ଜଳୁଛି ପଶ୍ଚିମ ଓଡିଶା ;ସମ୍ବଲପୁର ତାପମାତ୍ରା ୪୫.୨ଡିଗ୍ରୀ

ଭୁବନେଶ୍ୱର : ତାତିରୁ ମିଳୁ ନାହିଁ ନିସ୍ତାର। ଶୁକ୍ରବାର ଦିନ ସାଢେ ୨ଟା ସୁଦ୍ଧା ୪୫ ଡିଗ୍ରୀ ଟପିଛି ତାପମାତ୍ରା। ସାଢେ ୨ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୫.୨ଡିଗ୍ରୀ, ଝାରସୁଗୁଡା ୪୪.୬, ହୀରାକୁଦ ୪୪.୫, ରାଉରକେଲା ୩୯.୪, ଭୁବନେଶ୍ୱର ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଆର୍ଦ୍ରତା ୭୫% ରହିଛି।

୩ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ

Comments are closed.