Browsing Tag

national

ତାମିଲ ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲୋକ

ନୂଆଦିଲ୍ଲୀ : ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲୋକ। ଦିଲ୍ଲୀ ଗଣେଶ ଥିଲେ ତାମିଲ ଚଳଚିତ୍ର ଜଗତର ଏକ ଜଣାଶୁଣା ଚେହେରା। ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ପୁଅ ମହାଦେବନ ମୃତ୍ୟୁ ହେବା ନେଇ ସୂଚନା…
Read More...

ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ : ୧୫ ଆହତ, ମୃତାହତ ନେଇ ମିଳିନି ସୂଚନା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣା। ସାଲିମାର୍ ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।  ହାଓ୍ବଡା ନାଲପୁର ଷ୍ଟେସନ ନିକଟରେ ଆଜି ସକାଳୁ ଏଭଳି ଅଘଟଣ…
Read More...

ପୁରୁଷ ଦର୍ଜି ନେଇପାରିବେନି ମହିଳାଙ୍କ ମାପ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ରୋକିବାକୁୁ ରାଜ୍ୟ ମହିଳା କମିସନ ଏକାଧିକ ସୁପାରିସ କରିଛନ୍ତି। ପୁରୁଷ ଦରଜିମାନେ ଏଣିକି ମହିଳାଙ୍କ ପୋଷାକ ମାପ ନେଇପାରିବେନି କିମ୍ବା ପୁରୁଷ…
Read More...

ଯବାନଙ୍କ ଗୁଳିରେ ଟଳିପଡିଲେ ଦୁଇ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଗୁଳି ବିନିମୟରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ତଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ…
Read More...

ରାଷ୍ଟ୍ରପତି ନିର୍ବାଚନ ରେସ୍ : ଆଗରେ ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରାରମ୍ଭିକ ଫଳାଫଳ ଅନୁସାରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆଗରେ ରହିଛନ୍ତି।…
Read More...

୨୫ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ : ଚଳିତମାସ ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ଏହି ଅଧିବେଶନ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ଦ୍ବିତୀୟ ଦିନ…
Read More...

ପରଲୋକରେ ଗାୟିକା ଶାରଦା ସିହ୍ନା: ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିହାର କୋକିଳା ଭାବେ ପରିଚିତ ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନରୁ ସେ କ୍ୟାନ୍ସରରେ ପୀଡିତ ଥିବାବେଳେ ତାଙ୍କୁ…
Read More...

କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରିବେ ନାହିଁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସାଧାରଣ ହିତ ପାଇଁ ସରକାର ଘରୋଇ ମାଲିକାନାଧୀନ ସମସ୍ତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବ…
Read More...

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ: ହାରିସ-ଟ୍ରମ୍ପ କଡ଼ା ମୁକାବିଲା

ୱାଶିଂଟନ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆମେରିକାରେ ଏକାଧିକ ଟାଇମ ଜୋନ୍‌ ଥିବାରୁ ପ୍ରଥମେ ପୂର୍ବାଞ୍ଚଳରେ ଥିବା ରାଜ୍ୟରୁ ଭୋଟିଂ ପ୍ରକ୍ରିୟା…
Read More...

ଶ୍ରୀନଗରରେ ବିସ୍ଫୋରଣ, ୧୨ ଆହତ

ଶ୍ରୀନଗର :  ଜାମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗରସ୍ଥିତ ପର୍ଯ୍ୟଟକ ସୂଚନା କେନ୍ଦ୍ର ନିକଟରେ ଥିବା ମାର୍କେଟରେ ଗ୍ରେନେଡ ବିସ୍ଫୋରଣ ଘଟିଛି। ଏଥିରେ ୧୨ ଜଣ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ସ୍ଥାନୀୟ ମହାରାଜା ହରି…
Read More...