Browsing Tag

loot

କାର କାଚ ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ୍‌

ଝାରସୁଗୁଡ଼ା : ଝାରସୁଗୁଡ଼ା ତହସିଲଦାର ଅଫିସ ସମ୍ମୁଖରେ ଏକ କାରର କାଚ ଭାଙ୍ଗି ଦୁର୍ବୃତ୍ତମାନେ ୩ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି। ସୂଚନା ଅନୁଯାୟୀ, ଶିକ୍ଷକ ସୁରେଶ ଚନ୍ଦ୍ର ସାଗର ସୋମବାର ଷ୍ଟେଟ ବ୍ୟାଙ୍କରୁ ୩ ଲକ୍ଷ…
Read More...

ଡ଼ିପିସି କର୍ମଚାରୀଙ୍କ ଠାରୁ ଲୁଟ ଅଭିଯୋଗ

ବଣେଇ : ବଣେଇ ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ଗ୍ରାମ ନିକଟରେ ଡ଼ିପିସି କର୍ମଚାରୀଙ୍କ ଠାରୁ ଲୁଟ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗୁରୁଣ୍ଡିଆ ରୁ ବଣେଇ ହୋଇ ସୁନ୍ଦରଗଡ଼ ଯାଉଥିବା ଏକ ବୋଲେରୋ ଗାଡ଼ିକୁ…
Read More...

ଘରେ ପଶି ସୁନା ଓ ଟଙ୍କା ଲୁଟ

ବାଲେଶ୍ୱର : ସିମୁଳିଆ ଥାନା ଅନ୍ତର୍ଗତ ବାରି ଗ୍ରାମରେ ମଧ୍ୟରାତିରେ କରୁଣାକର ବେହେରାଙ୍କ ଘରୁ ଲୁଟ ହୋଇଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ କରୁଣାକରଙ୍କ ଘରେ ପଶି ୪ ଲକ୍ଷ ଟଙ୍କାର ସୁନା ଗହଣା ଓ ୨ ହଜାର ଟଙ୍କା ଲୁଟ…
Read More...

ଏଟିଏମ ଭାଙ୍ଗି ଟଙ୍କା ଲୁଟ

ନୀଳଗିରି : ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରରେ ଥିବା ଆକ୍ସିସ ବ୍ୟାଙ୍କର ଏଟିଏମ ଲୁଟ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଗ୍ୟାସ କଟରରେ କାଟି ୧୭ଲକ୍ଷରୁ…
Read More...

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନାର ସରକାରପଡ଼ାରେ ଥିବା ରାମେଶ୍ୱର ମନ୍ଦିରରୁ ଲୁଟ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ଚାଳ କଣା କରି ଠାକୁରଙ୍କ ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି। ଏହାସହ…
Read More...

ମାର୍କୋଣା ଷ୍ଟେସନ ବଜାରରୁ ଚୋରି, ଜଣେ ଅଟକ

ବାଲେଶ୍ବର : ମାର୍କୋଣା ଷ୍ଟେସନ ବଜାରରୁ ଚୋରି ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଷ୍ଟେସନ ବଜାରରେ ଥିବା ୩ଟି ଦୋକାନର ତାଲା ଭାଙ୍ଗି ଦେଇଥିଲେ। ତାଲା ଭାଙ୍ଗି ଦୋକାନରେ ଥିବା​‌ ସମସ୍ତ ଜିନିଷ ସହ…
Read More...

ସର୍ଟର ଭାଙ୍ଗି ୪ଟି ଦୋକାନରୁ ଚୋରି ଅଭିଯୋଗ

ପିପିଲି : ମଙ୍ଗଳବାର ରାତିରେ ପିପିଲି ଥାନା ଅଞ୍ଚଳରେ ୪ଟି ଦୋକାନରୁ ଚୋରି ହୋଇଛି। ଦୁବୃର୍ତ୍ତମାନେ ଦୋକାନର ସର୍ଟର ତାଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଜଇସାପାଟସା ବଜାରରେ ଥିବା…
Read More...

ଖୋର୍ଦ୍ଧାରେ ସିରିଜ ଲୁଟ

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନରେ ସିରିଜ ଲୁଟ ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଲୁଟେରାଙ୍କ ଉତ୍ପାତ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ , ଖୋର୍ଦ୍ଧା ସହର ଭିତରେ ୫ରୁ ଅଧିକ ଦୋକାନରେ ସିରିଜ…
Read More...

ଏଟିଏମ ଲୁଟ ବେଳେ ଧରା ପଡ଼ିଲେ ଦୁର୍ବୃତ୍ତ

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦାରେ ଏଟିଏମ ଲୁଟ କରିବା ପାଇଁ ଦୁର୍ବୃତ୍ତ ଉଦ୍ୟମ କରିଥିଲେ। ମାତ୍ର ଲୋକଙ୍କ ହାତରେ ଧରାପଡ଼ି ଯାଇ ଲୁଟେରା ନିର୍ଧୂମ ଛେଚା ଖାଇଲେ। ସୂଚନା ଅନୁଯାୟୀ, ବୁଧବାର…
Read More...

ଆକ୍ରମଣ କରି ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଠାରୁ ଲୁଟ

ବଲାଙ୍ଗୀର : ବଲାଙ୍ଗୀରରେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଠାରୁ ଲୁଟ ହୋଇଛି। ତାଙ୍କ ନାମ ବିଷ୍ଣୁପ୍ରସାଦ ପାଢୀ। ସେ ବୁଧବାର ସକାଳେ ପ୍ରାତଃ ଭ୍ରମଣ ନିମନ୍ତେ ଯାଉଥିବା ବେଳେ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର…
Read More...