Browsing Tag

odiya news

ନୀରବଙ୍କଠାରୁ ନକଲି ହୀରା କିଣି କାନାଡା ଯୁବକଙ୍କ ନିର୍ବନ୍ଧ ଭାଙ୍ଗିଲା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କରୁ ହଜାରେ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଆତ୍ମସାତ କରି ଫେରାର ଥିବା ହୀରା ବ୍ୟବସାୟୀ ନୀରବ ମୋଦୀ କାନାଡ଼ାର ଜନୈକ ଯୁବକଙ୍କୁ ୨ଲକ୍ଷ ଡଲାର ବିନିମୟରେ ନକଲି ହୀରା ବିକ୍ରି କରିଥିବା ଅଭିଯୋଗ…
Read More...

ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ବୁଝାମଣା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ ଦେଖାଦେଇଥିôବା ବିବାଦ ଆପାତତ ସମାଧାନ ହୋଇଯାଇଛି।…
Read More...

୧୫ବର୍ଷ ପୁରୁଣା ଡିଜେଲ ଗାଡ଼ିକୁ ଜବତ୍‍ କରିବ ଦିଲ୍ଲୀ ଆରଟିଓ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୁଷଣ ନିୟନ୍ତ୍ରଣ ନିମନ୍ତେ ସୋମବାରଠାରୁ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି ଦିଲ୍ଲୀ ପରିବହନ ବିଭାଗ। ଲୋକଙ୍କ ଘରଘର ବୁଲି ପରିବହନ ବିଭାଗ ଓ ଏମଡିସି ମିଳିତ ଭାବେ ୧୫ବର୍ଷ ପୁରୁଣା ଡିଜେଲ…
Read More...

ପୁଣି ବଢିଲା ଚିଦାମ୍ବରମ ଓ କାର୍ତ୍ତିଙ୍କ ଜାମିନ ସମୟସୀମା

ନୂଆଦିଲ୍ଲୀ: ଏୟାରସେଲ-ମ୍ୟାକ୍ସିସ ଦୁର୍ନୀତି ମାମଲାରେ ଅଭିଯୁକ୍ତ ପ୍ରାକ୍ତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ବରମଙ୍କ ଜାମିନ ସମୟସୀମାକୁ ପୁଣି ଥରେ ବୃଦ୍ଧି କରିଛି ଦିଲ୍ଲୀର ଏକ ଅଦାଲତ।…
Read More...

କେବେ ସରିବ ଅପରେସନ ଅଲ୍‍ ଆଉଟ୍‍: ଘାଟିରେ ସକ୍ରିୟ ଅଛନ୍ତି ୩୦୦ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ଜୋର ଧରିଥିବା ବେଳେ ସେନା ପକ୍ଷରୁ ୨ମାସରୁ ଅଧିକ ସମୟ ଧରି ଅପରେସନ ଅଲଆଉଟ୍‍ ଚାଲିଛି । ଅପରପକ୍ଷରେ ସେନାକୁ ମିଳିଥିବା ସୂଚନା ଅନୁଯାୟୀ ସୀମାନ୍ତ ଘାଟିରେ ୩୦୦ରୁ…
Read More...

ନିବେଶକ ସମ୍ମିଳନୀର ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ନିବେଶକ ସମ୍ମିଳନୀ ଉଦଘାଟନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେରାଡୁନ ପହଞ୍ଚିଛନ୍ତି। ରବିବାର ଡେରାଡୁନରେ ଅନୁଷ୍ଠିତ ଦୁଇ ଦିନିଆ ନିବେଶକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୋଦୀ। ଏହି ଅବସରରେ…
Read More...

ଟାର୍ଗେଟରେ ହିନ୍ଦୁ ଭୋଟ ବ୍ୟାଙ୍କ: ରାମ, ବିଷ୍ଣୁଙ୍କୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିରେ ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗ ପୁଣି ଥରେ କୁହୁଳିବାରେ ଲାଗିଛି। ଅଯୋଧ୍ୟା ରାମ ମନ୍ଦିର ନର୍ମାଣ ପ୍ରସଙ୍ଗ ଯଦିଓ ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି ତେବେ…
Read More...

ଏସ-୪୦୦ରେ ବି ରିଲାଏନ୍ସ

ନୂଆଦିଲ୍ଲୀ: ଆମେରିକାର ଚେତାବନୀ ସତ୍ତେ୍ୱ ଭାରତ-ରୁଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ଚୁକ୍ତି ଆଧାରରେ ଭାରତ ରୁଷଠାରୁ ୫ସେଟ୍‍ ଏସ ୪୦୦ ରକ୍ଷା ପ୍ରଣାଳୀ କ୍ରୟ କରିବାର ଚୂଡ଼ାନ୍ତ ହୋଇଛି। ଏହି ଡିଲକୁ ନେଇ ରୁଷ…
Read More...

ମଧ୍ୟପ୍ରଦେଶ ମେଣ୍ଟ ରାଜନୀତି: ବିଏସପି ପରେ ଏସପି ମଧ୍ୟ ଛାଡିଲା କଂଗ୍ରେସର ହାତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାମେଣ୍ଟର ଆଶା ବାନ୍ଧିଥିବା କଂଗ୍ରେସକୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ରାଜ୍ୟରେ ବିଏସପି ସହ ମେଣ୍ଟ ଭାଙ୍ଗିବା ପରେ କଂଗ୍ରେସ ସହ…
Read More...

ଫସର ଫାଟିଲା ମମତାଙ୍କ ପୂଜା ଚାନ୍ଦା ଯୋଜନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୂଜା ଚାନ୍ଦା ଯୋଜନା ଫସର ଫାଟିଛି। କଲକାତା ଉଚ୍ଚ ନ୍ୟାୟାଳୟ ମମତାଙ୍କ ଏଭଳି ଯୋଜନା ଉପରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି। କେଉଁ ଯୋଜନା ଓ କେଉଁ ଭିତ୍ତିରେ…
Read More...