ଆରଜି କର ଘଟଣା – ୧୨ ଦିନରେ କନିଷ୍ଠ ଡାକ୍ତରଙ୍କ ଆମରଣ ଅନଶନ

ଡେସ୍କ: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ମୃତ ମହିଳା ସହକର୍ମୀଙ୍କୁ ନ୍ୟାୟ ଓ କର୍ମକ୍ଷେତ୍ର ସୁରକ୍ଷା ଦାବିରେ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନେ ବୁଧବାର ଲଗାତାର ଦ୍ୱାଦଶ ଦିନ ପାଇଁ ଆମରଣ ଅନଶନ ଜାରି ରଖିଛନ୍ତି। ଅକ୍ଟୋବର ୫ ତାରିଖରୁ ଅନଶନରେ ଥିବା ନର୍ଥବେଙ୍ଗଲ ମେଡିକାଲ କଲେଜ ଓ ହସ୍ପିଟାଲର ସୌରଭ ଦତ୍ତ ମଙ୍ଗଳବାର ସନ୍ଧ୍ୟାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଜଳପାଇଗୁଡ଼ିସ୍ଥିତ ହସ୍ପିଟାଲର ସିସିୟୁରେ ଚିକିତ୍ସିତ ହେଉଥିବା ବେଳେ ସ୍ପନ୍ଦନ ଚୌଧୁରୀ ଓ ରୁମେଲିକା କୁମାର … Continue reading ଆରଜି କର ଘଟଣା – ୧୨ ଦିନରେ କନିଷ୍ଠ ଡାକ୍ତରଙ୍କ ଆମରଣ ଅନଶନ