Browsing Tag

New Delhi

ଦିଲ୍ଲୀରେ କଟକଣା ସହ ଖୋଲିବ ସ୍କୁଲ: ମାସ୍କକୁ ନେଇ ବଦଳିଲା ନିୟମ, ଜାଣନ୍ତୁ ଆଉ କ’ଣ ହେଲା କୋହଳ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହାର କମିବା ପରେ କଟକଣା ଧିରେ ଧିରେ କୋହଳ ହେବା ଆରମ୍ଭ କରିଛି। ଶୁକ୍ରବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ବୈଠକରେ ଅନେକ କଟକଣା କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି।…
Read More...

ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି: ଲିଟର ପିଛା ୮ଟଙ୍କା କମିଲା ପେଟ୍ରୋଲ୍‌ ଦର

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। ଲିଟର ପିଛା ୮ଟଙ୍କା ହ୍ରାସ ପାଇଲା ପେଟ୍ରୋଲ ଦର। ବୁଧବାର କ୍ୟାବିନେଟ୍‌ ବୈଠକରେ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ୍‌ ଉପରେ ଲାଗୁ…
Read More...

୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ସଂସଦରେ ଗୃହୀତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷାଣା ପରେ ୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ସୋମବାର ସଂସଦରେ ଗୃହୀତ ହୋଇଛି। କୃଷି ଆଇନ ପ୍ରତ୍ୟାହାର ବିଲ୍ ଉପରେ ଆଲୋଚନା ପାଇଁ ବିରୋଧୀ ଜିଦ୍ ଧରିଥିଲେ ମଧ୍ୟ…
Read More...

ଦିଲ୍ଲୀ: ତିସ୍‌ ହଜାରୀ କୋର୍ଟ ଚ୍ୟାମ୍ବରରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନୂଆଦିଲ୍ଲୀ: ଦିଲ୍ଲୀର ତିସ୍‌ ହଜାରୀ କୋର୍ଟର ଚ୍ୟାମ୍ବରରୁ ଜଣେ କର୍ମଚାରୀଙ୍କ ମୃତଦେହ ଜବତ ହୋଇଛି। ତିସ୍‌ ହଜାରୀ କୋର୍ଟ ପଶ୍ଚିମ ପାର୍ଶ୍ବ  ଚ୍ୟାମ୍ବରରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ମୃତକଜଣକ ବାର୍‌ର ଜଣେ…
Read More...

ପଦ୍ମ ପୁରସ୍କାର: ଦିବଙ୍ଗତ ସୁଷମା ସ୍ବରାଜଙ୍କୁ ପଦ୍ମ ବିଭୂଷଣ, ପିଭି ସିନ୍ଧୁ ପଦ୍ମ ଭୂଷଣରେ ସମ୍ମାନିତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଆୟୋଜିତ ଏକ ଉତ୍ସବରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ବର୍ଷ ୨୦୨୦ରେ ପଦ୍ମ ପୁରସ୍କାର ପାଇଁ…
Read More...

ସର୍ଦ୍ଦାର ପଟେଲଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦେଶ ଆଭ୍ୟନ୍ତର ଓ ବାହ୍ୟ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବା ପାଇଁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଉପଲକ୍ଷେ ଭିଡ଼ିଓ ବାର୍ତ୍ତାରେ ମୋଦୀ କହିଛନ୍ତି,…
Read More...

କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲା: ଆର୍ଯ୍ୟନ୍‌ଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ: ମୁମ୍ବଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। ଜାମିନ ଆବେଦନ ଉପରେ ଲଗାତାର ୩ ଦିନର ଶୁଣାଣି ପରେ…
Read More...

ଆଶ୍ବସ୍ତି: ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭାକ୍ସିନକୁ ଅନୁମତି

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ନିଜ ପିଲାମାନଙ୍କ ପାଇଁ କରୋନା ଟିକାକୁ ଅପେକ୍ଷା କରିଥିବା ଅଭିଭାବକଙ୍କ ପାଇଁ ଆଶ୍ବସ୍ତିକର ଖବର। ଡ୍ରଗ୍ସ କ​ଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ପିଲାଙ୍କ ପାଇଁ ଟିକାକରଣକୁ ମଞ୍ଜୁରୀ…
Read More...

ୟୁପି ସରକାରଙ୍କ ଉପରେ ଖପ୍ପା ସୁପ୍ରିମକୋର୍ଟ: ହତ୍ୟାକାରୀକୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଆଜି ଶୁଣାଣି ଚାଲିଥିବା ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ତଥା ଅସହଯୋଗକୁ…
Read More...

ଫୋର୍ବ୍ସ ଧନୀ ତାଲିକା: ପୁଣି ଶୀର୍ଷରେ ଅମ୍ବାନୀ

ନୂଆଦିଲ୍ଲୀ: ଫୋର୍ବ୍ସ ପକ୍ଷରୁ ଚଳିତ ବର୍ଷ ଭାରତର ୧୦୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ଗୁରୁବାର ପ୍ରକାଶ ପାଇଛି। ୨୦୨୧ରେ ମଧ୍ୟ ରିଲାଏନ୍ସ ଏଣ୍ଟରପ୍ରାଇଜେସ୍‌ ମାଲିକ ମୁକେଶ ଅମ୍ବାନୀ ଦେଶର ଧନୀ ତାଲିକାର ଶୀର୍ଷରେ…
Read More...