Browsing Tag

jharsuguda

ଠୁଙ୍ଗିଆଡେରା ଅଞ୍ଚଳରୁ ଆହତ ହରିଣ ଉଦ୍ଧାର

ଲଖନପୁର : ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳ ତଥା ବନ ବିଭାଗର ବ୍ରଜରାଜନଗର ରେଞ୍ଜ ଅନ୍ତର୍ଗତ ଠୁଙ୍ଗିଆଡେରାଠାରେ ଏକ ଆହତ ହରିଣକୁ ଦୁଇ ନାବାଳକ ଭାଇ କୋଶଳ (୧୪) ଓ ହରିଶ (୧୧)  ଗୁରୁବାର ସକାଳେ ଉଦ୍ଧାର…
Read More...

ପୁଣି ତେଜିଲା ବ୍ଲକ ବିଭାଜନ ଓ ସବଡିଭିଜନ ଦାବି

ଲଖନପୁର/ବେଲପାହାଡ଼/କନକତୋରା/ଇବଥର୍ମାଲ: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ପୁନର୍ଗଠନ କରି ତିନୋଟି ବ୍ଲକରେ ବିଭାଜନ କରିବା ସହିତ ସବଡିଭିଜନର ମାନ୍ୟତା ପ୍ରଦାନ କରିବା ଦାବି ନେଇ ଲଖନପୁର ନାଗରିକ ପରିଷଦ ପକ୍ଷରୁ ରବିବାର…
Read More...

ଖାଲ ପୋତିବା ନାଁରେ ପାଉଁଶ ପାହାଡ଼: ପାଉଁଶ ପାଣିରେ ପ୍ରାକୃତିକ ନାଳ ପ୍ରଦୂଷିତ

ଝାରସୁଗୁଡ଼ା: ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ଏକ ଖାଲ ପୋତିବାକୁ ଦିଆଯାଇଥିଲା ଅନୁମତି, ହେଲେ ପାଉଁଶ ମଧ୍ୟସ୍ଥିମାନେ ଖାଲ ତ ପୋତିଲେ, ତା ସାଙ୍ଗକୁ ଗଦା କରିଦେଲେ ପାହାଡ଼ ଉଚ୍ଚତାର ପାଉଁଶ । ଆଉ ଗତ ୨ ଦିନ…
Read More...

ଦେଖନ୍ତୁ ଭିଡ଼ିଓ: ଝାରସୁଗୁଡ଼ାରେ ମାତିଛନ୍ତି ମାଫିଆ, ଜେସିବି ଲଗାଇ ଲୁଟୁଛନ୍ତି ମୋରମ

ମାଫିଆଙ୍କ କବଜାରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର । ଜିଲାର ବିଭିନ୍ନ ସ୍ଥାନରୁ ବେଆଇନ ଭାବରେ ମୋରମ ଖୋଳି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମାଫିଆ । ଏଥିରେ ଖାଲି ମାଫିଆ ନୁହନ୍ତି, କିଛି ସରକାରୀ ବାବୁ ବି…
Read More...

ଏସଏମସି ପାୱାର ପ୍ଲାଣ୍ଟର ୨ ଅଧିକାରୀଙ୍କ ବିରୋଧରେ କୋଭିଡ ଆଇନ ଉଲ୍ଲଂଘନ ମାମଲା

ଝାରସୁଗୁଡ଼ା : ସହର ଉପକଣ୍ଠସ୍ଥ ହିରମା ଠାରେ ଥିବା ଏସଏମସି ପାୱାର ପ୍ଲାଣ୍ଟରେ ଗୋଟିକ ପରେ ଗୋଟିଏ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସୁଥିବା ବେଳେ କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ କମ୍ପାନୀର ୨ଜଣ ବରିଷ୍ଠ…
Read More...

ଝାରସୁଗୁଡା:  ଦୁଇଦିନରେ ୬୭ ଆକ୍ରାନ୍ତ ଚିହ୍ନଟ, କୋରୋନା ସଂକ୍ରମିତ ସଂଖ୍ୟା ୪୫୩

ଝାରସୁଗୁଡା ଜିଲାରେ କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪୫୩ ରେ ପହଂଚିଛି । କେବଳ  ଗତ ଦୁଇଦିନ ରେ ୬୭ ଜଣଙ୍କ ଠାରେ କୋରୋନା ଭୁତାଣୁ ଚିନ୍ହଟ କରାଯାଇଛି ।  ଗତକାଲି ୩୩ ଓ ଆଜି ୩୪  ଜଣ ଚିହ୍ନଟ ହୋଇଛନ୍ତି ।  ଜିଲ୍ଲାରେ …
Read More...

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କୋରୋନା ସଂକ୍ରମିତ  ଫେରାର

ଝାରସୁଗୁଡ଼ା:  ଝାରସୁଗୁଡା ଜିଲ୍ଲା କୋରୋନା ପରିଚାଳନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ସାଢେ ସାତଟା ବେଳକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଛପାଖରେ ଥିବା ସ୍ୱାବ କଲେକ୍ସନ…
Read More...

୧୭ ଜୁଆଡି ଗିରଫ, ୧ ଲକ୍ଷ ୮୧ ହଜାର ଟଙ୍କା ଓ ଗାଡି ଜବତ।

ଝାରସୁଗୁଡ଼ା ସହରାଞ୍ଚଳରେ ଆଜି ରାତିରେ ଝାରସୁଗୁଡ଼ା ପୁଲିସ ଏକ ବଡ ଧରଣର  ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା ।ସହରାଞ୍ଚଳର  କାଳୀ ମନ୍ଦିର ରୋଡ଼ ରେ ଥିବା ବିଜେଡି କାର୍ଯ୍ୟଳୟ ପାଖରେ ବିକାଶ ଜୟସ୍ୱାଲ ନାମକ କପଡା…
Read More...

ଚାଉଳ ଖାଇବାକୁ ଘର ଭାଙ୍ଗିଲା ହାତୀ, ମାଟି କାନ୍ଥ ତଳେ ଚାପି ହୋଇ ବୃଦ୍ଧା ମୃତ

କିର୍ମିରା: ଝାରସୁଗୁଡ଼ା ଜିଲା କିର୍ମିରା ବ୍ଳକ ଭୀମଯୋର ପଞ୍ଚାୟତ ଭଉଁରା ଗ୍ରାମରେ ମଙ୍ଗଳବାର ରାତି ପ୍ରାୟ ୩ଟା​‌ ରେ ହାତୀ ଏକ ଘର ଭାଙ୍ଗି ଦେବାରୁ ଘରେ ଶୋଇଥିବା ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକା ହେଉଛନ୍ତି ଯମୁନା…
Read More...

ଅଗଷ୍ଟ ୧୦ ଯାଏ ଝାରସୁଗୁଡା ସାପ୍ତାହିକ ସଟଡ଼ାଉନ

ଝାରସୁଗୁଡ଼ା: ମହାମାରୀ ମୁକାବିଲା ପାଇଁ କଟକଣା ଯୁକ୍ତ ଅନଲକ ୨ ପରେ  ଶନିବାରଠାରୁ ଅନଲକ ୩ ଆରମ୍ଭ ହେଉଛି । ମାତ୍ର ଝାରସୁଗୁଡ଼ା  ଜିଲ୍ଲାରେ  ଜାରି ରହିିିଥିବା ସମସ୍ତ କଟକଣା ଅଗଷ୍ଟ ମାସ ୧୦ ତାରିଖ ଯାଏ ବଳବତ୍ତର ରହିବ…
Read More...