କୋହଳ ହୋଇପାରେ ଶ୍ରୀଜଗନ୍ନାଥ ଦର୍ଶନ କଟକଣା samajalive Jan 9, 2021 ପୁରୀ : କୋହଳ ହୋଇପାରେ ଶ୍ରୀଜଗନ୍ନାଥ ଦର୍ଶନ କଟକଣା। ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନ ମଧ୍ୟରେ ଚାଲିଛି ବିଚାର ବିମର୍ଶ। ଶ୍ରୀଜୀଉଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯିବ… Read More...
ନନ୍ଦପଡାର ଶୀତଳ ଷଷ୍ଠୀ ଯାତ୍ରାର ବରିଷ୍ଠ ସ୍ୱେଚ୍ଛାସେବୀ ହରିହର ଗୁରୁଙ୍କ ପରଲୋକ SamajaDigital(AH) Jan 9, 2021 ସମ୍ବଲପୁର :ସମ୍ବଲପୁରର ନନ୍ଦପଡା ନିବାସୀ ତଥା ବରିଷ୍ଠ ସ୍ୱେଚ୍ଛାସେବୀ ହରିହର ଗୁରୁଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ପରଲୋକ ସମୟରେ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। କଲେକ୍ଟରେଟରୁ ଚାକିରୀରୁ ଅବସର ପରେ ଅବିବାହିତ… Read More...
ପୂର୍ବତନ କୁଳପତିଙ୍କ ଅଡୁଆ ବଢିଲା : ପାଣ୍ଠି ଅପବ୍ୟବହାରର ପୁନଃ ତଦନ୍ତ ନିର୍ଦେଶ SamajaDigital(AH) Jan 9, 2021 ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଅଡୁଆ ବଢିଛି। ତାଙ୍କ ସମୟରେ ବିଶ୍ବବିଦ୍ୟାଳୟ ପାଣ୍ଠି ଅପବ୍ୟବହାର ଓ ବ୍ୟବସ୍ଥାପନା ଅନିୟମିତତା ଅଭିଯୋଗ ଉପରେ… Read More...
“ମୋ ଗାଁରେ ତହସିଲ “କାର୍ଯ୍ୟକ୍ରମ ଅନୁଷ୍ଠିତ SamajaDigital(AH) Jan 8, 2021 ଗୋପାଳପୁର : ଲୋକଙ୍କ ଜମିଜମା ସମ୍ବନ୍ଧୀୟ କାମ ପାଇଁ ବାରମ୍ବାର ସରକାରୀ କାର୍ଯାଳୟକୁ ନ ଦୌଡିବା ଓ ଲୋକଙ୍କ ହାତପହନ୍ତାରେ କିପରି ସୁବିଧା ପାଇପାରିବେ ତାକୁ ଦୃଷ୍ଟରେ ରଖି ରାଜ୍ୟ ସରକାର "ମୋ ଗାଁରେ ତହସିଲ"… Read More...
ବ୍ରହ୍ମପୁରରେ ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନା ଠାବ SamajaDigital(AH) Jan 7, 2021 ବ୍ରହ୍ମପୁର : ନକଲି ଇଞ୍ଜିନ ଅଏଲ ପରେ ବ୍ରହ୍ମପୁରରେ ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା। ଲାଞ୍ଜିପଲ୍ଲୀ ସ୍ଥିତ ବ୍ରାହ୍ମଣ ସାହିରେ ଚାଲିଥିବା ଏହି ନକଲି କାରଖାନାରେ ଗୁରୁବାର ସନ୍ଧ୍ୟାରେ ବୈଦ୍ୟନାଥପୁର ଥାନା ପୁଲିସ… Read More...
୨୦୨୭-୨୮ ଆର୍ଥିକ ବର୍ଷ ସୁଦ୍ଧା ସମ୍ପ୍ରସାରଣ କ୍ଷେତ୍ରରେ ନାଲକୋ ୩୦ ହଜାର କୋଟି ଟଙ୍କା ନିବେଶ କରିବ : ପ୍ରହ୍ଲାଦ ଜୋଶୀ SamajaDigital(AH) Jan 7, 2021 ଭୁବନେଶ୍ୱର : କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ କହିଛନ୍ତି ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ସମ୍ପ୍ରସାରଣ ଓ ବିବିଧାୟନ ଯୋଜନାରେ ପ୍ରାୟ ୩୦ ହଜାର… Read More...
ଭିଜିଲାନ୍ସ ଜାଲରେ ମାଲକାନଗିରି ଏନଆରଏଚଏମ ଡିପିଏମ SamajaDigital(AH) Jan 6, 2021 ମାଲକାନଗିରି : ଭିଜିଲାନ୍ସ ଜାଲରେ ମାଲକାନଗିରି ଏନଆରଏଚଏମ ଡିପିଏମ ସୁଦୀପ କେଶ। ସେ ଆଜି ତାଙ୍କ ନିଜ କାର୍ଯ୍ୟଳୟରେ କାର୍ଯ୍ୟରତ ଜେଇ ନବଘନ ଖୁଲଙ୍କ ଏକ ବିଲ ପାସ କରିବା ନିମନ୍ତେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ… Read More...
ରୟାଲ ଆମେରିକାନ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇବେ ସାଧୁରାମ ଅଗ୍ରୱାଲ SamajaDigital(AH) Jan 6, 2021 ନର୍ଲା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡର ସ୍ଥାୟୀ ବାସିନ୍ଦା, ବରିଷ୍ଠ ନାଗରିକ, ବର୍ଷିଆନ ସମାଜସେବୀ ତଥା ବର୍ତ୍ତମାନ ‘ସମାଜ’ ଖବର କାଗଜ ନର୍ଲା ପାଠକ ମଞ୍ଚର ସଭାପତି ସାଧୁରାମ ଅଗ୍ରୱାଲ ସମ୍ମାନଜନକ… Read More...
ଏନଏସି ପକ୍ଷରୁ ଆବର୍ଜନା ବାହକ ବାହାନ ଅନାବରଣ SamajaDigital(AH) Jan 6, 2021 ବରପାଲି଼ : ବରପାଲି ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ଆବର୍ଜନ ବାହାକ ବାହାନର ଅନାବରଣ ହୋଇଯାଇଛି। ଏନଏସି ପରିସରରେ ମୂଖ୍ୟଅତିଥି ଭାବେ ବିଜେପୁର ବିଧାୟିକା ରିତା ସାହୁଙ୍କ ଦ୍ୱାରା କାର୍ଯ୍ୟକ୍ରମର ଉଦଘାଟନ ହୋଇଥିଲା।… Read More...
ଆରଏସପି ଗ୍ୟାସ୍ ଲିକ୍ ଯୋଗୁଁ ୪ ମୃତ ଘଟଣା : ୨ ଡିଜିଏମ୍ ନିଲମ୍ବିତ SamajaDigital(AH) Jan 6, 2021 ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍ ହୋଇ ୪ ଶ୍ରମିକ ମୃତ୍ୟୁ ଘଟଣାରେ ୨ ଜଣ ଡିଜିଏମଙ୍କୁ ନିଲମ୍ବିତ କରାଯାଇଛି। ଦୁଇ ନିଲମ୍ବିତ ମ୍ୟାନେଜର ହେଲେ ଏନର୍ଜି ମ୍ୟାନେଜମେଣ୍ଟ ବିଭାଗର ଜି. ବାରିକ ଏବଂ… Read More...