Browsing Tag

west bengal news

ଭିଡିଓରେ ଛାତିଥରା ଦୃଶ୍ୟ: ବିଜେପି ନେତାଙ୍କ ଗାଡ଼ିକୁ ଗୁଳି ଓ ବୋମାମାଡ଼, ଡ୍ରାଇଭର ଗୁରୁତର

ସମାଜ ଡିଜିଟାଲ ଡେସ୍କ: କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ପ୍ରତିବାଦରେ ପଶ୍ଚିମବଙ୍ଗରେ ବୁଧବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତେବେ ଏହି ବନ୍ଦ ପାଳନ ସମୟରେ ଜଣେ ବିଜେପି ନେତା ପ୍ରିୟାଙ୍ଗୁ…
Read More...

ଲଜ୍ଜା: ମହିଳାଙ୍କୁ ରାସ୍ତାରେ ପିଟିଲେ ଯୁବକ, ଦୃଶ୍ୟ ଉପଭୋଗ କଲେ ଶତାଧିକ ପ୍ରତ୍ୟକ୍ଷଦର୍ଶୀ

ସମାଜ ଡିଜିଟାଲ ଡେସ୍କ: ମହିଳାଙ୍କୁ ବାଡ଼ିରେ ପିଟୁଛନ୍ତି ଯୁବକ। ସହାୟତା ପାଇଁ ଚିତ୍କାର କରି ମହିଳା ଜଣକ ରାସ୍ତାରେ ଗଡ଼ୁଛନ୍ତି। ଚାରିପଟେ ଘେରି ରହି ଦୃଶ୍ୟକୁ ଉପଭୋଗ କରୁଛନ୍ତି ଶତାଧିକ ଲୋକ। ହେଲେ ତାଙ୍କୁ ଉଦ୍ଧାର…
Read More...

ଭୋଟରଙ୍କୁ ଧମକ ଦେଲେ ଟିଏମସି କର୍ମୀ; ଇଭିଏମକୁ ପୋଖରୀରେ ଫିଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

କଲକାତା: ୭ମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ସମୟରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଯାଦବପୁର ଲୋକସଭା କ୍ଷେତ୍ର ଅଧୀନ ଭାଙ୍ଗରରେ ଟିଏମସି କର୍ମୀମାନେ ବୋମାମାଡ଼ କରିଥିବାବେଳେ ଦକ୍ଷିଣ…
Read More...

ଭାରତ ସୀମାରେ ବାଂଲାଦେଶ ଟ୍ରକ; ସଟର ଖୋଲିବା ମାତ୍ରେ ଭିତର ଦୃଶ୍ୟ ଦେଖି ଚକିତ ହେଲେ ବିଏସ୍‍ଏଫ୍‍ ଯବାନ

ସମାଜ ଡିଜିଟାଲ ଡେସ୍କ: ଭାରତର ସମସ୍ତ ପ୍ରୟାସ ସତ୍ୱେ ବାଂଲାଦେଶ ସୀମାରେ ଅପ୍ରୀତିକରଣ ପରିସ୍ଥିତି ଥମିବାର ନାଁ ନେଉନାହିଁ। ଭାରତ-ବାଂଲାଦେଶ ସୀମା ଜଙ୍ଗଲ ଏବଂ ପର୍ବତ ଘେରା। ଘଞ୍ଚ ଜଙ୍ଗଲ ଯୋଗୁ ସୁରକ୍ଷାବାହିନୀ…
Read More...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ୮ ମୃତ ; ବାଲାଟ ପେପର ଲୁଟି ବୁଥ୍‌ ଜାଳିଦେଲେ

କୋଲକୋତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଜାରି ରହିଛି ମତଦାନ । ଜୁନ୍‌ ୮ରେ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ପରଠୁ ନିର୍ବାଚନୀ ହିଂସାରେ ଜଳୁଛି ପଶ୍ଚିମବଙ୍ଗ। ନିର୍ବାଚନୀ ହିଂସା ଫଳରେ ୮ ଜଣଙ୍କର…
Read More...

୧୫ ଜୁଲାଇ ପର୍ଯ୍ୟନ୍ତ କରୋନା ତାଲାବନ୍ଦ ଅବଧି ବୃଦ୍ଧି କଲେ ପଶ୍ଚିମବଙ୍ଗ ସରକାର, କଟକଣା ସାମାନ୍ୟ କୋହଳ

କଲକତା: ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧୫ ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବୃଦ୍ଧି କରିଛନ୍ତି ପଶ୍ଚିମବଙ୍ଗ ସରକାର। କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ କଟକଣା ଅବଧି ବୃଦ୍ଧି କରାଯାଇଥିଲେ ମଧ୍ୟ ଏଥର ଅନେକ…
Read More...

ରେଲୱେକୁ ମମତାଙ୍କ ଚିଠି: ୨୬ ପର୍ଯ୍ୟନ୍ତ ରାଜ୍ୟକୁ ଶ୍ରମିକ ସ୍ପେଶାଲ ଟ୍ରେନ ନ ପଠାଇବାକୁ ଅନୁରୋଧ

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଲୱେକୁ ଚିଠି ଲେଖି ରାଜ୍ୟକୁ ଶ୍ରମିକ ସ୍ପେଶାଲ ଟ୍ରେନ ନ ପଠାଇବାକୁ ଅନୁରୋଧ କରିଛନ୍ତି। ରାଜ୍ୟରେ ବାତ୍ୟା ଅମ୍ପନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା…
Read More...

କରୋନା ଡରରେ ଗାଁରେ ପୂରାଇ ଦେଲେନି; ଗଛ ଉପରେ କ୍ବାରେଣ୍ଟାଇନରେ ୭ ଯୁବକ

କଲକାତା: କରୋନା ଭୂତାଣୁ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ଏହି ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଉଛି। ତେବେ ପଶ୍ଚିମବଙ୍ଗରେ ଚେନ୍ନାଇରୁ…
Read More...

ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗ ସରକାର ମଣ୍ଡପମାନଙ୍କୁ ଦେବେ ୨୮ କୋଟି ଟଙ୍କା

କୋଲକାତା .- ଆସନ୍ତା ଦୁର୍ଗା ପୂଜା ପାଇଁ ପଶ୍ଚିମବଙ୍ଗ ସରକାର ବିଭିନ୍ନ ପୂଜା ମଣ୍ଡପମାନଙ୍କୁ ୨୮ କୋଟି ଟଙ୍କା ଉପହାର ଆକାରରେ ଦେବେ । ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ ଘୋଷଣା କରିଛନ୍ତି ।…
Read More...