Browsing Tag

Terror news

ଦିଲ୍ଲୀ ହୋଟେଲରେ ୭୦ ପାକିସ୍ତାନୀ ନାଗରିକ, ପୁଲିସର ନିଦ ହଜିଲା

ନୂଆଦିଲ୍ଲୀ: ଦିଲ୍ଲୀର ଏକ ହୋଟେଲରେ ୭୦ରୁ ଅଧିକ ପାକିସ୍ତାନୀ ନାଗରିକ ରହିଥିବା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ପୁଲିସର ନିଦ ହଜିଯାଇଛି। ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ହୋଟେଲ…
Read More...

ପୁଲୱାମାରେ ଏନକାଉଣ୍ଟର: ୨ ଆତଙ୍କୀ ଓ ଜଣେ ସହଯୋଗୀ ନିପାତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଶନିବାର ଗୁଳିବିନିମୟ ଘଟିଛି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବାବେଳେ ସେମାନଙ୍କର ଜଣେ ସହଯୋଗୀର ମୃତ୍ୟୁ ଘଟିଛି। ଜଣେ ପୁଲିସ…
Read More...

ଜାମ୍ମୁରୁ ଆଇଏସଆଇ ଏଜେଣ୍ଟ ଗିରଫ, ଟଙ୍କା ପାଇଁ କରୁଥିଲା କାମ

ଜାମ୍ମୁ: ଜାମ୍ମୁ-କାଶ୍ମୀର ପୁଲିସର ସ୍ପେଶାଲ ଅପରେଶନ ଗ୍ରୁପ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ଏଜେଣ୍ଟକୁ ଗିରଫ କରିଛି। ଜାମ୍ମୁର ନରୱାଲ ସ୍ଥିତ ଫଳ ଓ ପରିବା ମଣ୍ଡିରୁ ତା’କୁ ଗିରଫ କରାଯାଇଛି। ତା’ର ନାମ…
Read More...

କସାବକୁ ହିନ୍ଦୁ ଆତଙ୍କବାଦୀ ସଜାଇ ମାରିବାକୁ ଚାହୁଁଥିଲା ପାକିସ୍ତାନ, ଦାଉଦ ଗ୍ୟାଙ୍ଗକୁ ଦେଇଥିଲା ସୁପାରି

ନୂଆଦିଲ୍ଲୀ: ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଦୋଷୀ ଆଜମଲ କସାବକୁ ନେଇ ନୂଆ ତଥ୍ୟ ପଦାକୁ ଆସିଛି। କସାବକୁ ପାକିସ୍ତାନ ହିନ୍ଦୁ ଆତଙ୍କବାଦୀ ସଜାଇ ମାରିବାକୁ ପ୍ରୟାସ କରିଥିଲା। ମୁମ୍ବଇର ପୂର୍ବତନ ପୁଲିସ କମିଶନର ରାକେଶ…
Read More...