Browsing Tag

USA

ଚୀନଠାରୁ କ୍ଷତିପୂରଣ ଆଦାୟ କରିବାକୁ ଟ୍ରମ୍ପଙ୍କ ନିକଟରେ ଦାବି

ୱାଶିଂଟନ: କରୋନା ଭୂତାଣୁ ଯୋଗୁ ଆମେରିକା ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଏହି ଭୂତାଣୁକୁ ଚୀନର ଉହାନସ୍ଥିତ ଏକ ପରୀକ୍ଷାଗାରରେ ବିକଶିତ କରାଯାଇଛି ବୋଲି ଜଣେ ଆମେରିକୀୟ-ଭାରତୀୟ ଅଭିଯୋଗ କରିବା ସହିତ ଚୀନଠାରୁ…
Read More...

କରୋନା ଯୁଦ୍ଧ ଜିତିବାକୁ ହେଲେ ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତା ଜରୁରୀ: ହାର୍ଭାର୍ଡ ବିଶ୍ବବିଦ୍ୟାଳୟ

ୱାଶିଂଟନ: କରୋନା ଭୂତାଣୁ ବିରୋଧରେ ସାରା ବିଶ୍ବ ଏକାଠି ହୋଇ ଯୁଦ୍ଧି କରୁଛି। ବିଭିନ୍ନ ଦେଶ ଲକଡାଉନ କରିବା ସହିତ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଉଛନ୍ତି। କିନ୍ତୁ କରୋନାର ପ୍ରଭାବ କମିବା ପରେ ଏହି ନିୟମକୁ…
Read More...

ଡବ୍ଲ୍ୟୁଏଚଓ ପାଣ୍ଠି ଅଟକାଇଲେ ଟ୍ରମ୍ପ

ୱାଶିଂଟନ: ପୂର୍ବ ଚେତାବନୀ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)କୁ ଦିଆଯାଉଥିବା ପାଣ୍ଠିକୁ ଅଟକାଇ ଦେଇଛନ୍ତି। ଡବ୍ଲ୍ୟୁଏଚଓ ନିଜ କର୍ତ୍ତବ୍ୟ ପାଳନ କରି ନ ଥିବା…
Read More...

ଯଦି ଚୀନ ବିକାଶଶୀଳ ଦେଶ ହୋଇ ଫାଇଦା ଉଠାଉଛି, ତେବେ ଆମେରିକାକୁ ବିକାଶଶୀଳ କରିଦିଅ: ଟ୍ରମ୍ପ

ୱାଶିଂଟନ: ଚୀନ ବିରୋଧରେ ପୁଣି ଥରେ ଅଭିଯୋଗ ଆଣିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ବାଇଟହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଯଦି ଚୀନ ବିକାଶଶୀଳ ଦେଶ ହୋଇ ଫାଇଦା ଉଠାଉଛି, ତେବେ…
Read More...

ନ୍ୟୁୟର୍କ କବରସ୍ତାନରେ ଜାଗା ନାହିଁ, ମୃତଦେହକୁ ଦିଆଯାଉଛି ସାମୂହିକ କବର

ନ୍ୟୁୟର୍କ: ଆମେରିକାରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଠାରେ ଏବେ ପ୍ରତିଦିନ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଶୁକ୍ରବାର ଦେଶରେ ୨୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…
Read More...

କରୋନା: ଆମେରିକାରେ ୧୧ ଭାରତୀୟ ମୃତ, ୧୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଆମେରିକାରେ ଭୟଙ୍କର ରୂପ ନେଇଥିବା କରୋନା ଭୂତାଣୁ ଯୋଗୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏହାମଧ୍ୟରେ ଆମେରିକାରେ ରହୁଥିବା ୧୧ ଭାରତୀୟ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ସେହିପରି…
Read More...

୨୪ ଘଣ୍ଟାରେ ବଦଳିଗଲା ଟ୍ରମ୍ପଙ୍କ ସ୍ବର; କହିଲେ ମୋଦୀ ଜଣେ ମହାନ ଓ ଚମତ୍କାର ନେତା

ନୂଆଦିଲ୍ଲୀ/ୱାଶିଂଟନ: ଭାରତ ହାଇଡ୍ରୋକ୍ସକ୍ଲୋରୋକୁଇନ ଔଷଧ ରପ୍ତାନୀ ଉପରକୁ କଟକଣା ହଟାଇବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବର ବଦଳିଯାଇଛି। ଏହି ଔଷଧ ରପ୍ତାନୀକୁ ନେଇ ଦିନକ ତଳେ ଭାରତକୁ…
Read More...

ଡବ୍ଲ୍ୟୁଏଚଓ ବିରୋଧରେ ଟ୍ରମ୍ପଙ୍କ ସଙ୍ଗିନ ଅଭିଯୋଗ, ପାଣ୍ଠି ରୋକିବାକୁ ଦେଲେ ଧମକ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଡବ୍ଲ୍ୟୁଏଚଓ କେବଳ ଚୀନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ଏବଂ ପକ୍ଷପାତିତା କରୁଛି…
Read More...

ସରକାରଙ୍କ ବଡ଼ ନିଷ୍ପତ୍ତି: ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନୀ ଉପରୁ ହଟିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ମ୍ୟାଲେରିଆ ଚିକିତ୍ସାରେ ବ୍ୟବହାର ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧକୁ ନେଇ ସରକାର ମଙ୍ଗଳବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଔଷଧ ରପ୍ତାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ସରକାର ଆଂଶିକ…
Read More...

ସହାୟତା ଆଳରେ ଭାରତକୁ ଟ୍ରମ୍ପଙ୍କ ଚେତାବନୀ; ଔଷଧ ନ ଯୋଗାଇଲେ ଅନୁରୂପ ପଦକ୍ଷେପ ନେବ ଆମେରିକା

ନୂଆଦିଲ୍ଲୀ: ଆମେରିକାରେ କରୋନା ଭୂତାଣୁ ଭୟଙ୍କର ରୂପ ନେଇଛି। ଏଠାରେ ପ୍ରତିଦିନ ୧ ହଜାରରୁ ଅଧିକ ଲୋକ କରୋନା ଭୂତାଣୁ ଯୋଗୁ ପ୍ରାଣ ହରାଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତର…
Read More...