Browsing Tag

odiya news

ଭାରତର ନୂଆ ରକ୍ଷା କବଚ: ଏସ-୪୦୦ ୪୦୦କିମି ମଧ୍ୟରେ ଶତ୍ରୁ କ୍ଷେପଣାସ୍ତ୍ରକୁ କରିବ ନିପାତ

ନୂଆଦିଲ୍ଲୀ: ଭାରତ ଓ ରୁଷ ମଧ୍ୟରେ ବହୁ ପ୍ରତୀକ୍ଷିତ ଏସ-୪୦୦ ମିସାଇଲ୍‍ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି। ଏହି ଚୁକ୍ତି ମୁତାବକ ରୁଷ ପାଖରୁ ଭାରତ ୫ସେଟ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କ୍ରୟ କରିବ। ରୁଷ ରାଷ୍ଟ୍ରପତି…
Read More...

ମୋଦୀଙ୍କୁ ଟକ୍କର ଦେବାକୁ କଂଗ୍ରେସରୁ ପ୍ରଚାର କରିବେ ଅବିକଳ ମୋଦୀ

ନୂଆଦିଲ୍ଲୀ: ପ୍ରତିଶ୍ରୁତି ମୁତାବକ ପ୍ରତି ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ଲକ୍ଷ ଜମା ହୋଇ ନାହିଁ। ତେଣୁ ମୋଦୀଙ୍କ ଉପରେ ଖପା ଅବିକଳ ମୋଦୀ। ଏହି ବ୍ୟକ୍ତିଙ୍କୁ ୨୦୧୯ରେ ମୋଦୀଙ୍କ ବିରୋଧରେ ଅସ୍ତ୍ର କରି ଓହ୍ଲାଇବାକୁ…
Read More...

ମୋଦୀ-ପୁତିନ ଆଲୋଚନା :୫ଟି ଏସ-୪୦୦କୁ ନେଇ ଚୁକ୍ତି

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ୍‍ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ଭାରତ- ରୁଷ ମଧ୍ୟରେ ୫ଟି ଏସ-୪୦୦ମିସାଇଲ ଡିଫେନ୍ସ ସିଷ୍ଟମକୁ ନେଇ ଚୁକ୍ତି ହୋଇଛି। ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏ…
Read More...

ମଧ୍ୟପ୍ରଦେଶ: ବିଏସପିରୁ ପ୍ରତ୍ୟାଖ୍ୟାତ କଂଗ୍ରେସର ହାତ ଧରିବ ସପା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ହାତଗଣତି କିଛି ଦିନ ରହିଯାଇଛି। ସମସ୍ତ ରାଜନୈତିକ ଦଳ ସେମାନଙ୍କ ସ୍ଥିତି ସୁଧାରିବାକୁ କେଉଁଠି ମେଣ୍ଟ ତ କେଉଁଠି ଆସନ ବୁଝାମଣା ଆରମ୍ଭ କରିଦେଇଛନ୍ତି। ଏଭଳି…
Read More...

ଉଡ଼ାଜାହାଜରୁ ବୋମା ମାଡ଼; ଗାଡିରେ ଲାଗିଲା ନିଆଁ

ମେରଠ: କିଥୋରେ ଥାନା ଅନ୍ତର୍ଗତ ମାଛରା ଗ୍ରାମରେ ବୁଧବାର ସକାଳ ୧୦ଟା ବେଳେ ଏକ ଉଡ଼ାଜାହାଜରୁ ବୋମା ମାଡ଼ କରାଯିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଉଡ଼ାଜାହାଜରୁ ନିକ୍ଷେପ ହୋଇଥିବା ୨ଟି ବୋମା ଦୁଇଟି ଘର…
Read More...

ଚନ୍ଦା ଛାଡ଼ିଲେ ଆଇସିଆଇସିଆଇ ସିଇଓ ପଦ

ନୂଆଦିଲ୍ଲୀ: ଆଇସିଆଇସିଆଇ ମୁଖ୍ୟ ଏକଜିକ୍ୟୁଟିଭ୍‍ ଅଧିକାରୀ ପଦରୁ ଚନ୍ଦା କୋଚର ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ବ୍ୟାଙ୍କର ବୋର୍ଡ ଅଫ୍‍ ଡାଇରେକ୍ଟର ତତ୍କାଳ ଗ୍ରହଣ କରିନେଇଥିବା ଜଣାପଡ଼ିଛି। ବ୍ୟାଙ୍କର ବୋର୍ଡ଼…
Read More...

ସୁପ୍ରିମ କୋର୍ଟରେ ଖାରଜ ହେଲା ଆବେଦନ: ପ୍ରତ୍ୟାର୍ପିତ ହେଲେ ୭ ମିଆଁମାର ନାଗରିକ

ନୂଆଦିଲ୍ଲୀ: ବେଆଇନ ଭାବେ ବସବାସ କରୁଥିବା ରୋହିଙ୍ଗ୍ୟା(ମିଆଁମାର ନାଗରିକ)ଙ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭାରତ ସରକାର। ଗୁରୁବାର ୭ ରୋହିଙ୍ଗ୍ୟାଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଉଛି। ଏହି ପ୍ରକ୍ରିୟାକୁ ସୁପ୍ରିମ…
Read More...

ମୁଙ୍ଗେର-ନଦୀ, ନାଳରୁ ବାହାରୁଛି ଏକେ-୪୭ବନ୍ଧୁକ

ମୁଙ୍ଗେର: ମାରଣାସ୍ତ୍ର ନିର୍ମାଣ ଓ ଚୋରାଚାଲାଣ ପାଇଁ କୁଖ୍ୟାତ ମୁଙ୍ଗେର ଏଣିକି ପୁଲିସ ଛାଉଣିରେ ପରିଣତ ହୋଇଯାଇଛି। କାରଣ ଏହି ଅଞ୍ଚଳର କେଉଁଠି ମାଟି ତଳୁ ତ' କେଉଁଠି କୂଅ ଭିତରୁ ବାହାରୁଛି ଏକେ-୪୭ ବନ୍ଧୁକ ଓ ଏହାର…
Read More...

ପାଟନାରେ ଏସିଆର ପ୍ରଥମ ଡଲଫିନ ଗବେଷଣା କେନ୍ଦ୍ର

ନୂଆଦିଲ୍ଲୀ: ଜାତୀୟ ଡଲଫିନ୍‍ ଗବେଷଣା କେନ୍ଦ୍ର ଗଙ୍ଗା ନଦୀ କୂଳରେ ପ୍ରତିଷ୍ଠା କରାଯିବ। ପାଟନା ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏହି ଗବେଷଣା କେନ୍ଦ୍ର ପାଟନାରେ ପ୍ରତିଷ୍ଠିତ ହେବ। ଅବକ୍ଷୟମୁଖୀ ପ୍ରଜାତିର ଗାଙ୍ଗେୟ ଡଲଫିନର…
Read More...

ରାଜସ୍ଥାନ ନିର୍ବାଚନ ପ୍ରଚାର: ଅମିତଙ୍କ ପଛରେ ରହିଗଲେ ରାହୁଲ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଉଭୟ କଂଗ୍ରେସ ଓ ବିଜେପି ବେଶ୍‍ ସକ୍ରିୟ ହୋଇ ପଡିଛନ୍ତି। ଚଳିତ ବର୍ଷର ଶେଷସୁଦ୍ଧା ରାଜସ୍ଥାନ, ମଧ୍ୟପ୍ରଦେଶ,…
Read More...