Browsing Tag

odiya news

ସର୍ବନିମ୍ନ ରେକର୍ଡ ସ୍ତରରେ ଟଙ୍କା

ମୁମ୍ବଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା (ଟଙ୍କା) ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଛି। ବୁଧବାର ଆନ୍ତଃବିନିମୟ ବଜାରରେ କାରବାର ଆରମ୍ଭ ହେବା ମାତ୍ରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆହୁରି ଦୁର୍ବଳ ହୋଇ…
Read More...

ନାଥୁରାମ ଗଡ଼ସେଙ୍କ ମୂର୍ତ୍ତି ସ୍ଥାପନା କରି ୪ଗିରଫ

ଚିତ୍ରକୂଟ: ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ହତ୍ୟା କରିଥିବା ନାଥୁରାମ ଗଡ଼ସେଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ୪ଜଣ ଯୁବକ ଗିରଫ ହୋଇଛନ୍ତି। ପୁଲିସ ଅଧିକ୍ଷକ ମନୋଜ କୁମାର ଝାଙ୍କ ସୂଚନା ଅନୁଯାୟୀ…
Read More...

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ବରିଷ୍ଠ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଜଷ୍ଟିସ୍‍ ଗୋଗୋଇଙ୍କୁ ରାଷ୍ଟ୍ରପତି ଭବନର ଦରବାର ହଲ୍‍ରେ ପଦ ଓ…
Read More...

ବାଘୁଣୀଙ୍କୁ ଧରିବ ପରଫ୍ୟୁମ୍‍

ନାଗପୁର: ବାଘୁଣୀଙ୍କୁ ଧରିବ ପରଫ୍ୟୁମ୍‍। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଗବେଷକମାନେ ଏହି ରହସ୍ୟ ସାମ୍‍ନାକୁ ଆଣିଛନ୍ତି। ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ କାଲଭିନ୍‍ କ୍ଲେନ୍‍ ନାମକ ଏହି ପରଫ୍ୟୁମ୍‍ର ସୁଗନ୍ଧ ପ୍ରତି ବାଘୁଣୀ ଓ…
Read More...

ଏଆଇଏଡିଏମକେ ବିଧାୟକ ଓ ଏଲଜି କିରଣ ବେଦୀଙ୍କ ମାଇକ୍‍ ବିବାଦ

ନୂଆଦିଲ୍ଲୀ: ପୁଡ଼ୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର(ଏଲଜି) କିରଣ ବେଦୀ ଓ ଏଆଇଏଡିଏମକେ ବିଧାୟକ ଏ ଆନବାଗଲାନଙ୍କ ମଧ୍ୟରେ ମାଇକ୍‍ ନେଇ ବିବାଦ ଖୋଲା ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି ବିବାଦ ମଙ୍ଗଳବାର ପୁଡ଼ୁଚେରୀରେ…
Read More...

କୃଷକ ଓ ଗୃହମନ୍ତ୍ରୀଙ୍କ ମଧ୍ୟରେ ବୈଠକ:୪ଟି ସର୍ତ୍ତ ପୂରଣର ପ୍ରତିଶ୍ରୁତି

ନୂଆଦିଲ୍ଲୀ:ଦାବି ପୂରଣ ପାଇଁ ହରିଦ୍ୱାରରୁ ପାଦରେ ଚାଲିଚାଲି ଦିଲ୍ଲୀ ଆସୁଥିବା କୃଷକ ଶୋଭାଯାତ୍ରା ଦିଲ୍ଲୀ ସୀମାରେ ପହଞ୍ଚିବା ପରେ ଶୋଭାଯାତ୍ରାକୁ ପ୍ରଶାସନ ପକ୍ଷରୁ ଅଟକାଇ ଦିଆଯାଇ ଥିଲା। ୟୁପି-ଦିଲ୍ଲୀ ସୀମାକୁ ପୁଲିସ…
Read More...

ଭାରତ ତାରିଫ୍‍ କିଙ୍ଗ: ଟ୍ରମ୍ପ

ନ୍ୟୁୟର୍କ: ବାଣିଜ୍ୟ କଟକଣା ପ୍ରସଙ୍ଗରେ ଭାରତକୁ ପୁଣି ଥରେ ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତକୁ ‘ତାରିଫ୍‍ କିଙ୍ଗ’ ଭାବରେ ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ…
Read More...

ଝିଅର ଜିଦ୍‍ ଆଗରେ ହାର ମାନିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିଟି ଶିଶୁ ଚାହାନ୍ତି ସେମାନଙ୍କ ପ୍ରଦର୍ଶନ ତାଙ୍କ ପିତାମାତା ନିଶ୍ଚିତ ଦେଖନ୍ତୁ। ସବୁବେଳେ ନ ହେଲେ ମଧ୍ୟ କେତେବେଳେ କେମିତି ଅଭିଭାବକମାନେ ସେମାନଙ୍କ କାର୍ଯ୍ୟକ୍ରମକୁ ଆସିବାକୁ ଶିଶୁମାନେ ଜିଦ୍‍…
Read More...

୬୮ଫୁଟ୍‍ ଉଚ୍ଚ ଢେଉରେ ସାର୍ଫ କରି ମହିଳାଙ୍କ ଗିନିଜ ରେକର୍ଡ଼

ନୂଆଦିଲ୍ଲୀ:ବ୍ରାଜିଲର ସର୍ଫର ମାୟା ଗାବେରିଆ ୬୮ଫୁଟ ଉଚ୍ଚ ଢେଉ ଉପରେ ସର୍ଫ କରି ଗିନିଜ ରେକର୍ଡ଼ କରିଛନ୍ତି। ଗିନିଜ ବୁକ ପକ୍ଷରୁ ତାଙ୍କୁ ଅକ୍ଟୋବର ୧ରେ ସମ୍ମାନିତ କରାଯାଇଛି। ୨୦୧୮ଜାନୁଆରୀ୧୮ରେ ମାୟା ଏହି ଦୁଃସାହସିକ…
Read More...

ମହାତ୍ମା ଗାନ୍ଧିଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଁ ପ୍ରସ୍ତାବ

ୱାଶିଂଟନ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘କଂଗ୍ରେସନାଲ୍‍ ଗୋଲ୍ଡ ମେଡାଲ୍‍’ ମିଳିବ। ଆମେରିକା ହାଉସ୍‍ ଅଫ୍‍ ରିପ୍ରେଜେଣ୍ଟେଟିଭସର ୬ଜଣ ସଦସ୍ୟ ଏ ସମ୍ପର୍କରେ ଏକ ପ୍ରସ୍ତାବ…
Read More...