Browsing Tag

New Delhi

୨୦୨୧ ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ; ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ଟପ୍ପର

ନୂଆଦିଲ୍ଲୀ: ୨୦୨୧ ସିଭିଲ ସର୍ଭିସ୍ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଆଇଏଏସ ପାଇଁ ୧୮୦ ଜଣ, ଆଇପିଏସ ପାଇଁ ୨୦୦ ଜଣ ଓ ଆଇଏଫ୍ଏସ ପାଇଁ ୩୭ ଜଣ ଯୋଗ୍ୟ…
Read More...

ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କପିଲ୍‌ ସିବଲ୍‌

ନୂଆଦିଲ୍ଲୀ: କଂଗ୍ରେସର ପ୍ରଭାବଶାଳୀ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ୍‌ ସିବଲ୍‌ ଦଳ ଛାଡ଼ି ବୁଧବାର ସମାଜବାଦୀ ପାର୍ଟି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ…
Read More...

ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର A320neo ବିମାନକୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ଟାଟା ଗ୍ରୁପ୍‌ ଦ୍ବାରା ପରିଚାଳିତ ଏୟାରଲାଇନର ଏହି ବିମାନ ଉଡ଼ାଣ ଭରିବା ପରେ ମୁମ୍ବାଇ ବିମାନବନ୍ଦରକୁ ଫେରି…
Read More...

ଘୁଞ୍ଚିବନି ନିଟ୍‌ ପିଜି ପରୀକ୍ଷା; ସ୍ଥଗିତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍‌ ପିଜି ୨୦୨୨ ପରୀକ୍ଷା ସ୍ଥଗିତ କରାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଛନ୍ତି। ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ରାୟ ଶୁଣାଇ…
Read More...

ରାଜୀବ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ରାଜୀବ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର। ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ସୁଶୀଲ ଚନ୍ଦ୍ରା ମେ’…
Read More...

ଭୁଶୁଡ଼ିଲା କୋଠା: ମୃତ୍ୟୁ ମୁଖରୁ ଫେରିଲେ ୬ ଶ୍ରମିକ, ଜଣେ ଏବେ ବି ଫଶି ରହିଛନ୍ତି

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ସୋମବାର ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ୭ ଜଣ ଶ୍ରମିକ କୋଠାର ଭଗ୍ନାବଶେଷ ତଳେ ଦବି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଣଙ୍କୁ ଉଦ୍ଧାର କରାଯାଇଛି ଏବଂ…
Read More...

୨୨ ୟୁଟ୍ୟୁବ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ; ୪ ପାକିସ୍ତାନୀ ଚ୍ୟାନେଲ ସାମିଲ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଉପରେ ଏକ ବଡ଼ ପଦକ୍ଷେପ ନେଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ୨୨ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ…
Read More...

ଭାରତୀୟ ଆକାଶରେ ରହସ୍ୟମୟ ଆଲୋକ: ବୈଜ୍ଞାନିକ କହିଲେ, ଚୀନ ରକେଟ୍‌ର ଅଂଶ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ଅନେକ ସ୍ଥାନରେ ରାତିର ଅନ୍ଧକାରରେ ଦେଖାଦେଇଛି ଏକ ରହସ୍ୟମୟ ଆଲୋକ। ଏହି ଦୃଶ୍ୟ ଆକାଶରେ ଦେଖିବାକୁ ମିଳିଥିଲା। ଲୋକଙ୍କ କହିବାନୁଯାୟୀ, ସେମାନେ ଅନେକ ଉଜ୍ଜ୍ଵଳ ରେଖା…
Read More...

କାମ ସମୟରେ ଫୋନରେ କଥା ହୋଇପାରିବେନି ସରକାରୀ କର୍ମଚାରୀ !

ନୂଆଦିଲ୍ଲୀ: କାମ ସମୟରେ ସରକାରୀ କର୍ମଚାରୀ ଫୋନରେ ବ୍ୟକ୍ତିଗତ କଥା ହେବା ଅନୁଚିତ। ଏହା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ। ମଙ୍ଗଳବାର କିଛି ଏମିତି ରାୟ ରଖିଛନ୍ତି ମାଦ୍ରାସ ହାଇକୋର୍ଟ। ମାଦ୍ରାସ ହାଇକୋର୍ଟଙ୍କ…
Read More...

ଦିନେ ଥିଲେ ଜେଏନୟୁ ଟପ୍ପର; ଆଜି ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା କୁଳପତି

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରତିଷ୍ଠିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ନୂତନ କୁଳପତି ଭାବେ ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡ଼ି ପଣ୍ଡିତଙ୍କୁ ନିଯୁକ୍ତି ମିଳିଛି। ପ୍ରଫେସର ପଣ୍ଡିତ ସାବିତ୍ରୀବାଈ ଫୁଲେ ପୁଣେ…
Read More...