Browsing Tag

odisha news

କାର୍ଯ୍ୟରେ ବାଧା ଉପୁଜିଥିଲେ, ଏପରି କରନ୍ତୁ ଶନିଦେବଙ୍କ ଆରାଧନା

ମାନ୍ୟତା ରହିଛି ଯେ କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେଲେ ଶନିଦେବଙ୍କ ଆରାଧନା କରିବା ଉଚିତ୍। ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ବିଗିଡି ଯାଇଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଥାଏ। ଏହା ସହ କାର୍ଯ୍ୟରେ ସଫଳତା…
Read More...

ସମସ୍ୟା ସମାଧାନର ପାଇଁ ଡ଼ାକ୍ତରଖାନାରେ ତାଲା ପକାଇଲେ ସ୍ଥାନୀୟଲୋକେ

ଧାମନଗର : ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ସରକାରୀ ଡ଼ାକ୍ତରଖାନାର ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ପରିସ୍ଥିତି ଜଟିଳ ହେବାକୁ ଲାଗିଛି। ଏହାକୁ ନେଇ ଶନିବାର ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର…
Read More...

ପୱାରଙ୍କ ପରିବାର ଓ ପାର୍ଟିରେ ଫାଟ !

ମୁମ୍ବଇ: ମହାରାଷ୍ଟ୍ର ରାଜନୀତିର ନାଟକୀୟ ମୋଡ଼ ଏନସିପି ଏବଂ ଏହାର ମୁଖ୍ୟ ଶରଦ ପୱାରଙ୍କ ପରିବାରରେ ଝଡ଼ ସୃଷ୍ଟି କରିଛି ବୋଲି ଚର୍ଚ୍ଚା, ଆଲୋଚନା ଜୋର ଧରିଛି। ଦଳର ମୁଖ୍ୟ ଶରଦ ପୱାର ହୋଇଥିବାବେଳେ ତାଙ୍କ ପୁତୁରା ଅଜିତ…
Read More...

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ବରଗଡ଼: ଗୋଡଭଗା ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ…
Read More...

ଦୁର୍ବୃତ୍ତଙ୍କ ଏଟିଏମ ଲୁଟ ଉଦ୍ୟମ

ନବରଙ୍ଗପୁର : ପାପଡ଼ାହାଣ୍ତି ଗାଁ ଦେଇ ଭବାନୀପାଟଣାକୁ ଯାଇଥିବା ରାସ୍ତା ନିକଟରେ ଥିବା ଆନ୍ଧ୍ର ବ୍ୟାଙ୍କର ଏକ ଏଟିଏମର ସଟର ଭାଙ୍ଗି ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମ ବିଫଳ ହୋଇଥିବା ଶନିବାର ଜଣାପଡ଼ିଛି। ମିଳିଥିବା ସୂଚନା…
Read More...

ଦୁର୍ଘଟଣା ପରେ କାର ସହ ଜଳିଗଲେ ପରିବାରର ୫ ସଦସ୍ୟ

ଆଗ୍ରା: ଟ୍ରକ୍‌କୁ ଧକ୍କା ଦେବା ପରେ ଏକ କାରରେ ନିଆଁ ଲାଗିଯିବା ସହିତ ସେଥିରେ ଥିବା ଗୋଟିଏ ପରିବାରର ୫ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶନିବାର ସକାଳେ ଏଭଳି ଏକ ଛାତିଥରା ଘଟଣା ଘଟିଛି ଉତ୍ତର ପ୍ରଦେଶର ବାଗୱାଲା…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ ଲୁଥୁରବନ୍ଧ ପଞ୍ଚାୟତ ଷ୍ଟଲ ଛାତ କାମ ସମୟରେ ଶନିବାର ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣଙ୍କ ଲୁଥୁରବନ୍ଧ ଅଞ୍ଚଳର…
Read More...

ଉନ୍ନାଓ ମାମଲା: ସଡ଼କ ଦୁର୍ଘଟଣାର ସାକ୍ଷୀ ଓ ପୀଡ଼ିତାଙ୍କ ଦାଦାଙ୍କୁ ଜାମିନରେ ଆଣିଥିବା ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଉନ୍ନାଓ ଗଣବଳାତ୍କାର ମାମଲାର ପୀଡ଼ିତାଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା ଉଦମ୍ୟ ଘଟଣାର ସାକ୍ଷୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ପୀଡ଼ିତାଙ୍କ ଦାଦାଙ୍କୁ ଜାମିନରେ ଆଣିଥିବା ବ୍ୟକ୍ତିଙ୍କ ଉପରେ…
Read More...

ବାରିଣିପୁଟରେ କୋଠା ଭୁଶୁଡ଼ିବା ଘଟଣା, ନାବାଳକ ମୃତ

ଜୟପୁର : ବାରିଣିପୁଟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା କୋଠା ଭୁଶୁଡ଼ିବା ଘଟଣାରେ ଉଦ୍ଧାର ହୋଇଥିବା ୫ ଜଣଙ୍କ ମଧ୍ୟରୁ ଶନିବାର ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ରାସେଲ ଖରା । ବର୍ତ୍ତମାନ ଦୁଇ ଜଣ ଜୟପୁର…
Read More...

ଆମ ସହ ଆଖି ମିଶାଇପାରୁ ନ ଥିଲେ ଅଜିତ, ଶେଷରେ ବିଶ୍ଵାସଘାତ କଲେ: ଶିବସେନା

ମୁମ୍ବଇ: ମହାରାଷ୍ଟ୍ର ରାଜନୀତିର ଚିତ୍ର ବଦଳିଯିବା ପଛରେ ଏନସିପି ନେତା ଅଜିତ ପୱାରଙ୍କ ହାତ ରହିଛି। ଅଜିତ ବିଜେପି ସହିତ ମିଶି ରାଜ୍ୟରେ ସରକାର ଗଠନରେ ବଡ଼ ଭୂମିକା ନେଇଛନ୍ତି। ଏହା ପରେ ତାଙ୍କୁ ବିଜେପି…
Read More...