www.samajalive.in
Saturday, December 6, 2025
15.1 C
Bhubaneswar

ଡ଼ଙ୍ଗରପଡା ପଞ୍ଚାୟତରେ ବିଜେଡ଼ିର ପଦଯାତ୍ରା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହ।ଲ ବ୍ଲକ ଡଙ୍ଗରପଡ଼। ପଞ୍ଚାୟତରେ ବିଜେଡି ଜନ ସଚେତନ ପଦଯାତ୍ରା କାର୍ୟ୍ୟକ୍ରମରେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ। ମିଥିଳା ମାଝୀ, ଜିଲ୍ଲା ପରିଷଦ ସଦସ୍ୟ। ନିରୁପମା ଗହୀର, ବ୍ଲକ ସଭାପତି ମିନିକେତନ ପାତ୍ର, ପୁର୍ବତନ ସରପଞ୍ଚ ଅଗସ୍ତି ବାଗ, ଯୁବ ନେତା ମାୟା ପୋଡ, ପଞ୍ଚାୟତ ସଭାପତି ମନ୍ତୁ ଗଡୁଆ, ନାଏବ ସରପଞ୍ଚ ବଳିଆର ସିଂହ ମାଝୀ, ଯୁବ ସମ୍ପାଦକ ସୁଧା ତାହାନି , ବଙ୍ଗୋମୁଣ୍ଡା ବରିଷ୍ଠ ନେତା ଆଇନଜୀବୀ ଜଗଦିଶ ସୁନାଙ୍କ ସହିତ ଶତାଧିକ କର୍ମୀ ଓ ଗ୍ରାମବାସୀ ଯୋଗଦେଇଥଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories