www.samajalive.in
Monday, December 15, 2025
16.1 C
Bhubaneswar

ଜଳଖିଆରେ ସାମିଲ କରନ୍ତୁ ଏହି ଖାଦ୍ୟ, ସୁସ୍ଥ ରହିବ ଶରୀର

ସକାଳର ଜଳଖିଆ ଦିନଯାକ ଖାଦ୍ୟପେୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆପଣ ଯେଉଁଭଳି ଜଳଖିଆ ଗ୍ରହଣ କରିବେ ତା’ର ସିଧାସଳଖ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଅଧିକାଂଶ ଲୋକେ ଜଳଖିଆରେ ପୁରୀ,ପରଟା, ଜିଲାପି ଅଧିକ ଖାଆନ୍ତି। ମାତ୍ର ଏହାକୁ ନିୟମିତ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ମାସକୁ ୨ ଥର ଏହାକୁ ଖାଇପାରିବେ। ତେଣୁ ସକାଳର ଜଳଖିଆରେ ପ୍ରୋଟିନ ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ। ଜାଣନ୍ତୁ……..
ଅଣ୍ଡା ଭୁଜିଆ – ସକାଳର ଜଳଖିଆରେ ଅଣ୍ଡା ଭୁଜିଆ ଉତମ। ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି। ଏହାକୁ ଗୋଟିଏ ରୁଟି ସହ ଖାଇବା ଦ୍ୱାରା ଭୋକ ମଧ୍ୟ କମ ହୋଇଥାଏ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ।
ଚୁଡ଼ା ଉପମା-
ଅଳ୍ପ ବାଦାମ, ଭୁସଙ୍ଗପତ୍ର, ସାମାନ୍ୟ ଲଙ୍କା ଆଦି ପକାଇ ଚୁଡ଼ା ଉପମା ମଧ୍ୟ ଖାଇପାରିବେ।
ଓଟସ ଇଟିଲି –  ଓଟସ ପ୍ରସ୍ତୁତ ଇଟିଲିରେ କାବ୍ରୋହାଇଡ଼୍ରେଟ କମ ମାତ୍ରାରେ ଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ।
ବିଭିନ୍ନ ପ୍ରକାର ଫଳ ଜୁସ – କିଛି ସମାନ୍ୟ ଖାଦ୍ୟ ଖାଇ ଆପଣ ଜୁସ ମଧ୍ୟ ପିଇପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପାକାରୀ। ଫଳରେ ବିଭିନ୍ନ ପ୍ରକାର ପ୍ରୋଟିନ, ଭିଟାମିନ ଆଦି ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories