Browsing Tag

tech news

ହ୍ବାଟ୍ସଆପ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ୬୬ ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟ ଆକାଉଣ୍ଟ ବ୍ୟାନ୍‌

ସମାଜ ଡିଜିଟାଲ ଡେସ୍କ: ସୁରକ୍ଷାକୁ ଦୃଷ୍ଟିରେ ରଖି ହ୍ବାଟ୍ସଆପ୍ ପକ୍ଷରୁ ସମୟ ସମୟରେ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଏବେ ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ପ୍ରାୟ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍‌…
Read More...

ଏଣିକି ହ୍ବାଟ୍ସଆପ୍‌ରେ ମିଳିବ ଫୋନ୍‌ ସହ ଆସୁଥିବା ଏହି ଫିଚର, ଦୂର ହେବ ବଡ଼ ସମସ୍ୟା

ସାମାଜ ଡିଜିଟାଲ ଡେସ୍କ: ହ୍ବାଟ୍ସଆପ୍‌ ଲଗାତର ନୂଆ ନୂଆ ଫିଚର ଆଣୁଛି। ଯଦ୍ଵାରା ​ଲୋକଙ୍କ ସୁବିଧା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ କମ୍ପାନୀ ଆଉ ଏକ ଖାସ୍‌ ଫିଚର ଆଣିବାକୁ ଯାଉଛି, ଯାହା ୟୁଜରଙ୍କ ଏକ ବଡ…
Read More...

ଆଇଫୋନ୍‌ର ହୋସ୍‌ ଉଡ଼ାଇଲା ଓ୍ବାନ୍‌ପ୍ଲସ୍‌; ଲଞ୍ଚ୍‌ ପୂର୍ବରୁ ଫୋନ୍‌ କିଣିବାକୁ ଲୋକଙ୍କ ଲମ୍ବା ଧାଡ଼ି

ସମାଜ ଡିଜିଟାଲ ଡେସ୍କ: ଖୁବଶୀଘ୍ର ଆସିବାକୁ ଯାଉଛି ଓ୍ବାନ୍‌ପ୍ଲସ୍‌ର ନୂଆ ଫୋନ୍। ତେବେ ଲଞ୍ଚ୍ ହେବା ପୂର୍ବରୁ ହିଁ ନୂଆ ରେକର୍ଡ଼ ସୃଷ୍ଟି କରିଛି ଏହି ଫୋନ୍‌। OnePlus Ace 3 Proର ରେକର୍ଡ଼ ସଂଖ୍ୟକ ଅଗ୍ରୀମ ବୁକିଂ…
Read More...

୭୨,୯୯୯ ଟଙ୍କାର ଆଇଫୋନ୍‌ ଉପରେ ୫୬ ହଜାର ରିହାତି, ଜାଣନ୍ତୁ କେଉଁଠି ମିଳୁଛି ଏହି ଜବରଦସ୍ତ ଅଫର

ସମାଜ ଡିଜିଟାଲ ଡେସ୍କ: ଆଇଫୋନ୍‌ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର୍ ରହିଛି। iPhone 15 କ୍ରୟ ଉପରେ ଫ୍ଲିପକାର୍ଟ ଏକ ଆକର୍ଷଣୀୟ ଅଫର ଜାରି କରିଛି, ଯାହା ସାହାଯ୍ୟରେ ୭୨ ହଜାର ଟଙ୍କା ମୂଲ୍ୟର…
Read More...

ଫାଟିବା ପୂର୍ବରୁ ଫୋନ୍‌ ଦିଏ ଏହି ସଙ୍କେତ, କରନ୍ତୁନି ଅଣଦେଖା

ସମାଜ ଡିଜିଟାଲ ଡେସ୍କ: ସ୍ମାର୍ଟଫୋନରେ ନିଆଁ ଲାଗିବା ଏବଂ ବିସ୍ଫୋରଣ ଘଟଣା ସବୁ ସମୟରେ ସାମ୍ନାକୁ ଆସିଥାଏ, କିନ୍ତୁ ଗ୍ରୀଷ୍ମ ଋତୁରେ ଏଭଳି ଘଟଣା ଅଧିକ ଘଟିଥାଏ। ଏମିତି ନୁହେଁ ଯେ କୌଣସି ନିର୍ଦ୍ଦିଷ୍ଟ ବ୍ରାଣ୍ଡର…
Read More...

ଖୁବଶୀଘ୍ର ଦୁନିଆରୁ ଗାଏବ ହୋଇଯିବ ସ୍ମାର୍ଟଫୋନ୍‌? ମସ୍କ କହିଲେ, ସ୍ଥାନ ନେବ ଏହି ଟେକ୍ନୋଲୋଜି

ନୂଆଦିଲ୍ଲୀ: ଟେକ୍ନୋଲୋଜି ଏବଂ ବିଶେଷକରି ସ୍ମାର୍ଟଫୋନ ଜଗତରେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଛି। ଆଜିକାଲି ଫୋନରେ ଏଆଇ ଫିଚର ପ୍ରତି ବହୁତ ଧ୍ୟାନ ଦିଆଯାଉଛି। କିନ୍ତୁ ଏବେ ବି ପ୍ରଶ୍ନ ଉଠୁଛି ଯେ, କ’ଣ ଆଗାମୀ ଦିନରେ…
Read More...

ଗୁଗଲ୍‌ ଆଣିଲା ଚମତ୍କାର ଫିଚର୍‌, ଏଣିକି ପଢିବା ସହ ଶୁଣିପାରିବେ ଓ୍ବେବ୍‌ପେଜ୍‌

ସମାଜ ଡିଜିଟାଲ ଡେସ୍କ: ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ପଢିବାକୁ ଭଲ ପାଆନ୍ତି। ଖାଲି ସମୟରେ ସେମାନେ ବହି, ଉପନ୍ୟାସ ଆଦି ପଢିବାକୁ ଭଲ ପାଆନ୍ତି। ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କ ଫୋନ୍‌, ଟ୍ୟାବ୍‌…
Read More...

ବନ୍ଦ ହେବ ୩୦ହଜାରରୁ ଅଧିକ ମୋବାଇଲ୍‌‌ ନମ୍ବର: ଆପଣଙ୍କ ନମ୍ବର ଏଥିରେ ନାହିଁ ତ !

ସମାଜ ଡିଜିଟାଲ ଡେସ୍କ: ଦେଶରେ ବଢୁଥିବା ସାଇବର ଅପରାଧକୁ ରୋକିବା ପାଇଁ ଦୂରସଂଚାର ବିଭାଗ ପକ୍ଷରୁ ୩୯୨ଟି ମୋବାଇଲ୍‌‌ ହ୍ୟାଣ୍ଡସେଟ୍‌‌ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ହ୍ୟାଣ୍ଡସେଟ୍‌‌ ଗୁଡିକ…
Read More...

ଏତିକି ସମୟ ଚଲାନ୍ତୁ ଏସି, ରହିବନି ବିସ୍ଫୋରଣ ଭୟ: ଏହି ସେଟିିଙ୍ଗ୍ସକୁ ବି କରନ୍ତୁନି ଅଣଦେଖା

ସମାଜ ଡିଜିଟାଲ ​‌ଡେସ୍କ: ଦେଶର ଅଧିକାଂଶ ସ୍ଥାନରେ ଏବେ ଭୟଙ୍କର ଗରମ ଅନୁଭୂତ ହେଉଛି, ଯେଉଁଥିପାଇଁ ଲୋକେ ୨୪ ଘଣ୍ଟା ଏସିର ବ୍ୟବହାର କରୁଛନ୍ତି। ଏୟାର କଣ୍ଡିସନରର ଲଗାତର ବ୍ୟବହାର ଯୋଗୁ ଏଥିରେ ବିସ୍ଫୋରଣର ଅନେକ ଖବର…
Read More...

ହ୍ବାଟ୍ସଆପ୍‌ରେ ଆସିଲା ନୂଆ ଅପ୍‌ଡେଟ୍‌, ଦୂର ହେଲା ବଡ଼ ସମସ୍ୟା

ସମାଜ ଡିଜିଟାଲ ଡେସ୍କ: ହ୍ବାଟ୍ସଆପ୍‌ର ସବୁଠୁ ବଡ଼ ସମସ୍ୟା ଦୂର ହୋଇଛି। ହ୍ବାଟ୍ସଆପ୍‌ ଏକ ନୂଆ ଅପ୍‌ଡେଟ୍‌ ରିଲିଜ୍‌ କରିଛି, ଯେଉଁଥିରେ ଡିଫଲ୍ଟ ମିଡିଆ ଫାଇଲ୍‌ର ଫର୍ମାଟ୍ ଏଚ୍‌ଡି ହୋଇଯାଇଛି। ସାଧାରଣତଃ କାହାକୁ ଫଟୋ…
Read More...