Browsing Tag

political news

ବିଜେପିରେ ଯୋଗଦେଲେ କଂଗ୍ରେସ ଲୋକସଭା ପ୍ରାର୍ଥୀ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସକୁ ଶକ୍ତ ଝଟ୍‌କା ଲାଗିଛି। ଭୋଟଗ୍ରହଣର ଅବ୍ୟବହିତ ପୂର୍ବରୁ କଂଗ୍ରେସର ଇନ୍ଦୋର ଲୋକସଭା ପ୍ରାର୍ଥୀ ଅକ୍ଷୟ କାନ୍ତି ବମ୍‌ ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ବିଜେପି…
Read More...

୨ ଲୋକସଭା, ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ରବିବାର ୨ଟି ଲୋକସଭା ଏବଂ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ସୁରେଶ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଥିବାବେଳେ ସମ୍ବଲପୁର…
Read More...

ଏ ହେଉଛନ୍ତି ଚଳିତ ଲୋକସଭା ନିର୍ବାଚନର ସବୁଠୁ ଧନୀ ପ୍ରାର୍ଥୀ; ଚମକାଇ ଦେବ ସମ୍ପତ୍ତି ପରିମାଣ

ଅମରାବତୀ: ଚଳିତ ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ପି.ଚନ୍ଦ୍ର ଶେଖର ସବୁଠାରୁ ଧନୀ ପ୍ରାର୍ଥୀଭାବେ ମାନ୍ୟତାଲାଭ କରିଛନ୍ତି। ସେ…
Read More...

କଂଗ୍ରେସର ‘ପାନ ଭଣ୍ଡାର’ କାର୍ଯ୍ୟକ୍ରମ

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ। ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଛା। ପ୍ରଚାରରେ ମାଇଲେଜ୍‌ ନେବା ପାଇଁ ସବୁ ଦଳ ଆପଣାଉଛନ୍ତି ଭିନ୍ନ କୌଶଳ। ବିଜେଡି ଏହାର…
Read More...

କେନ୍ଦୁଝର ସଦର ବିଧାନସଭା: ଅଭିଜ୍ଞ ମୋହନଙ୍କୁ ଟକ୍କର ଦେବେ ଦୁଇ ନବାଗତା

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବ୍ଲକ, କେନ୍ଦୁଝରଗଡ଼ ପୌରପାଳିକା ଏବଂ ଝୁମ୍ପୁରା ବ୍ଲକର ୧୨ଟି ଓ ବାଂଶପାଳ ବ୍ଲକର ୫ଟି ପଞ୍ଚାୟତକୁ ମିଶାଇ ମୋଟ ୨୮୩ଟି ବୁଥ୍‌‌କୁ ନେଇ ଗଠିତ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ଅନୁସୂଚିତ…
Read More...

ରାଜସ୍ଥାନରୁ ସୋନିଆଙ୍କୁ ମୋଦିଙ୍କ କଟାକ୍ଷ

ଜୟପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜାତୀୟ ଦଳଗୁଡ଼ିକ ମଧ୍ୟରେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ଚାଲିଛି। ବିଶେଷକରି ବିଜେପି ଏବଂ କଂଗ୍ରେସ ମଧ୍ୟରେ ଚକାପଞ୍ଛା ଜାରି ରହିଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
Read More...

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ, ୧୦୨ ଆସନରେ ପଡ଼ିବ ଭୋଟ୍‌

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶୁକ୍ରବାର ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ୍। ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ଆସନ ପାଇଁ…
Read More...

ବିଜେପିରେ ସାମିଲ ହେଲେ ବକ୍ସର ବିଜେନ୍ଦର ସିଂହ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ବକ୍ସିଂରେ ଭାରତର ପ୍ରଥମ ଅଲିମ୍ପିକ୍ ପଦକ ବିଜେତା ତଥା କଂଗ୍ରେସ ନେତା ବିଜେନ୍ଦର ସିଂହ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀସ୍ଥିତ…
Read More...

ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ ବେଶ୍ରା

ସମାଜ ଡିଜିଟାଲ ଡେସ୍କ: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତିରେ ବଡ଼ ବଡ଼ ନେତାଙ୍କ ଦଳ ବଦଳ ସେତେ ବଢି ଚାଲିଛି। ଗୁରୁବାର ରାଜ୍ୟର ୩ ଚର୍ଚ୍ଚିତ ଚେହେରା ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ସାଂସଦ…
Read More...

ରାଜନୀତିରେ ପ୍ରବେଶ କରିବେ କି କଙ୍ଗନା ରାଣାୱତ

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ କଙ୍ଗନା କହିଛନ୍ତି ଯେ ରାଜନୀତିରେ ପ୍ରବେଶ କରିବାର ବର୍ତ୍ତମାନ ହେଉଛି ପ୍ରକୃତ…
Read More...