Browsing Tag

rain

ରିପୋର୍ଟ ଆସିଲା ପରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ – କୃଷିମନ୍ତ୍ରୀ

ଡେସ୍କ: ରାଜସ୍ଵ ନିରୀକ୍ଷକଙ୍କ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ଚଳିତ ବର୍ଷ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି…
Read More...

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଘର, ଉପାଡିଲା ଗଛ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କାଳବୈଶାଖୀ ତାଣ୍ଡବ। ମଙ୍ଗଳବାର ଅପରାହ୍ନରେ ଜୋର ରେ ପବନ ସାଙ୍ଗକୁ ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ହୋଇଛି।  କୁମୁଟିମୁଣ୍ଡା ଗାଁର ଶଙ୍କର ହିକକା,…
Read More...

କାଳ ବୈଶାଖୀ ତାଣ୍ଡବ: ଜଳିଗଲା ଗଛ, ଘର ଭାଙ୍ଗିଲା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଅଞ୍ଚଳରେ ତାଣ୍ଡବ ରଚିଛି କାଳ ବୈଶାଖୀ। ଘଡଘଡି ସାଙ୍ଗକୁ ବର୍ଷାବପନ ଯୋଗୁ କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିଲା। ବଜ୍ରପାତ ଯୋଗୁ ଗୋଟିଏ ଗଛରେ ନିଆଁ ଲାଗିଯାଇଥିଲା।…
Read More...

ତାତିରୁ ଆଶ୍ଵସ୍ତି ଦେବ କି କାଳବୈଶାଖୀ ବର୍ଷା !

ଭୁବନେଶ୍ଵର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରୀ। ଶନିବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ ଏବଂ ବାରିପଦା। ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଆଜି ପାଇଁ କେନ୍ଦୁଝର, ମୟୁରଭଞ୍ଜ ଏବଂ…
Read More...

ଆରଡି ଅଞ୍ଚଳରେ ୨ଦିନ ହେଲା ଲାଗି ରହିଛି ଅଦିନିଆ ଝଡବର୍ଷା 

ଆରଡି : ଗତ ୨ଦିନ ହେବ ଅଦିନିଆ ଝଡବର୍ଷା ଯୋଗୁଁ ଆରଡି ପୀଠ ସମେତ ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା, ବଜ୍ରପାତ ଓ ଝଡତୋଫାନ ଲାଗି ରହିଛି। ଯାହାଫଳରେ ବୈତରଣୀ ଓ ସାଳନ୍ଦୀ ନଦୀକୁ ମାଛ ମାରିବା ପାଇଁ ଯାଉଥିବା…
Read More...

ଅଗଷ୍ଟ ୧୮ରୁ ଓଡ଼ିଶାରେ ପୁଣି ଅଧିକ ବର୍ଷା ସମ୍ଭାବନା: ସିଇସି

ଭୁବନେଶ୍ୱର : ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅଗଷ୍ଟ ୧୮ ତାରିଖରେ ରାଜ୍ୟର ଉପକୂଳବର୍ତ୍ତୀ  ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହାର ଗୋଟିଏ ଦିନ ପରେ ଏହା…
Read More...

ବଢୁଛି ସଂକ୍ରମଣ – ସେପଟେ ବର୍ଷାରେ ବେହାଲ ଛାତ୍ରଛାତ୍ରୀ, କୋଭିଡ୍‌ ମାର୍ଗଦର୍ଶିକା ପାଣିର ଗାର

ଭୁବନେଶ୍ୱର - ଦେଶ ସହ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସରକାର ସାଧାରଣଲୋକଙ୍କୁ ମାସ୍କ ପିନ୍ଧିବା ସହ କୋଭିଡ୍‌ କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ…
Read More...

ଜାନୁଆରୀ ୭ ତାରିଖରୁ ଓଡ଼ିଶାରେ ବର୍ଷା ସମ୍ଭାବନା – ୧୩ ଓ ୧୪ ତାରିଖରେ ବର୍ଷା ପରିମାଣ ବଢିବ

ଭୁବନେଶ୍ୱର - ଓ୍ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁଁ ଓଡିଶାରେ ଜାନୁଆରି ୭ ତାରିଖରୁ ବର୍ଷା ହେବ ବୋଲି ଭୁବନେଶ୍ୱର ସୋଆରେ ଥିବା ସେଣ୍ଟର ଫର ଏନଭରମେଣ୍ଟ ଆଣ୍ଡ କ୍ଲାଇମେଟ୍‌ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର…
Read More...

ଲଘୁଚାପ ଲଗାଣ ବର୍ଷାରେ ମାହାଙ୍ଗାର ଗୋବରୀ ଓ ମଇଜୋରା ନଦୀରେ ବନ୍ୟା: ବହୁ ଗାଁ ଜଳ ମଗ୍ନ, ମେଡ଼ିକାଲରେ ପଶିଲା ପାଣି

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଂଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାହାଙ୍ଗାର ଗୋବରୀ ନଦୀ ଓ ମଇଜୋରାରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ହଜାର ହଜାର ହେକ୍ଟର ଚାଷ…
Read More...

ହିମାଚଳରେ ବର୍ଷା, ବରଫପାତ; ରାଜପଥ ଅବରୋଧ

ଶିମଳା: ହିମାଚଳ ପ୍ରଦେଶର ଅଧିକାଂଶ ସ୍ଥାନରେ ଗତ ୨୪ ମଧ୍ୟରେ ଭୀଷଣ ବର୍ଷା, କୁଆପଥର ବୃଷ୍ଟି ସହିତ ବରଫପାତ ହୋଇଛି। ଏହି ସମୟ ମଧ୍ୟରେ ଶିମଳାରେ ୮୩ ମିଲିମିଟର ବର୍ଷା ହୋଇଥିବା ଜଣାଯାଇଛି, ଯାହା ଏପ୍ରିଲରେ ଗୋଟିଏ ଦିନରେ…
Read More...