Browsing Tag

odiya news

ଜଲନ୍ଧର ଇଞ୍ଜିନିୟରିଂ କଲେଜରୁ ଏକେ ୪୭ବନ୍ଧୁକ ଜବତ୍‍: ୩ଛାତ୍ର ଗିରଫ

ଜଲନ୍ଧର : ଗୁଇନ୍ଦା ପୁଲିସ, ସିଆରପିଏଫ ଓ ଜମ୍ମୁ କାଶ୍ମୀର ପୁଲିସର ମିଳିତ ଚଢାଉରେ ଜଲନ୍ଧର ଶାହପୁରସ୍ଥିତ ଏକ ଇଞ୍ଜିନିୟରିଂ କଲେଜର ଛାତ୍ରାବାସରୁ ୩ଜଣ ଛାତ୍ରଙ୍କ ସମେତ ଏକେ ୪୭ ବନ୍ଧୁକ ଜବତ ହୋଇଛି। ଧରା ପଡ଼ିଥିବା ୩ଜଣ…
Read More...

ମାଟି ଖୋଳୁଖୋଳୁ ୧.୫କୋଟିର ହୀରା

ଭୋପାଳ: ଭୋପାଳର ଜଣେ ଶ୍ରମିକ ମାଟି ଖୋଳୁଖୋଳୁ ୧.୫କୋଟି ଟଙ୍କାର ହୀରା ଖନନ କରିଛନ୍ତି। ମୋତିଲାଲ ପ୍ରଜାପତି(୩୦) ନାମକ ଏହି ବ୍ୟକ୍ତି ଜଣକ ପାନ୍ନା ଅଞ୍ଚଳର ପରିତ୍ୟକ୍ତ ଏକ ହୀରା ଖଣିର ମାଟି ତଳୁ ଏହି ମୂଲ୍ୟବାନ ହୀରା…
Read More...

ବାଲେଶ୍ୱର ଆଇଟିଆରରୁ ପ୍ରଘଟ ହୋଇଛି କ୍ଷେପଣାସ୍ତ୍ର ତଥ୍ୟ!

ଜଲପାଇଗୁଡି: ଭାରତୀୟ ସେନା ଦ୍ୱାରା ପରମାଣୁ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ରର ତଥ୍ୟାବଳୀକୁ ବିଦେଶକୁ ଚୋରା ଚାଲାଣ କରୁଥିବା ଏକ ଗ୍ୟାଙ୍ଗର ପର୍ଦାଫାସ ହୋଇଛି। ଆଲିପୁରଦ୍ୱାର ଜିଲାର ମଦାରିହାଟ ନିବାସୀ ରଫିକୁଲ ଇସଲାମଙ୍କୁ…
Read More...

ଆମ୍ରପଲ୍ଲୀର ୩ ନିର୍ଦେଶକଙ୍କୁ ଗିରଫ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ରିଏଲ ଇଷ୍ଟେଟ ବ୍ୟବସାୟରେ ପ୍ରତିଶ୍ରୁତି ମୁତାବକ ଗ୍ରାହକଙ୍କୁ ଜମି ପ୍ରଦାନ କରିବାରେ ବିଫଳ ହେବାରୁ ଆମ୍ରପାଲ୍ଲୀର ୩ଜଣ ନିର୍ଦେଶକଙ୍କୁ ଗିରଫ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର…
Read More...

ବିବେକ ହତ୍ୟା ମାମଲା:ମିଛ କହିଥିଲେ ସିପାହୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ସେପ୍ଟେମ୍ବର ମାସରେ ପୁଲିସ ଗୁଳିରେ ମୃତ ବିବେକ ତିୱାରୀଙ୍କ ମୃତ୍ୟୁ ରହସ୍ୟର ପେଡ଼ି ଖୋଲିଛି ତଦନ୍ତକାରୀ ଦଳ ଏସଆଇଟି। ବିବେକଙ୍କ ଉପରେ ଗୁଳି ଚଲାଇଥିବା ସିପାହୀଙ୍କ…
Read More...

ମସୁଦ ଆଜହର ଅସୁସ୍ଥ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରମୁଖ ଆତଙ୍କବାଦୀ ସଂଗଠନ ତଥା ଭାରତର ଆତଙ୍କବାଦୀ ତାଲିକାର ପ୍ରଥମ ସ୍ଥାନ ମଣ୍ଡିତ କରୁଥିବା ମସୁଦ ଆଜହର ପ୍ରାଣଘାତି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଜୈଶ ଏ ମହମ୍ମଦର ମୁଖିଆ ମସୁଦ ଆଜହରଙ୍କ…
Read More...

ରାଜସ୍ଥାନରେ ୨୨ଜଣଙ୍କୁ ଜିକା,ମୋଦୀ ମାଗିଲେ ରିପୋର୍ଟ

ଜୟପୁର: ରାଜସ୍ଥାନରେ ଅଦ୍ୟାବଧି ୨୨ଜଣ ରୋଗୀଙ୍କ ଶରୀରରେ ଜିକା ଭାଇରସ ଚିହ୍ନଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସେଠାରେ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟୋଲ କେନ୍ଦ୍ର ସ୍ଥାପନ କରାଯାଇଛି।…
Read More...

ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ: ୯ମୃତ,୧୨ଗୁରୁତର

ଭିଲାଇ: ବିଏସପି(ଭିଲାଇ ଷ୍ଟିଲ ପ୍ଲାଣ୍ଟ)ରେ ଏକ ଗ୍ୟାସ ପାଇପରେ ବିସ୍ଫୋରଣ ହେବା ସହ ନିଆଁ ଲାଗି ଯାଇଛି। ବିସ୍ଫୋରଣରେ୯ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇ ଥିବାବେଳେ ୧୨ଜଣ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି।…
Read More...

ଛତିଶଗଡ଼ରେ ନକ୍ସଲ ଭୟ: ମତଦାନ ପରେ ଅଙ୍ଗୁଠିରେ ଲଗାଇବେନି କାଳି

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ବସ୍ତର ଅଞ୍ଚଳବାସୀ ନିର୍ବାଚନରେ ଭାଗ ନେବାକୁ ଚାହୁଁଥିଲେ ମଧ୍ୟ ଅଙ୍ଗୁଠିରେ କାଳି ଲଗାଇବାକୁ ଭୟ କରୁଛନ୍ତି। ବସ୍ତରଠାରେ ଅନୁଷ୍ଠିତ ମତଦାନ ଜାଗୃତତା ଅଭିଯାନରେ ଏଭଳି ଘଟଣା…
Read More...

ସାବରୀମାଳା ପ୍ରସଙ୍ଗରେ କେରଳରେ ବିରୋଧ: ତ୍ୱରିତ ବିଚାର ପାଇଁ ମନା କଲା ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: କେରଳର ସାବରୀମାଳା ମନ୍ଦିରରେ ୧୦ରୁ ୫୦ବର୍ଷିୟା ମହିଳାଙ୍କ ପ୍ରବେଶ ଉପରେ ତ୍ୱରିତ୍‍ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ ପକ୍ଷରୁ ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ…
Read More...