Browsing Tag

sambalpur

ସମ୍ବଲପୁର: ଆସନ୍ତାକାଲିଠାରୁ ଦିନ ୨ଟା ପରେ ସମସ୍ତ ଦୋକାନ ବନ୍ଦ

ସମ୍ବଲପୁର: ଆସନ୍ତାକାଲିଠାରୁ ସମ୍ବଲପୁରରେ ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲା ରହିବ ଦୋକାନ। ୨ଟା ପରେ ସମସ୍ତ ଦୋକାନ ବନ୍ଦ କରିବାକୁ ଜିଲା ପ୍ରଶାସନ ଏବଂ ଶିଳ୍ପ ଓ ବଣିକ ସଂଘ ନିଷ୍ପତ୍ତି ନେଇଛି। ବୁଧବାର ଜିଲା…
Read More...

ବରିଷ୍ଠ ଫଟୋ ସାମ୍ବାଦିକ ବିଜୁ ପଟ୍ଟନାୟକଙ୍କ ପରଲୋକ

ସମ୍ବଲପୁର: ‘ସମାଜ’ ସମ୍ବଲପୁର ସଂସ୍କରଣର ବରିଷ୍ଠ ଫଟୋ ସାମ୍ବାଦିକ ବିଜୁ ପଟ୍ଟନାୟକଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ୫୮ ବର୍ଷିୟ ଶ୍ରୀ ପଟ୍ଟନାୟକ କିଛି ବର୍ଷ ହେବ ସ୍ୱାସ୍ଥ୍ୟଜନିତ ସମସ୍ୟା ଯୋଗୁଁ…
Read More...

ହାଇଦର ଫେରାର ଘଟଣା ; ସଭିଏଁ ନିଜ ବିଫଳତା ଲୁଚାଇବାରେ ବ୍ୟସ୍ତ 

ସମ୍ବଲପୁର: ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର ଫେରାର ହେବାର ୩ ଦିନରୁ ଅଧିକ ସମୟ ବିତିଯିବା ସତ୍ୱେ ରାଜ୍ୟ ପୁଲିସ ଏ ପର୍ଯ୍ୟନ୍ତ ତାହାର କିଛି ସନ୍ଧାନ ପାଇପାରିନାହିଁ। ହାଇଦର ଭଳି ଜଣେ କୁଖ୍ୟାତ ଅପରାଧୀ ହସପିଟାଲରୁ…
Read More...

କୋଭିଡ଼ ନିୟମ ପାଳନରେ ପୁଲିସ ବ୍ୟସ୍ତତାର ସୁଯୋଗ ନେଇ ବଢୁଛି ଅପରାଧ

ସମ୍ବଲପୁର: କୋଭିଡ ନିୟମ ଓ ମୋଟର ଯାନ ନିୟମ ଲାଗୁ କରିବା ଏବଂ ଏହାର ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ନେଇ ସମ୍ବଲପୁର ପୁଲିସ ଏବେ ବେଶ ଚଳଚଞ୍ଚଳ। ଗତ ଗୋଟିଏ ସପ୍ତାହ ମଧ୍ୟରେ ମାସ୍କ,…
Read More...

ମଦ ଲାଇସେନ୍ସ ଆବେଦନପତ୍ର ପାଇଁ ୫.୧୯ କୋଟି ଟଙ୍କା ଗଣିଦେଲେ 

ସମ୍ବଲପୁର: ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସାରା ରାଜ୍ୟରେ ନୂତନ ଠିପି ବନ୍ଦ ବିଦେଶୀ ମଦ ଦୋକାନର ଲାଇସେନ୍ସ ପ୍ରଦାନ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାରେ ଭାଗ ନେବା ପାଇଁ କେବଳ ଆବେଦନ କରିବା ପାଇଁ…
Read More...

ବାଇକ ଧକ୍କା ପରେ ବାଇକ ଲୁଟ ଉଦ୍ୟମ ; ଗୋଡାଇ ଗୋଡାଇ ଧରିଲା ପୁଲିସ 

ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ଷ୍ଟେଟ ବ୍ୟାଙ୍କ ଛକରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ପରେ ଏକ ବାଇକ ଲୁଟ କରିବା ଏବଂ ପୁଲିସ ଲୁଟେରାକୁ ଗୋଡାଇ ଗୋଡାଇ ଧରିବାର ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାପ୍ତ…
Read More...

ସୁନାପାଲି ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଓ, ରାସ୍ତାରୋକ

ସମ୍ବଲପୁର : ସୁନାପାଲି ଓରାମପଡା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତକୁ ଗିରଫ ଦାବିରେ ରବିବାର ପୂର୍ବାହ୍ନରେ ଧନୁପାଲି ଥାନା ଘେରାଉ କରିଛନ୍ତି ସ୍ଥାନୀୟ ଅଞ୍ଚଳର ହଜାର ହଜାର ପୁରୁଷ ଓ ମହିଳା । ସୁନାପାଲି ଓରାମପଡା ଅଞ୍ଚଳରେ…
Read More...

କୁଚିଣ୍ଡା ଥାନାକୁ ରାଜ୍ୟର ସର୍ବଶ୍ରେଷ୍ଠ ଥାନା ମାନ୍ୟତା

ସମ୍ବଲପୁର: ସମ୍ବଲପୁର ଜିଲାର କୁଚିଣ୍ଡା ଥାନା ଓଡ଼ିଶାର ସର୍ବଶ୍ରେଷ୍ଠ ଥାନାର ମାନ୍ୟତା ପାଇଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁଚିଣ୍ଡା ଥାନାକୁ ଉତ୍କର୍ଷ ପ୍ରମାଣପତ୍ର ପ୍ରଦାନ କରାଯାଇଛି।…
Read More...

ସମ୍ବଲପୁରରେ ବିଜୁ ଜୟନ୍ତୀ ପାଳିତ

ସମ୍ବଲପୁର: ବିଜୁ ଜନତା ଦଳ ସମ୍ବଲପୁର ବିଧାନସଭା ମଣ୍ଡଳି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ପ୍ରଵାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସମ୍ବଲପୁର ରେମେଡ ଛକ ସ୍ଥିତ ବିଜୁ…
Read More...

ଭିସୁଟ୍ ଛାତ୍ରଙ୍କୁ କରୋନା ଘଟଣା: ଆଗ ପଜିଟିଭ୍ ପରେ ନେଗେଟିଭ୍

ସମ୍ବଲପୁର: ସମ୍ବଲପୁର ଜିଲାର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‍ ଟେକ୍ନୋଲୋଜି(ଭିସୁଟ୍‍)ରେ ୨୫ ଜଣ ଛାତ୍ରଙ୍କ କରୋନା ରିପୋର୍ଟ ପଜିଟିଭ୍‍ ନୁହେଁ। ଆର୍‍ଟି-ପିସିଆର ଟେଷ୍ଟରେ ସମସ୍ତଙ୍କ ରିପୋର୍ଟ…
Read More...