www.samajalive.in
Friday, December 5, 2025
17.1 C
Bhubaneswar

ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ସୁନା ଓ ରୂପା ଦର

ସମାଜ ବ୍ୟୁରୋ ; ଗତକାଲି ଅପେକ୍ଷା ସୁନା ଓ ରୂପା ଦରରେ ପରିବର୍ତ୍ତନ ଆସିଛି । ସାରାଦେଶରେ ସୁନା ଓ ରୂପା ଦରରେ ବୃଦ୍ଧି ହୋଉଛି । ସୁନା ଦରରେ ଗ୍ରାମ୍ ପିଛା ୨୪ କ୍ୟାରେକ୍ଟ ୪୩ଟଙ୍କା ୨୨ କ୍ୟାରେକ୍ଟ ୪୦ ଟଙ୍କା , ୧୮ କ୍ୟାରେକ୍ଟ ୩୨ ଟଙ୍କା ଓ ରୂପା ଦରରେ ୧କିଲୋ ଗ୍ରାମ୍ ପିଛା ୧୦୦୦ଟଙ୍କା ବୃଦ୍ଧି ହୋଇଛି ।

ଆଜି ଭାରତରେ ଗ୍ରାମ୍‌ପିଛା ୨୪ କ୍ୟାରେକ୍ଟ ସୁନା ଦର ୧୨,୧୯୧ଟଙ୍କା , ୨୨ କ୍ୟାରେକ୍ଟ ସୁନା ଦର ୧୧,୧୭୫ଟଙ୍କା , ୧୮ କ୍ୟାରେକ୍ଟ ସୁନା ଦର ୯୧୪୩ଟଙ୍କା ଓ ରୂପା ୧ କିଲୋଗ୍ରାମ୍ ରୂପା ଦର ୧,୫୦,୫୦୦ଟଙ୍କା ରହିଛି । କଟକରେ ଆଜି ସୁନା ଦର ଗ୍ରାମ୍ ପିଛା ୧୧,୨୩୦ ରହିଛି । ସେହିପରି ରୂପା ୧କିଲୋଗ୍ରାମ୍‌ର ଦର ୧,୫୦,୦୦୦ ଟଙ୍କା ରହିଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories