www.samajalive.in
Wednesday, December 10, 2025
15.1 C
Bhubaneswar

କାନପୁର ଟେଷ୍ଟ ସହ ସିରିଜ ଜିତିଲା ଭାରତ; ୯୫ରନ ଟାର୍ଗେଟ ସହଜରେ ପୂରଣ

ସମାଜ ଡିଜିଟାଲ ଡେସ୍କ: କାନୁପରରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ଭାରତୀୟ ଦଳ। ୯୫ରନ ଟାର୍ଗେଟକୁ ୩ ୱିକେଟ ହରାଇ ମ୍ୟାଚ ଜିତିବା ସହ ସରିଜିକୁ ୨-୦ରେ ପୋଛି ନେଇଛି ରୋହିତ ବାହିନୀ। ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ରନ ଓ ଦ୍ୱିତୀୟ ଇନିଂସରେ ୧୪୬ ରନ କରିଥିଲା। ସେହିପରି ଭାରତ ପ୍ରଥମ ଇନିଂସରେ ୯ୱିକେଟ ହରାଇ ୨୮୫ରନ ଓ ଦ୍ୱିତୀୟରେ ୩ ୱିକେଟ ହରାଇ ୯୮ ରନ କରି ବିଜୟ ହାସଲ କରିଛି। କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ବୋଲ ଓ ବ୍ୟାଟର ଉଭୟ ଦମଦାର ପ୍ରଦର୍ଶନ କରିଛନ୍ତି। ଯଶସ୍ୱୀ ଯଶୱାଲଙ୍କ ଅର୍ଦ୍ଧଶତକ ଓ ବିରାଟ କୋହଲି ୨୯ରନ ଖେଳ ଅପରାଜିତ ରହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories