Browsing Tag

odiya news

ଭିଲାଇ ଇସ୍ପାତ କାରଖାନାର ୪ଜଣ ଅଧିକାରୀଙ୍କ ନାମରେ ମାମଳା ରୁଜୁ

ଦୂର୍ଗ: ଛତିଶଗଡ଼ର ଦୂର୍ଗ ଜିଲାରେ ଅବସ୍ଥିତ ଷ୍ଟିଳ ଅଥୋରିଟି ଅଫ ଇଣ୍ଡିଆ ଲି.(ସେଲ) କମ୍ପାନୀର ଭିଲାଇ ସ୍ଥିତ ଇସ୍ପାତ କାରଖାନାରେ ୧୩ଜଣଙ୍କ ମୃତ୍ୟୁ ମାମଲାର ତଦନ୍ତ ପରି ପୁଲିସ କାରଖାନାର କାର୍ଯ୍ୟରତ ୪ଜଣ କର୍ମଚାରୀଙ୍କ…
Read More...

ତିତଲି ପ୍ରଭାବ: ଆନ୍ଧ୍ର ଦେବ ୫ଲକ୍ଷ ସହାୟତା

ଶ୍ରୀକାକୁଲମ୍‍: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ତିତଲି ପ୍ରଭାବରେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ପଲାସା ରେଳ ଷ୍ଟେସନର କ୍ଷୟକ୍ଷତିକୁ…
Read More...

ମାଉଣ୍ଟ ଗୁରଜାରେ ତୁୂଷାରପାତ; ୪ସେରପା ୫ଦକ୍ଷିଣକୋରିଆ ପର୍ଯ୍ୟଟକ ମୃତ

କାଠମାଣ୍ଡୁ: ନେପାଳ ମାଉଣ୍ଟ ଗୁରଜାରେ ତୁଷାରପାତ ହେତୁ ୯ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୫ଜଣ ଦକ୍ଷିଣ କୋରିଆ ପର୍ଯ୍ୟଟକ ରହିଥିବାବେଳେ ୪ଜଣ ନେପାଳୀ ସେରପା(ଗାଇଡ) ଅଛନ୍ତି। ୭ଅକ୍ଟୋବରରେ ୯ଜଣିଆ ଦଳ ପାହାଡ଼ରେ…
Read More...

ପାକ୍‍ ଆଇଏସଆଇ ବିରୋଧରେ ମନ୍ତବ୍ୟ ଦେଇ ହାଇକୋର୍ଟ ଜଜ୍‍ ବରଖାସ୍ତ

ନୂଆଦିଲ୍ଲୀ: ପାକିସ୍ତାନରେ ଆଇଏସଆଇର ପ୍ରଭାବ କେତେ? ଏହାର ଜ୍ୱଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଆଇଏସଆଇ ବିରୋଧରେ ଟିପ୍ପଣୀ କରିବା ଦ୍ୱାରା ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲ୍ୱୀ ହାଇକୋର୍ଟର ଜଣେ…
Read More...

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଶ୍ୱସ୍ତରରେ ଖର୍ଚ୍ଚ ହେଉଥିବା ରାଶିରେ ଭାରତ ୪ର୍ଥ

ନୂଆଦିଲ୍ଲୀ: ଜାତିସଂଘ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି। ଏହି ତାଲିକା ମୁତାବକ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଉଥିବା…
Read More...

୧୩ ବର୍ଷ ପୂର୍ବେ ଆଜିର ଦିନରେ ଆରମ୍ଭ ହୋଇଥିଲା ଆରଟିଆଇ ସେବା

ନୂଆଦିଲ୍ଲୀ: ୧୩ବର୍ଷ ପୂର୍ବେ ଆଜିର ଦିନରେ ଜନସାଧାରଣଙ୍କୁ ସଶକ୍ତିକରଣ କରିବା ନିମନ୍ତେ ଆରମ୍ଭ ହୋଇଥିଲା ମହତ୍ୱପୂର୍ଣ୍ଣ ସୂଚନା ଅଧିକାର ଆଇନ ୨୦୦୫। ଇତିମଧ୍ୟରେ ଦେଶର ଏକାଧିକ ବଡ଼ ଦୁର୍ନୀତି ଉପରୁ ପରଦା ଉଠାଇବା ଦିଗରେ…
Read More...

୪୮ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱରେ ବନ୍ଦ ହୋଇପାରେ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ: ଆଗାମୀ ୪୮ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱର ଇଣ୍ଟରନେଟ ସେବା ବନ୍ଦ ହେବାର ସମ୍ଭାବନା ରହିଛି। ରୁଷିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ କନେକସନ ଏରର ମ୍ୟାସେଜ ମିଳିବାର ସମ୍ଭାବନା…
Read More...

ନୀତୀଶଙ୍କ ଉପରେ ଜୋତା ଫିଙ୍ଗି ଯୁବକ ଗିରଫ

ନୂଆଦିଲ୍ଲୀ: ଆୟୋଜିତ ସଭାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଜୋତା ଫିଙ୍ଗି ଗିରଫ ହୋଇଛନ୍ତି ଜନୈକ ଯୁବକ। ଆୟୋଜିତ ସଭାରେ ଚନ୍ଦନ ତିୱାରୀ ନାମକ ଏହି ଯୁବକ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜୋତା ଫିଙ୍ଗି ଥିଲେ।…
Read More...

କୋରାନ ଛୁଇଁ ଦମ୍ପତି ଶପଥ କଲେ ; ଲୁଟ୍‍ ନକରି ଡକାୟତ ଫେରିଗଲେ

ଦରଭଙ୍ଗା: ସ୍ଥାନୀୟ ଲୋଆମା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ନିଆରା ଘଟଣା ଘଟିଛି। ଗ୍ରାମର ଅନଶ ହୁସେନଙ୍କ ଘରେ ରାତି ପ୍ରାୟ ୧୨ଟା ବେଳେ ୧୭-୧୮ଜଣ ସଶସ୍ତ୍ର ଡକାୟତ ପ୍ରବେଶ କରି ଦୀର୍ଘ ୩ଘଣ୍ଟା କାଳ ଲୁଟ…
Read More...

ବ୍ରହ୍ମପୁର ଏବଂ ତିରୁପତିରେ ଆଇଜରର ସ୍ଥାୟୀ କ୍ୟାମ୍ପସ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଓଡ଼ିଶାର ବ୍ରହ୍ମପୁର ଏବଂ ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଜର)ର ଦୁଇଟି ନୂତନ ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ବୁଧବାର ପ୍ରଧାନମନ୍ତ୍ରୀ …
Read More...