Browsing Tag

india news

ରାସ୍ତାରେ ବିପଜ୍ଜନକ ଷ୍ଟଣ୍ଟର ଭିଡିଓ ଭାଇରାଲ, କଟିଲା ୫୫ ହଜାର ଟଙ୍କାର ଚାଲାଣ

ନୋଏଡ଼ା: ସେକ୍ଟର-୧୨୬ ଥାନା ଅଞ୍ଚଳରେ ନୋଏଡ଼ା-ଗ୍ରେଟର ନୋଏଡ଼ା ଏକ୍ସପ୍ରେସୱେରେ ଜୀବନକୁ ବାଜି ଲାଗାଇ ବିପଦପୂର୍ଣ୍ଣ ଷ୍ଟଣ୍ଟ କରାଯାଇଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। କାର…
Read More...

ଭୀଷଣ ଗରମରେ ଛଟପଟ ହୋଇ ଚାଲିଗଲା ଅଟୋ ଚାଳକଙ୍କ ଜୀବନ, ଦେଖନ୍ତୁ ଛାତିଥରା ଭିଡିଓ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୀଷଣ ଗରମ ଯୋଗୁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି। ରାଜଧାନୀ ଲକ୍ଷ୍ନୌରେ ସୋମବାର ତାପମାତ୍ରା ୪୪ ଡିଗ୍ରୀ ପାର୍ କରିଛି। ଏଭଳି ପରିସ୍ଥିତିରେ ନିଜ ପରିବାର ପ୍ରତିପୋଷଣ ପାଇଁ ଯେଉଁ…
Read More...

ଇଡି ହେପାଜତରେ ବିଗିଡ଼ିଲା କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ହେପାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କେଜ୍ରିୱାଲଙ୍କ ରକ୍ତ ଶର୍କରା ପରିମାଣ ଲଗାତର ଭାବେ କମ୍‌ ବେଶୀ…
Read More...

ଦୁନିଆର ସବୁଠାରୁ ସୁଖୀ ଦେଶ କିଏ? ଜାଣନ୍ତୁ ୨୦୨୪ ତାଲିକାର କେତେ ନଂ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ସୁଖୀ ଦେଶ ଭାବେ କିଏ ପ୍ରଥମ ସ୍ଥାନରେ ରହିଛି। ଆମେରିକା, ଚୀନ କିମ୍ବା ରୁଷ ଭଳି ଶକ୍ତିଶାଳୀ ଦେଶ ସୁଖୀ ଦେଶର ତାଲିକାରେ ପ୍ରଥମେ ସ୍ଥାନ ପାଇନାହଁନ୍ତି। ବରଂ ଫିନଲ୍ୟାଣ୍ଡ ହେଉଛି ଦୁନିଆର…
Read More...

ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ମାମଲା; ଜାଣନ୍ତୁ ସୁପ୍ରିମକୋର୍ଟ କଣ କହିଲେ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ନିଯୁକ୍ତି କରିବାର ପ୍ରଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଓକିଲ ମୋହନଲାଲ ଶର୍ମା। ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ…
Read More...

ଇଡି ଅଧିକାରୀଙ୍କ ବିରୋଧରେ ଏତଲା ଦେଲେ ହେମନ୍ତ ସୋରେନ୍‌

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ମିଳଥିବା ସୂଚନା ଅନୁସାରେ, ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଆଇନ…
Read More...

ବଜେଟ୍‌ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା; ଶସ୍ତା ହେବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ବଜେଟ୍‌ ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମୋବାଇଲ୍‌ ଫୋନ୍‌ ତିଆରିରେ ବ୍ୟବହୃତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏଣିକି…
Read More...

ମାଳଦ୍ୱୀପ ପର୍ଯ୍ୟଟନ ରାଙ୍କିଙ୍ଗ୍‌ରେ ୫ମ ସ୍ଥାନକୁ ଖସିଲା ଭାରତ, ଗତବର୍ଷ ଥିଲା ୧ନଂ

ନୂଆଦିଲ୍ଲୀ: ମାଳଦ୍ୱୀପ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି। ମାଳଦ୍ୱୀପ ପର୍ଯ୍ୟଟନ ମନ୍ତ୍ରଣାଳୟର ତିନି ସପ୍ତାହର ତଥ୍ୟ ଅନୁଯାୟୀ, ମାଳଦ୍ୱୀପ ପରିଦର୍ଶନ କ୍ଷେତ୍ରରେ ଭାରତ ବର୍ତ୍ତମାନ…
Read More...

ସ୍ଥାନାନ୍ତରିତ ହେଲା ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ : ସ୍ଥାନାନ୍ତରିତ ହେଲା ଅମର ଯବାନ ଜ୍ୟୋତି। ଆଜି ଇଣ୍ଡିଆ ଗେଟ୍‍ ରୁ ଅମର ଯବାନ ଜ୍ୟୋତି ସ୍ଥାନାନ୍ତରଣ କରାଯାଇଛି। ଇଣ୍ଡିଆ ଗେଟ୍‍ ରୁ ଜାତୀୟ ଯୁଦ୍ଧ ସ୍ମାରକୀକୁ କରାଯାଇଛି ସ୍ଥାନାନ୍ତରଣ। ଜାତୀୟ ଯୁଦ୍ଧ…
Read More...

କରୋନା ପ୍ରଭାବ: ମଧ୍ୟବିତ୍ତ ଶ୍ରେଣୀରୁ ତଳକୁ ଖସିଲେ ୩ କୋଟି ୨୦ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ସଙ୍କଟ ପୁଣି ବଢିବାରେ ଲାଗିଛି। ମହାମାରୀ ପାଇଁ ସମସ୍ତ କ୍ଷେତ୍ରରେ ଗଭୀର କ୍ଷତି ହୋଇଛି। ଚାକିରିଆଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଛି। କେତେକ କ୍ଷେତ୍ରରେ ଲୋକେ ଚାକିରୀ…
Read More...