nua o banner
Browsing Tag

weather news update odia news odisha news

ଉପରମୁହାଁ ପାରଦ ; କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ରେକର୍ଡ..

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ତାତି, ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ। ସୋମବାର ସାଢେ ୨ଟା ସୁଦ୍ଧା କେନ୍ଦୁଝର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୨.୮, ସମ୍ବଲପୁର ୪୨.୬,…
Read More...

ତାତିରୁ ମିଳିବନି ଆଶ୍ୱସ୍ତି,ମେ’ ପହିଲା ଯାଏଁ ତ୍ରାହି ନାହିଁ,ଏହି ଜିଲାକୁ ରେର୍ଡ ଆଲର୍ଟ..

ଭୁବନେଶ୍ୱର : ତାତିରୁ ମିଳିବନି ଆଶ୍ୱସ୍ତି,ମେ’ ପହିଲା ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ୧ ମେ’ ଯାଏଁ ରାଜ୍ୟର ବିଭିନ୍ନ ଜିଲାକୁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି। ରବିବାର ପାଇଁ ୧୩ ଓ ୨୯ ତାରିଖ ପାଇଁ ୧୪ ଜିଲାକୁ…
Read More...

ଜଳୁଛି ରାଜଧାନୀ ; ରେକର୍ଡ ଭାଙ୍ଗୁଛି ତାପମାତ୍ରା, ୪୪ ଡିଗ୍ରୀ ଟପିଲା..

ଭୁବନେଶ୍ୱର : ଅସହ୍ୟ ତାତି ପ୍ରବଳ ଗ୍ରୀଷ୍ମପ୍ରବାହରେ ଛଟପଟ୍ ରାଜ୍ୟବାସୀ। ଶନିବାର ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୪ ଡିଗ୍ରୀ ଟପିଛି। ଭୁବନେଶ୍ୱରର ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ…
Read More...

ଅସହ୍ୟ ; ତତଲା କଡେଇରେ ସାରା ରାଜ୍ୟ, ସାଢେ ୧୧ଟାରେ ରାଜଧାନୀର ତାପମାତ୍ରା ୪୧ ଟପିଲା

ଭୁବନେଶ୍ୱର : ଉପରମୁହାଁ ପାରଦ। ଶନିବାର ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୧ ଟପିଲା। ଭୁବନେଶ୍ୱରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାର ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ…
Read More...

ତାତି ସାଙ୍ଗକୁ ଗୁଳୁଗୁଳି ; ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ତାତି ସାଙ୍ଗକୁ ହେଉଛି ଗୁଳୁଗୁଳି। ଶନିବାର ସକାଳ ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ତାପମାତ୍ରା। ୩୬.୮ ଡିଗ୍ରୀ ସହ ତାଳଚେରର ସର୍ବାଧିକ ତାପମାତ୍ରା ରେକର୍ଡ…
Read More...

ଆଗାମୀ ୨ ଦିନ କାଳ ବୈଶାଖୀ ବର୍ଷା ସମ୍ଭାବନା ; ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ..

ଭୁବନେଶ୍ୱର : ଅସହ୍ୟ ତାତିରେ ଛଟପଟ୍ ରାଜ୍ୟବାସୀ। ସାଢେ ୨ଟା ସୁଦ୍ଧା ଶୁକ୍ରବାର ୪୩ ଡିଗ୍ରୀ ଟପିଲା ତାପମାତ୍ରା। ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ତାତି ବଢୁଛି। ଆଗାମୀ ୨ ଦିନ ଦକ୍ଷିଣ ଓଡିଶାରେ କାଳ ବୈଶାଖୀ…
Read More...

ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସାରା ରାଜ୍ୟ, ସାଢେ ୧୧ଟା ସୁଦ୍ଧା ତାପମାତ୍ରା ଟପିଲା ୪୦ ଡିଗ୍ରୀ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତି। ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ରାଜ୍ୟରେ ଅନେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ୪୦.୪ ଡିଗ୍ରୀ ତାପମାତ୍ରା…
Read More...

ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର : ପ୍ରଚଣ୍ଡ ତାତି,ଅହସ୍ୟ ଗରମରେ ଛଟପଟ ରାଜ୍ୟବାସୀ। ଗୁରୁବାର ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ତାପମାତ୍ରା ଟପିଥିବା ରେକର୍ଡ କରାଯାଇଛି। ୪୩.୬ ଡିଗ୍ରୀ ସହ ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର।…
Read More...

୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ ; ଏସବୁ ଜିଲାକୁ ସତର୍କ ସୂଚନା ଜାରି..

ଭୁବନେଶ୍ୱର : ଶୁକ୍ରବାର ଠାରୁ ରାଜ୍ୟରେ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ। ଏନେଇ ଗୁରୁବାର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୯ ଜିଲା ବାଲେଶ୍ୱର, ମୟୁରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡା, ଗଞ୍ଜାମ,…
Read More...

ବଢୁଛି ତାତି; ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର : ବଢୁଛି ତାତି। ଉପରମୁହାଁ ହେଉଛି ପାରଦ। ବୁଧବାର ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲା। ୪୧.୨ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ…
Read More...