www.samajalive.in
Saturday, December 6, 2025
16.1 C
Bhubaneswar

ତାଲିବାନି ବିଜୟ ଉତ୍ସବରେ ଦୁଇ ମାଲାୟଲମ ଅଧିବାସୀ ଥିବା ସନ୍ଦେହ କରୁଛନ୍ତି ଥରୁର

ଆଜି କଂଗ୍ରେସ ସାଂସଦ ଶଶି ଥରୁର ନିଜ ଟ୍ୱିଟର ଆକାଉଣ୍ଟରେ ତାଲିବାନୀମାନେ ବିଜୟ ଉତ୍ସବ ପାଳନ କରୁଥିବା ଏକ ଭିଡ଼ିଓ ପୋଷ୍ଟ କରି କହିଛନ୍ତି ଯେ ସେହି ତାଲିବାନମାନଙ୍କ ମଧ୍ୟରେ ଦୁଇ ଜଣ ବନ୍ଧୁକଧାରୀ ପୁରୁଷ ମାଲାୟାଲମରେ କଥା ହେଉଥିବା ଶୁଣିବାକୁ ମିଳୁଛି। ଅଗଷ୍ଟ ୧୫ରେ ପୋଷ୍ଟ ହୋଇଥିବା ଭିଡିଓ ସେୟାର କରିବା ପରେ ଥରୁର ତାଙ୍କ ମାଇକ୍ରୋବ୍ଲଗିଂ ସାଇଟରେ ଲେଖିଛନ୍ତି ଯେ, ଅତି କମରେ ଦୁଇଜଣ ମାଲାୟଲୀ ତାଲିବାନ ଅଛନ୍ତି, ଯିଏ ଭିଡିଓର ୮ ସେକେଣ୍ଡ ସମୟରେ ମାଲାୟଲମ ଭାଷାରେ କିଛି କହୁଛନ୍ତି।

ଏହି ଭିଡିଓରେ କାବୁଲ ବାହାରେ ପହଞ୍ଚିବା ପରେ ତାଲିବାନ ସଦସ୍ୟ ଆନନ୍ଦରେ କାନ୍ଦୁଥିବାର ଦେଖାଯାଇଥିଲା।

- Advertisement -

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories