ ବ୍ୟବଧାନରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories