nua o banner

ଯୁବକ ଗିରଫ, ମୋଟରସାଇକେଲ୍ ଉଦ୍ଧାର

BJD Bijuli 480×75 Mob
0

ଫୁଲବାଣୀ: ମୋବାଇଲ୍ ଓ ଫୋନ୍ ଚୋରି ଅଭିଯୋଗରେ ଗୋଚ୍ଚାପଡ଼ା ପୁଲିସ ଗିରିଡ଼ିଖୋଲର ଗୋବର୍ଦ୍ଧନ ମଲ୍ଲିକ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ତାଠାରୁ ଚୋରି ମୋଟରସାଇକେଲ୍ ଓ ମୋବାଇଲ୍ ଉଦ୍ଧାର କରାଯାଇଛି।

Leave A Reply