Browsing Tag

national

ଯୋଗୀଙ୍କୁ ହତ୍ୟା ଧମକ: ମହିଳା ଗିରଫ, ୧୦ ଦିନରେ ଇସ୍ତଫା ଦେବାକୁ କରିଥିଲେ ଦାବି

ମୁମ୍ବଇ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସ ରବିବାର ଥାଣେ ସହରରୁ ଫତିମା ଖାନ ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରିଛି। ଯୋଗୀ ଆଦିତ୍ୟନାଥ ଯଦି ୧୦…
Read More...

ବଢୁଛି ବିଷ ବଳୟର ମାତ୍ରା: ଏକ୍ୟୁଆଇ ୪୦୦ରୁ ଅଧିକ

ନୂଆଦିଲ୍ଲୀ : ଦୀପାବଳି ପରେ ଦିଲ୍ଲୀର ସହରର ବାୟୁ ପ୍ରଦୂଷଣ ମାନ ପୁଣି ଥରେ ଅତି ନିମ୍ନସ୍ତରକୁ ଖସିଆସିଛି। ରବିବାର ସହରର ବାୟୁମାନକ ସୂଚକାଙ୍କ ୩୮୨ ରହିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟରୁ ପ୍ରକାଶ।…
Read More...

ଦୀପାବଳି ପରେ ଦିଲ୍ଲୀରେ ଅବସ୍ଥା ସଙ୍ଗୀନ୍

ନୂଆଦିଲ୍ଲୀ : ବିଭିନ୍ନ କାରଣରୁ ନୂଆଦିଲ୍ଲୀର ବାୟୁମଣ୍ଡଳ ପ୍ରାୟତଃ ପ୍ରଦୂଷିତ ହେବାରେ ଲାଗିଛି। ତେବେ ଦୀପାବଳି ପରେ ଦିଲ୍ଲୀ ଆକାଶ ଅଧିକ ପ୍ରଦୂଷିତ ହୋଇଥିବା ଜଣାପଡିଛି। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଦୀପାବଳିରେ…
Read More...

୩୦ ବିମାନକୁ ବୋମା ଧମକ ଦେଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ : ବିଗତ ଦୁଇ ସପ୍ତାହ ଧରି ଭାରତର ବିଭିନ୍ନ ଏୟାରଲାଇନ୍ସ ବିମାନକୁ ବୋମା ଧମକ ମିଳିବାରେ ଲାଗିଛି। ଏହାକୁ ନେଇ ସଂପୃକ୍ତ ଏୟାରଲାଇନ୍ସ, ଯାତ୍ରୀ ଓ ସରକାର ବିବ୍ରତ ହୋଇପଡୁଥିବାବେଳେ ଅଭିଯୁକ୍ତକୁ ଧରିବା…
Read More...

ଡେମଚୋକ୍‌ରେ ମିଳିତ ପାଟ୍ରୋଲିଂ ଆରମ୍ଭ

ନୂଆଦିଲ୍ଲୀ : ଦୀପାବଳି ଅବସରରେ ଗୁରୁବାର ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ଅନ୍ତର୍ଗତ କେକେ ପାସ୍‌ ନିକଟରେ ଭାରତ ଓ ଚୀନ ସେନା ମଧ୍ୟରେ ମିଠା ଆଦାନ ପ୍ରଦାନ ହୋଇଛି। ଲଦାଖ୍‌ର ଦେପ୍‌ସାଙ୍ଗ ଓ ଡେମ୍‌ଚୋକ…
Read More...

ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା : ୯୫ ଜଣଙ୍କ ମୃତ୍ୟୁ , ଅନେକ ନିଖୋଜ

ମାଦ୍ରିଦ : ସ୍ପେନର ମାଲାଗା ସହ ନିକଟବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ପ୍ରବଳ ବର୍ଷା ହେବାରୁ ହଠାତ୍‌ ବନ୍ୟା ଆସି ଯାଇଥିଲା। ଏହି ବନ୍ୟାରେ ୯୫ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ହଠାତ୍‌ ବନ୍ୟା ମାଡ଼ି ଆସିବାରୁ…
Read More...

ଯିଏ ବି ଭାରତ ସହ ଲାଗିବ ତାକୁ ଛଡାଯିବନି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଗୁଜୁରାଟ କେଓ୍ବାଡିଆରୁ ଆତଙ୍କବାଦୀ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯିଏ ଭାରତ ସହ ଲାଗିବ ତାକୁ ଛଡାଯିବନି । ଆତଙ୍କୀ ମାନଙ୍କୁ ଏଭଳି ନାଲିଆଖି ଦେଖାଇଛନ୍ତି…
Read More...

ଦେପ୍‌ସାଙ୍ଗ, ଡେମଚୋକ୍‌ରୁ ସୈନ୍ୟ ପ୍ରତ୍ୟାହୃତ : ଆଜି ପରସ୍ପରକୁ ମିଠା ଖୁଆଇବେ ଉଭୟ ଦେଶର ସେନା

ନୂଆଦିଲ୍ଲୀ : ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ଭାରତ ଓ ଚୀନ ନିଜର ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି। ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ସମ୍ପର୍କରେ ବୁଧବାର ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ…
Read More...

ଅଯୋଧ୍ୟା ଦୀପୋତ୍ସବରେ ଦୁଇ ଗିନିଜ୍ ରେକର୍ଡ

ଅଯୋଧ୍ୟା : ଦୀପାବଳି ଅବସରରେ ଉତ୍ତରପ୍ରଦେଶ ଅଯୋଧ୍ୟାରେ ଗୁରୁବାର ଦୀପୋତ୍ସବ ପାଳିତ ହୋଇଛି। ଏହି ଦୀପୋତ୍ସବରେ ଦୁଇଟି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପିତ ହୋଇଛି। ପ୍ରଥମ ରେକର୍ଡ ହେଉଛି ଏହି ଉତ୍ସବରେ ସର୍ବାଧିକ…
Read More...

ଆଲୋକର ପର୍ବ ଦୀପାବଳୀ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:  ଆଲୋକର ପର୍ବ ଦୀପାବଳୀ। ଏହି ଅବସରରେ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଟ୍ବିଟ୍ କରି କହିଛନ୍ତି ଦେଶବାସୀ ଦୀପାବଳୀର ଅନେକ ଅନେକ ଶୁଭେଚ୍ଛା। ଆଲୋକର ଏହି…
Read More...