Browsing Tag

odish anews

ଗୋସେବାରେ ଏମ୍‌ଟେକ୍ ଛାତ୍ର

ମାଲକାନଗିରି : ଉଚ୍ଚଶିକ୍ଷା ଲାଭ କରି ଚାକିରି ନିଶା ଛାଡ଼ି ଗୋ ମାତାଙ୍କ ସେବାରେ ବ୍ରତୀ ଏମ୍‌ଟେକ୍‌ ଛାତ୍ର। ଡାଏରୀ ଫାର୍ମ କରି ଅନ୍ୟଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି ଦୁଇ ଉଚ୍ଚଶିକ୍ଷିତ ଭାଇ। ଚାଷ ତ ଅନେକ…
Read More...

ଓଡିଶାକୁ ଆଗକୁ ନେବାରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ :ସମୀର ମହାନ୍ତି

-ପଞ୍ଚମ ‘ଅଟଳ ସମ୍ମାନ-୨୦୨୦’ ରେ ସମ୍ମାନୀତ ହେଲେ ବରିଷ୍ଠ ସମାଜସେବୀ ଡ. ନବକିଶୋର ରାଉତ -ବିଶିଷ୍ଟ ରାଷ୍ଟ୍ରବାଦୀ କବି କ୍ଷୀରୋଦ ପତିଙ୍କୁ “ଅଟଳ କବିତା ସମ୍ମାନ-୨୦୨୦” -ସମାଜସେବୀ ସୁଶାନ୍ତ କୁମାର ସାହୁଙ୍କୁ “ଅଟଳ…
Read More...

ନୂଆ କୃଷି ଆଇନକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

 ନବରଙ୍ଗପୁର :  ନୂଆ କୃଷି ଆଇନକୁ ନେଇ ଚାଷୀଙ୍କୁ ସଚେତନତା କରିବାକୁ ବିଜେପିର ପ୍ରୟାସ ଜାରି ରହିଛି  l ଏହି ପରିପ୍ରେକ୍ଷୀରେ ଗୁରୁବାର ସ୍ଥାନୀୟ ବିଜେପି ଭବନରେ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ  ଏକ ସାମ୍ବାଦିକ…
Read More...

କାଶୀପୁରରେ ପୁଣି ଜନନୀ ଯନ୍ତ୍ରଣା : ରାସ୍ତା କଡରେ ପ୍ରସବ

କାଶୀପୁର : ସରକାରଙ୍କ ଯୋଜନା ଅପହଞ୍ଚ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ। କେଉଁଠି ରାସ୍ତା ସମସ୍ୟା ତ ଆଉ କେଉଁଠି ଇଚ୍ଛାଶକ୍ତିର ଅଭାବ। ସେ ଯାହାବି ହେଉ ସବୁ ଥାଇ ମଧ୍ୟ ଯନ୍ତ୍ରଣାରେ ଛଟପଟ ନିରିହ ଦୁର୍ଗମ ଅଞ୍ଚଳର…
Read More...

ପରୀ ହତ୍ୟା ଘଟଣାର ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ରେଙ୍ଗାଲି ବିଜେପିର ପଦଯାତ୍ରା

ରେଙ୍ଗାଲି/ସମ୍ବଲପୁର :  ରାଜ୍ୟର ବହୁ ଚର୍ଚ୍ଚତ ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ, ରାଜ୍ୟରେ ନିକଟ ଅତୀତରେ ନିଖୋଜ ୫୫୦୩ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା, ପରୀର ମାଁ ବାପାଙ୍କ ସହିତ…
Read More...

ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା : ଜଣେ ମୃତ ଛଅ ଗୁରୁତର

ବୁର୍ଲା : ସମ୍ବଲପୁର-ଝାରସୁଗୁଡା ଜାତୀୟ ରାଜପଥର ଲପଙ୍ଗାଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଲପଙ୍ଗାଛକ ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକର ପଛପଟେ ଏକ ଟାଟା…
Read More...

କଲରା ପତରିଆ କିମ୍ବା ଜଙ୍ଗଲୀ କ୍ୟାଟ୍ସ ଦୁଇ ଶାବକ ଉଦ୍ଧାର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରୁ କଲରା ପତରିଆ କିମ୍ବା ଜଙ୍ଗଲୀ କ୍ୟାଟ୍ସ ପ୍ରଜାତିର ଦୁଇ ଶାବକ ଉଦ୍ଧାର ହୋଇଛନ୍ତି । ଏହାକୁ ବାଘ ଛୁଆ ଭାବି ଗାଁ ଲୋକ ଭୟଭୀତ ହୋଇପଡିଛନ୍ତି।  ଜିଲ୍ଲାର ସୋର…
Read More...

ବନ୍ଦ ହେବ ତାଳଚେର ଥର୍ମାଲ ପ୍ଲାଣ୍ଟ !

ତାଳଚେର : ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପ୍ଲାଣ୍ଟ (ଟିଟିପିଏସ)ର ପରିବେଶ ମଞ୍ଜୁରୀ ଅବଧି ଡିସେମ୍ବର ୩୧ରୁ ଶେଷ ହେଉଥିବାରୁ ଏହି ବିଦ୍ୟୁତ ପ୍ରକଳ୍ପ ଉକ୍ତ ଦିନ ମଧ୍ୟ ରାତ୍ରୀରୁ ବନ୍ଦ ହୋଇଯିବ ବୋଲି ବିଶେଷ…
Read More...

ପଣ୍ଡିଗାଁ ଧାନ ମଣ୍ଡି ପରିଦର୍ଶନ କଲେ ସାଂସଦ ବସନ୍ତ ପଣ୍ଡା

କଲମପୁର : କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଦଳୀୟ କାର୍ଯ୍ୟକ୍ରମ ଅବସରରେ କଲମପୁର ଗସ୍ତ କରିଥିଲେ। ଏହି ଅବସରରେ ମିଲର୍ସଙ୍କ ଦ୍ୱାରା ନିୟୋଜିତ ଏଜେଣ୍ଟ କ୍ୱିଣ୍ଟାଲ ପ୍ରତି ୫ କେଜି କଟନୀ ପାଇଁ ଅଡି ବସିଥିବା କାରଣରୁ ଅଚଳ…
Read More...

ପଶୁଙ୍କୁ ବରଦାନ ବ୍ରହ୍ମପୁର​‌ ଆନ୍ଥ୍ରାକ୍ସ ଟିକା

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଥିବା ଆନ୍ଥ୍ରାକ୍ସ ଓ  ଏଣ୍ଟ୍ରୋଟକ୍ସିମିଆ ଟିକା ଉତ୍ପାଦନ କେନ୍ଦ୍ର ରାଜ୍ୟ ତଥା ବାହାର ରାଜ୍ୟର ଗୃହପାଳିତ ପଶୁ ସହ ବନ୍ୟଜନ୍ତୁଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଛି। ଏହି କେନ୍ଦ୍ରରେ…
Read More...