bjd gruha runa
Browsing Tag

odisha news

ବିବାହରେ ବାଣ ଫୁଟିଲେ, ବର ହୋଇପାରେ ଗିରଫ

ନୋଏଡା: ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ସଚେତନ କରାଯିବା ସହ ବାଣ ନ ଫୁଟାଇବା ପାଇଁ ପରାମର୍ଶ…
Read More...

ପୁଣି ଭାରରେ ବୁହା ହେଲେ ଜନନୀ

କୋରାପୁଟ : କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଆମ୍ବପଦର ଗାଁରେ ପୁଣି ଜନନୀ ଯନ୍ତ୍ରଣା ଦୃଶ୍ୟ ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ ଜଣେ ପ୍ରସୂତୀଙ୍କୁ ପୁଣି ଭାରରେ ଆମ୍ବପଦର ଗାଁରୁ ମାଣ୍ଡ୍ରାଗାଁ ଯାଏ ବୁହା ହୋଇଥିବା…
Read More...

ନୌସେନା ସପ୍ତାହ , ପାରାଦୀପ ବନ୍ଦରରେ ଲାଗିଲା ନୌସେନାର ଯୁଦ୍ଧ ଜାହାଜ

ପାରାଦୀପ : ପାରାଦୀପ ବନ୍ଦରରେ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ଘରିଆଲ ଲାଗିଛି। ନୌସେନା ସପ୍ତାହ ଅବସରରେ ୨ଟି ଯୁଦ୍ଧ ଜାହାଜ ବର୍ଥରେ ରହିବ। ରବିବାର ଓ ଆସନ୍ତା କାଲି ଅର୍ଥାତ ସୋମବାର ସାଧାରଣ ଲୋକେ ବୁଲି ଉକ୍ତ ଯୁଦ୍ଧ…
Read More...

ନିଶାସକ୍ତ ଅବସ୍ଥାରେ ଠେଲାପେଲା, ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଦୁର୍ଗାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଠେଲାପେଲା ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ରବିବାର ଜଣାପଡ଼ିଛି। ଠେଲାପେଲା ହୋଇ…
Read More...

ଢାବାରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର ଠାରେ ଥିବା ଶ୍ୟାମା ଢାବା ପରିସରରୁ ରବିବାର ଜଣେ ଯୁବକଙ୍କ (୪୦) ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଢାବା ମାଲିକ…
Read More...

ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ ଠାବ

କୋରାପୁଟ : କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଡ଼ାଙ୍ଗରା ଗାଁ ନିକଟରୁ ରବିବାର ଜଣେ କାଠ ବ୍ୟବସାୟୀଙ୍କ ମୃତଦେହ ଠାବ ହୋଇଛି। କାଠ ବ୍ୟବସାୟୀଙ୍କ ଗତ କାଲି ଠାରୁ ଅର୍ଥାତ ଶନିବାର ଠାରୁ ନିଖୋଜ ଥିବା ଜଣାପଡ଼ଛି।…
Read More...

ଝୁଲନ୍ତା ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଣ୍ଡାଲପୁରୀ ଗାଁରୁ ରବିବାର ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଦେହର କେତେକ ସ୍ଥାନରେ କଟାଦାଗ ରହିଥିବା ଜଣାପଡ଼ିଛି।…
Read More...

ଇଡେନ ଟେଷ୍ଟ : ଐତିହାସିକ ବିଜୟରୁ ୪ ୱିକେଟ ଦୂରରେ ଭାରତ

କୋଲକାତା : କୋଲକାତାର ଇଡ଼େନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଗୋଲାପି ବଲ ଟେଷ୍ଟରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦଳ ୬ୱିକେଟ ହରାଇ ୧୫୨ରନ୍‍ ସଂଗ୍ରହ କରିଛି। ବର୍ତ୍ତମାନ ସୁଦ୍ଧା…
Read More...

୧୪ ମିନିଟରେ ଧ୍ୱଂସ ହୋଇଥାନ୍ତା ହଙ୍ଗକଙ୍ଗ : ଟ୍ରମ୍ପ

ନୂଆଦିଲ୍ଲୀ : ମୁଁ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ କଥା ହୋଇନଥିଲେ ଚୀନ ସେନା ହଙ୍ଗକଙ୍ଗକୁ ୧୪ ମିନିଟ ମଧ୍ୟରେର ଧ୍ୱଂସ କରିଦେଇଥାନ୍ତା ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ…
Read More...