Browsing Tag

national

ପୂର୍ବତନ ଡିଜିପିଙ୍କୁ ହତ୍ୟା ଘଟଣା: ପତ୍ନୀ ଓ ଝିଅ ଗିରଫ

ବେଙ୍ଗାଲୁରୁ : ​‌କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦେଶକ (ଡିଜିପି) ଓମ୍ ପ୍ରକାଶଙ୍କୁ ହତ୍ୟା ଘଟଣାରେ ତାଙ୍କ ପତ୍ନୀ ଓ ଝିଅଙ୍କୁ ଗିରଫ କରାଯାଇଛି। ଓମ୍ ପ୍ରକାଶଙ୍କ ହତ୍ୟାକୁ ନେଇ ତାଙ୍କ ପୁଅ କାର୍ତ୍ତିକେଶ…
Read More...

ଦିଲ୍ଲୀଠାରୁ ପ୍ରତିଶୋଧ ଲକ୍ଷ୍ୟରେ ଆଜି ଖେଳିବ ଲକ୍ଷ୍ନୌ

ଲକ୍ଷ୍ନୌ : ଆଇପିଏଲ୍‌ରେ ଏବେ ପ୍ରତିଶୋଧ ସପ୍ତାହ ଚାଲିଛି। ପ୍ରଥମ ରାଉଣ୍ଡରେ ଖେଳିଥିବା ଦୁଇ ଦଳଙ୍କ ମଧ୍ୟରେ ୨ୟ ରାଉଣ୍ଡ ମୁକାବିଲା ଚାଲିଛି। ମଙ୍ଗଳବାର ଏଠା​‌ରେ ଘରୋଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଓ ଦିଲ୍ଲୀ…
Read More...

ଆଜି ଗୁଜରାଟ ଟାଇଟାନ୍ସ ଓ କଲକାତା ନାଇଟ୍‌ ରାଇଡର୍ସ ଟକ୍କର

କଲକାତା : ଆଇପିଏଲରେ ଆଜି ଗୁଜରାଟ ଟାଇଟାନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ଅଷ୍ଟମ ମ୍ୟାଚ ଖେଳିବେ। ଗୁଜରାଟ ଅପେକ୍ଷା କଲକାତା ପାଇଁ ଉକ୍ତ ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ। ଗୁଜରାଟ ୭ଟି…
Read More...

ବୋତ୍‌ସ୍ବାନାରୁ ୮ ଚିତା ଆଣିବ ଭାରତ

ଭୋପାଳ : ଆଗାମୀ ଦିନରେ ଭାରତ ଆଫ୍ରିକୀୟ ରାଷ୍ଟ୍ର ବୋତ୍‌ସ୍ବାନାରୁ ଆଉ ୮ଟି ଚିତା ଆଣିବ ବୋଲି ଜଣାପଡିଛି। ଏଥିମଧ୍ୟରେ ଆସନ୍ତା ମେ’ରେ ପ୍ରଥମ ପର୍ଯ୍ୟାୟରେ ୪ଟି ଚିତା ଭାରତରେ ପହଞ୍ଚିବେ ବୋଲି ଜାତୀୟ ବ୍ୟାଘ୍ର ସଂରକ୍ଷଣ…
Read More...

୨୨ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଉଦି ଆରବ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ରେ ସାଉଦି ଆରବ ଗସ୍ତରେ ଯିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ସାଉଦି ଯୁବରାଜ ମହମ୍ମଦ ବିନ୍‌ ସଲମାନଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ସେଠାକୁ…
Read More...

ଧନକଡ଼ କ୍ଷେପଣାସ୍ତ୍ର

ରାଜ୍ୟପାଳଙ୍କ କ୍ଷମତା ଓ ଦାୟିତ୍ବ ଉପରେ ସୁପ୍ରିମକୋର୍ଟ ନିକଟରେ ଦେଇଥିବା ରାୟରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତିଙ୍କ ସମ୍ପର୍କରେ ମଧ୍ୟ କିଛି ମନ୍ତବ୍ୟ ରହିଛି। ବିଧାନସଭା ଦ୍ବାରା ଦ୍ବିତୀୟବାର…
Read More...

ବିଶ୍ଵର ଶ୍ରେଷ୍ଠ ଡାକ୍ତରଖାନା ତାଲିକା: ୯୭ତମ ସ୍ଥାନରେ ଦିଲ୍ଲୀ ଏମ୍‌ସ

ନ୍ୟୁୟର୍କ : ଆମେରିକାର ସାପ୍ତାହିକ ପତ୍ରିକା ନ୍ୟୁଜ୍‌ୱିକ୍‌ ଏବଂ ଷ୍ଟାଟିଷ୍ଟା ପକ୍ଷରୁ ବିଶ୍ବର ୧୦୦ ଶ୍ରେଷ୍ଠ ଡାକ୍ତରଖାନାର ତାଲିକା ଜାରି କରାଯାଇଛି। ଏଥିରେ ଦିଲ୍ଲୀସ୍ଥିତ ଏମ୍‌ସ ୯୭ତମ ସ୍ଥାନରେ ଥିବାବେଳେ ଭାରତର…
Read More...

୬୦ବର୍ଷରେ ବିବାହ କଲେ ଦିଲୀପ ଘୋଷ

କଲକାତା : ପୂର୍ବତନ ସାଂସଦ ତଥା ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷ ୬୦ବର୍ଷ ବୟସରେ ବିବାହ କରିଛନ୍ତି। ସେ ତାଙ୍କର ଦଳୀୟ ସହଯୋଗୀ ରିଙ୍କୁ ମଜମ୍‌ଦାର ଙ୍କୁ ଶୁକ୍ରବାର କଲକାତାସ୍ଥିତ ନିଜ…
Read More...

ୟେମେନ ଉପରେ ଆମେରିକାର ଆକ୍ରମଣ, ୨୦ ମୃତ

ସାନା : ଆମେରିକାର ଲଢୁଅ ବିମାନଗୁଡିକ ଗୁରୁବାର ୟେମେନର ରାସ୍‌ ଇସା ବନ୍ଦର ଉପରେ ପ୍ରଚଣ୍ଡ ବୋମାମାଡ କରିଥିବାବେଳେ ୨୦ ଜଣ ପ୍ରାଣ ହରାଇଛନ୍ତି। ୫୦ରୁ ଅଧିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
Read More...

୫ ବର୍ଷ ପରେ ପୁଣି ମାନସରୋବର ଯାତ୍ରା

ନୂଆଦିଲ୍ଲୀ : ଦୀର୍ଘ ପାଞ୍ଚବର୍ଷର ବ୍ୟବଧାନ ପରେ ଚଳିତବର୍ଷ ପୁଣି କୈଳାସ ମାନସରୋବର ଯାତ୍ରା ଆରମ୍ଭ ହେବ ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜଏସୱାଲ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ…
Read More...