Browsing Tag

rain

ଲଘୁଚାପ ବର୍ଷା ଯୋଗୁଁ ପରିବା ଚାଷ କ୍ଷତି ହେବାର ଆଶଙ୍କା

ଆଗଲପୁର : ଆଗଲପୁର ବ୍ଲକ ଅଞ୍ଚଳରେ ଗତ ୩ ଦିନ ଠାରୁ ଲଘୁଚାପ ବର୍ଷା ଲାଗି ରହିଥିବାରୁ ପରିବା ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି। ଆଗଲପୁର ବ୍ଲକ ଅଞ୍ଚଳର ୯୦ ଭାଗ ଜନସାଧାରଣ ଚାଷ ଉପରେ ନିର୍ଭର କରି ଚଳି…
Read More...

୮ ଜିଲ୍ଲାରେ ପ୍ରବଳ ବର୍ଷା ସୂଚନା

ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଆଜି ଅଳ୍ପ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଯାଇଛି। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳବର୍ତ୍ତୀ…
Read More...

୩୦ ଘଣ୍ଟା ଲଗାଣ ବର୍ଷା, କନ୍ଧମାଳର ସମସ୍ତ ନଦୀରେ ଅକାତକାତ ପାଣି

ଭାଙ୍ଗିଲା ଘର, ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ଫୁଲବାଣୀ: ଲଘୁଚାପ ଜନିତ ବର୍ଷାରେ ଗତ ୩୦ ଘଂଟାରୁ ଉର୍ଦ୍ଧ୍ବ ସମୟ ଧରି ସମଗ୍ର ଜିଲାର ୧୨ଟି ବ୍ଳକରେ ଭୀଷଣ ବର୍ଷା ହୋଇଛି। ଏହି ଲଗାଣ ବର୍ଷା ଯୋଗୁଁ ସମଗ୍ର ଜିଲାରେ…
Read More...

ହରଭଙ୍ଗାରେ ବର୍ଷା ବିତ୍ପାତ, ମାଟିରେ ମିଶିଲା ଘର

ହରଭଙ୍ଗା: ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ହରଭଙ୍ଗା ବ୍ଲକ ଅଂଚଳରେ ଅବିସ୍ରାନ୍ତ ବର୍ଷାଯୋଗୁଁ ଅନେକ ସ୍ଥାନରେ ମାଟି ଘର ଭାଙ୍ଗିବା ସହ ପାଣି ପଶି ଘରଦ୍ୱାର ନଷ୍ଟ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବ୍ଲକର ତିଲେଶ୍ୱର…
Read More...

ବର୍ଷା ଓ କରୋନାରୁ ରକ୍ଷା ପାଇଁ ଏଭଳି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ବର୍ତ୍ତମାନ ଚାରିଆଡ଼େ କରୋନା ମହାମାରୀ ସଭିଁଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିସାରିଛି। ଏହାସହ କିଛି ଦିନ ହେବ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ତେଣୁ ଏଭଳି ସମୟରେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ଆବଶ୍ୟକ।…
Read More...

ଅସରାଏ ବର୍ଷାରେ ବେହାଲ ରାସ୍ତା ; ଖାଲରେ ଗାଡି, ଠେଲିବା ପାଇଁ ଖୋଜା ପଡୁଛି ଲୋକ

ବଲାଙ୍ଗିର : ରାସ୍ତାରେ ଆଣ୍ଠୁଏ ଖାଲ। ଅସରାଏ ବର୍ଷା ହେଲେ ବେହାଲ ହେଇଯାଏ ରାସ୍ତାର ଅବସ୍ଥା। ଆମ୍ବୁଲାନ୍ସ ହେଉକି ଅନ୍ୟ ଯେକୌଣସି ଗାଡି ଯିବା ପାଇଁ ଏହି ରାସ୍ତାରେ ଡରନ୍ତି। ଗାଡି ଠେଲି ବାହାର କରିବା ପାଇଁ ଲୋକ ଖୋଜା…
Read More...

ସ୍ୱଳ୍ପ ବର୍ଷା ଯୋଗୁଁ ମରୁଡିର ପଦଧ୍ୱନି!

ଭବାନୀପାଟଣା : ଜୁଲାଇ ସରିକି ଅଗଷ୍ଟ ତିନିଦିନ ବିତିଲାଣି ଅଥଚ ଆବଶ୍ୟକ ପରିମାଣର ବର୍ଷା ନାହିଁ। ଫଳରେ କଳାହାଣ୍ଡି ଜିଲ୍ଲାର ବହୁ ଅଞ୍ଚଳରେ ମରୁଡିର ପଦଧ୍ୱନି ଶୁଣିବାକୁ ମିଳିଲାନି। ଚଳିତ ବର୍ଷ ପୁଣିଥରେ ମରୁଡି ଆଶଙ୍କା…
Read More...

ଦୁର୍ନୀତିର ନଗ୍ନଚିତ୍ର: ୨୯ ଦିନ ରହିଲାନି, ନଦୀରେ ଭାସିଗଲା ୨୬୪ କୋଟିରେ ନିର୍ମିତ ପୋଲ

ପାଟନା: ଦେଶରେ ଦୁର୍ନୀତି କେଉଁ ସ୍ତରରେ ପହଞ୍ଚିଛି ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ୨୬୪ କୋଟି ଟଙ୍କାରେ ନିର୍ମିତ ଏକ ପୋଲ ୨୯ ଦିନ ବି ରହିଲା ନାହିଁ। ବନ୍ୟା ଜଳ ଆସିବାରୁ ପୋଲଟି ନଦୀରେ…
Read More...

ରାଜ୍ୟର କିଛି ସ୍ଥାନରେ ଆଗାମୀ ୨୪ ଘଣ୍ଟାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର କେତେକ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏହାସହ କୋରାପୁଟ,…
Read More...

କାଳବୈଶାଖୀ ପ୍ରଭାବରେ ବ୍ରଜରାଜନଗରରେ ଘଡଘଡି ସହ ବର୍ଷା

ବ୍ରଜରାଜନଗର: ରାଜ୍ୟର ବିଭିନ୍ନ ଜିଲାରେ ମଙ୍ଗଳବାର କାଳ ବୈଶାଖୀ ପ୍ରଭାବରେ ଘଡଘଡି, ବର୍ଷା ଓ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିପାଇଁ ଜିଲାଗୁଡିକୁ…
Read More...