Browsing Tag

national

୧୧ ହଜାର ହୀରାରେ ରତନ ଟାଟାଙ୍କ ପ୍ରତିକୃତି

ନୂଆଦିଲ୍ଲୀ: ପ୍ରଖ୍ୟାତ ଉଦ୍ୟୋଗପତି ରତନ ଟାଟାଙ୍କ ପରଲୋକ ହୋଇଯାଇଛି। ଉଦ୍ୟୋଗପତି ସହ ରତନ ଟାଟା ସମାଜସେବାରେ ବେଶ୍‌ ପ୍ରତିଷ୍ଠିତ ଥିଲେ। ତାଙ୍କ ପରଲୋକରେ ଦେଶବ୍ୟାପୀ ଶୋକ ଖେଳି ଯାଇଥିବା ବେଳେ ବିଭିନ୍ନ ମହଲରୁ…
Read More...

ବିହାରରେ ବିଷାକ୍ତ ମଦ ପିଇ ୧୨ ମୃତ

ପାଟନା : ବିହାରର ସିୱନ ଓ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ୧୨ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଗୁରୁତର ଅସୁସ୍ଥ ଅନ୍ୟ ୧୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଆଉ କେତେକ…
Read More...

ନ୍ୟାୟ ପ୍ରତିମୂର୍ତ୍ତି ଆଖିରୁ ହଟିଲା କଳା ପଟି

ନୂଆଦିଲ୍ଲୀ : ଦୀର୍ଘ ବର୍ଷର ବ୍ୟବଧାନ ପରେ ଭାରତରେ ନ୍ୟାୟର ଦେବୀ ଭାବେ ବିବେଚିତ ପ୍ରତିମୂର୍ତ୍ତିକୁ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ରଚଳିତ ପ୍ରତିମୂର୍ତ୍ତିର ଆଖିରେ କଳା ରଙ୍ଗର ପଟି ବନ୍ଧା ଯାଇଥିବାବେଳେ ନୂଆରେ…
Read More...

ଆଜି ଶପଥ ନେବେ ନାଏବ ସିଂହ ସୈନି

ଚଣ୍ଡିଗଡ଼ : ବିଜେପି ନେତା ନାଏବ ସିଂହ ସୈନି ଆଜି (ଗୁରୁବାର) ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ବୁଧବାର ଅନୁଷ୍ଠିତ ବୈଠକରେ ନାଏବ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି।…
Read More...

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍‌

ବେଙ୍ଗାଲୁରୁ : ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ପୂର୍ବରୁ ଘରୋଇ ମାଟିରେ ଭାରତ ଅନ୍ତିମ ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ଆଜିଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ। ବିଶ୍ବ…
Read More...

ବୋମା ବିସ୍ଫୋରଣ ଧମକ: କାନାଡ଼ାରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ : ଭାରତର ବିଭିନ୍ନ ସ୍ଥାନରୁ ଉଡାଣ କରିଥିବା କିମ୍ବା ଉଡାଣ କରିବାକୁ ଥିବା ୭ଟି ବିମାନକୁ ବୋମା ବିସ୍ଫୋରଣ ଧମକ ମିଳିଛି। ବୋମା ବିସ୍ଫୋରଣ ଧମକ ମିଳିଥିବା ବିମାନଗୁଡିକ ହେଲା ଏୟାର ଇଣ୍ଡିଆର…
Read More...

କାନାଡାରେ ଅନେକ ଅପରାଧିକ କାର୍ଯ୍ୟକଳାପରେ ଭାରତର ସମ୍ପୃକ୍ତି: ଟ୍ରୁଡୋ

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ତୀବ୍ର ରୂପ ଧାରଣ କରିଛି । ତେବେ ଏହା ପରେ ଜଷ୍ଟିନ୍ ଟ୍ରୁଡୋ ପ୍ରତିକ୍ରିୟା ରଖିଛନ୍ତି। ସେ ଭାରତ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି …
Read More...

ଦୁର୍ଗାପୂଜା ଭସାଣ ବେଳେ ୟୁପିରେ ହିଂସା: ଜଣେ ମୃତ, ଇଣ୍ଟରନେଟ୍ ବନ୍ଦ

ଲକ୍ଷ୍ନୌ : ଦୁର୍ଗାପୂଜା ଭସାଣ ବେଳେ ଉତ୍ତରପ୍ରଦେଶ ବହରାଇଚ ସହରରେ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ସହରର କେତେକ ସ୍ଥାନରେ ଦୋକାନ ବଜାର, ଘର ଓ ଗାଡି ମୋଟର…
Read More...

ଜାମ୍ମୁ-କାଶ୍ମୀରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ: ବୁଧବାର ଓମାରଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ପରେ ଏଠାରେ ନୂଆ ସରକାର ଗଠନ ହେବାକୁ ଯାଉଛି। ନୂଆ ସରକାର ଗଠନ ପ୍ରକ୍ରିୟାକୁ ସୁଯୋଗ ଦେବା କ୍ରମରେ ରବିବାର ଏଠାରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର…
Read More...

ତିକ୍ତ ହେଲା ଭାରତ-କାନାଡା ସମ୍ପର୍କ: ଉଚ୍ଚାୟୁକ୍ତଙ୍କୁ ଫେରାଇ ଆଣିଲା ଭାରତ

ନୂଆଦିଲ୍ଲୀ : ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ଜଟିଳ ରୂପ ଧାରଣ କରିଛି। ବିବାଦକୁ ନେଇ କାନାଡାରେ ଅବସ୍ଥାପିତ ନିଜର ଉଚ୍ଚାୟୁକ୍ତ (ହାଇ କମିସନର) ଓ ଅନ୍ୟାନ୍ୟ କୂଟନୈତିକ ଅଧିକାରୀଙ୍କୁ ଫେରାଇ ଆଣିବାକୁ…
Read More...