ଝାରସୁଗୁଡା ଜିଲାରେ କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪୫୩ ରେ ପହଂଚିଛି । କେବଳ ଗତ ଦୁଇଦିନ ରେ ୬୭ ଜଣଙ୍କ ଠାରେ କୋରୋନା ଭୁତାଣୁ ଚିନ୍ହଟ କରାଯାଇଛି । ଗତକାଲି ୩୩ ଓ ଆଜି ୩୪ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଯାଏ ଚିହ୍ନଟ ହୋଇଥିବା ମୋଟ ୪୫୩ ଆକ୍ରାନ୍ତ ଙ୍କ ମଧ୍ୟରୁ ୩୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଗଲେଣି । ମାତ୍ର ୧୦୦ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।
Popular Categories



