ବାଲେଶ୍ୱର : ବାଲେଶ୍ୱର ସିରିଜ ଏଟିଏମ ଲୁଟେରା ଗ୍ୟାଙ୍ଗ ସୋମବାର ଧରାପଡ଼ିଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ସମେତ ୩ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ସେମାନଙ୍କ ପାଖରୁ ମୋଟ ୧୬ ଲକ୍ଷ ଟଙ୍କା, ୩ଟି ମୋଟର ସାଇକେଲ, ଗୋଟିଏ ବୋଲେରୋ ଗାଡ଼ି ଜବତ ହୋଇଛି। ଏହାସହ ସୁନା ଅଳଙ୍କାର ଏବଂ କିଛି ମୋବାଇଲ ମଧ୍ୟ ଜବତ ହୋଇଛି। ଏନେଇ ବାଲେଶ୍ୱର ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Popular Categories



