Browsing Tag

naveen pattanaik

‘ଓଡ଼ିଶାରେ ବିଜେଡିକୁ ଭାଙ୍ଗିବାକୁ ଦିଲ୍ଲୀରେ ଡେରା ପକାଇଥିଲେ ପାଣ୍ଡିଆନ’: ଜାତୀୟ ଗଣମାଧ୍ୟମର ଏଭଳି ରିପୋର୍ଟକୁ ଖଣ୍ଡନ…

ସମାଜ ଡିଜିଟାଲ ଡେସ୍କ: ‘‘ଓଡ଼ିଶାରେ ବିଜେଡିକୁ ଭାଙ୍ଗିବା ପାଇଁ ଦିଲ୍ଲୀରେ ଡେରା ପକାଇଥିଲେ ଭି.କେ. ପାଣ୍ଡିଆନ।’’ ଏଭଳି କିଛି ଖବର ପ୍ରକାଶ ପାଇଛି ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ। ଯାହାକୁ ନେଇ ଓଡ଼ିଶା ରାଜନୀତି…
Read More...

୨୦ରେ ବିଜେଡି ବିଧାୟକ ଦଳ ବୈଠକ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୨୦ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ଶଙ୍ଖ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଗକୁ ବିଧାନସଭା ଅଧିବେଶନ…
Read More...

ଜୁଲାଇରୁ ବିଜୁଳି ବିଲ୍‌ ଆସିବନି: ରାଉରକେଲାରେ ପ୍ରଚାର ବେଳେ ପୁଣି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆସନ୍ତା ଜୁଲାଇରୁ ବିଜୁଳି ବିଲ୍‌ ଆସିବନି। ବିଜେଡି ସରକାର ବିଜୁଳ ମାଗଣା ଦେବ ବୋଲି ବୋଲି ରାଉରକେଲାରେ ବୁଧବାର ହାଇଭୋଲଟେଜ୍‌ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।…
Read More...

ପ୍ରଧାନମନ୍ତ୍ରୀଙ୍କ ଚାଲେଞ୍ଜର ଜବାବ ଦେଲେ ପାଣ୍ଡିଆନ

ସମାଜଲାଇଭ୍‌ ଡେସ୍କ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି, ତାହାକୁ ପାଳନ କରନ୍ତି ନାହିଁ। ଓଡ଼ିଶାରେ ନବୀନ ସରକାର ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି। ବିଜେପିର ଡବଲ ଇଞ୍ଜିନ…
Read More...

ଦେଶରେ ଶ୍ରେଷ୍ଠ ଯୋଗୀ, ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ : ସର୍ଭେ

ନୂଆଦିଲ୍ଲୀ : ପୁଣି ଥରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ। ଲଗାତାର ୪ର୍ଥ ଥର ପାଇଁ ସେ ଏହି ସଫଳତା ହାସଲ କରିଛନ୍ତି। ସେହିପରି ରାଜ୍ୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଅଦର ପୁନାୱାଲ୍ଲାଙ୍କ ସହ କଥା ହେଲେ ନବୀନ, ଓଡ଼ିଶାକୁ ପ୍ରାଥମିକତା ଭିତ୍ତିରେ ମିଳିପାରେ ଟିକା

ଭୁବନେଶ୍ଵର: କରୋନା ଟିକା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ଇନ୍‌ଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଅଦର ପୁନାୱାଲ୍ଲାଙ୍କ ସହିତ ବୁଧବାର କଥା ହୋଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ…
Read More...

ସରକାରଙ୍କ ବଡ଼ ଘୋଷଣା; କର୍ମକ୍ଷେତ୍ରରେ ମୃତ୍ୟୁ ଘଟିଲେ ଅଙ୍ଗନୱାଡ଼ି, ଆଶା କର୍ମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ଵର: କୋଭିଡ ଯୋଦ୍ଧା ଭାବେ ପରିଚିତ ଅଙ୍ଗନୱାଡ଼ି ଏବଂ ଆଶା କର୍ମୀମାନଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। କାର୍ଯ୍ୟରତ ସମୟରେ କୌଣସି ଅଙ୍ଗନୱାଡ଼ି କିମ୍ବା ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ…
Read More...

ଆମ୍ଫନ ମୁକାବିଲା: ନବୀନ, ମମତାଙ୍କ ସହ କଥା ହେଲେ ଶାହ

ନୂଆଦିଲ୍ଲୀ: ବାତ୍ୟା ଆମ୍ଫନ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁଇବ। ପଶ୍ଚିମବଙ୍ଗର ସୁନ୍ଦରବନରେ ଏହା ସ୍ଥଳଭାଗ ଛୁଇଁବା ଆଶଙ୍କା କରଯାଉଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଭାରତୀୟ…
Read More...

ଗୁଜୁରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ ପଟ୍ଟନାୟକଙ୍କ ଆଲୋଚନା

ଭୁବନେଶ୍ବର: ରବିବାର ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟରେ କାମ କରୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ସମ୍ମାନ ଏବଂ ସୁରକ୍ଷା ସହିତ ପଞ୍ଜୀକରଣ ପରେ ଓଡ଼ିଶା ଫେରାଇ ଦେବା ପାଇଁ…
Read More...

କରୋନା ମୁକାବିଲା: କେନ୍ଦ୍ରର ପଦକ୍ଷେପକୁ ନବୀନଙ୍କ ପ୍ରଶଂସା, ଅଗ୍ରୀମ ଆର୍ଥିକ ସହାୟତା ଲୋଡ଼ିଲେ

ଭୁବନେଶ୍ଵର: କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି।…
Read More...