ସାଢେ ୮ରେ ୩୮ ଟପିଲା ତାତି: ବାରିପଦା ସବୁଠୁ ଉତ୍ତପ୍ତ
ଭୁବନେଶ୍ଵର: ତାତିରୁ ନାହିଁ ନିସ୍ତାର। ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ଟପିଲା ତାପମାତ୍ରା। ୩୮.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ତାଳଚେରରେ ୩୭.୮, ବାଲେଶ୍ଵରରେ ୩୬.୬, କେନ୍ଦୁଝରରେ…
Read More...
Read More...