www.samajalive.in
Saturday, December 6, 2025
14.1 C
Bhubaneswar

ଶିଶୁ ଯତ୍ନକେନ୍ଦ୍ରରେ ଗୁଳିମାଡ ; ୩୪ ମୃତ

ଥାଇଲାଣ୍ଡ : ଥାଇଲାଣ୍ଡରେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ଶିଶୁ ଯତ୍ନକେନ୍ଦ୍ରରେ ଏହି ଗୁଳିମାଡ ହୋଇଥିବା ଜଣାପଡିଛି। ଉତ୍ତର ପୂର୍ବାଞ୍ଚଳ ପ୍ରୋଭିନ୍ସର ଏକ ଶିଶୁ ଯତ୍ନ କେନ୍ଦ୍ରରେ ଗୁଳିମାଡ ହୋଇଛି। ଗୁଳିମାଡରେ ପ୍ରାଣ ହରାଇଥିବା ୩୪ ଜଣଙ୍କ ମଧ୍ୟରେ ୨୨ ଜଣ ଶିଶୁ ରହିଛନ୍ତି ବୋଲି ପ୍ରାଥମିକ ସୂଚନା ମିଳିଛି। ଗୁଳିମାଡ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି। ଏହି ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories