Browsing Tag

India-China

ଭାରତ-ଚୀନ୍‌ ବଳ କଷାକଷି, ଡ୍ରାଗନ୍ ସେନାକୁ ନାକେଦମ୍‌ କଲେ ‘ଦେଶୀ ବୀର’: ଭିଡିଓ ଭାଇରାଲ୍‌

ଖାର୍ତୁମ: ସୁଡାନରେ ମିଳିତ ଜାତିସଂଘର ଶାନ୍ତି ମିଶନର ଏକ ଅଂଶ ଭାବରେ ଭାରତୀୟ ଯବାନମାନେ ଚୀନ୍ ସୈନିକଙ୍କ ବିରୋଧରେ ଏକ ରଶି ଭିଡ଼ା ପ୍ରତିଯୋଗିତାରେ ବିଜୟ ହାସଲ କରିଛନ୍ତି। ସେନା ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି।…
Read More...

ନରମିଲା ଚୀନ; ଏଲଏସିର ବିବାଦୀୟ ଅଞ୍ଚଳରୁ ନିଜ ସୈନ୍ୟଙ୍କୁ ପଛକୁ ହଟାଇବ

ନୂଆଦିଲ୍ଲୀ: ଶେଷରେ ନରମିଛି ଚୀନ। ଭାରତକୁ ବାରମ୍ବାର ନାଲିଆଖି ଦେଖାଉଥିବା ଚୀନ ଲଦାଖର ଏଲଏସି ଅନ୍ତର୍ଗତ ବିବାଦୀୟ ଅଞ୍ଚଳରୁ ନିଜର ସୈନ୍ୟଙ୍କୁ ପଛକୁ ହଟାଇନେବାକୁ ପ୍ରସ୍ତୁତ ହୋଇଛି। ସୀମା ବିବାଦକୁ ନେଇ ଏଲଏସିରେ…
Read More...

ବାୟୁସେନାରେ ଯୋଗଦେଲେ ୧୨୩ ଅଧିକାରୀ: ଚୀନକୁ ଜବାବ ଦେବାକୁ ଆମେ ପ୍ରସ୍ତୁତ- ଭଦୌରିଆ

ହାଇଦ୍ରାବାଦ: ଚୀନକୁ ଜବାବ ଦେବାକୁ ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ। ଶନିବାର ହାଇଦ୍ରାବାଦଠାରେ ଅନୁଷ୍ଠିତ ବାୟୁସେନାର ପାସିଂ ଆଉଟ୍‌ ପରେଡ୍‌ରେ ଭଦୌରିଆ ଯୋଗଦେଇ…
Read More...

୩ ଦିନ ପରେ ୧୦ ଯବାନଙ୍କୁ ଛାଡ଼ିଲା ଚୀନ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଚୀନ ସୈନ୍ୟଙ୍କ ସହିତ ସଂଘର୍ଷ ବେଳେ ୧୦ ଭାରତୀୟ ଯବାନଙ୍କୁ ଅପହରଣ କରିନିଆଯାଇଥିଲା। ଘଟଣାର ୩ ଦିନ ପରେ ଗୁରୁବାର ଚୀନ ସେମାନଙ୍କୁ ଛାଡ଼ିଦେଇଛି। ବରିଷ୍ଠ ସୈନ୍ୟ ଅଧିକାରୀମାନଙ୍କ ମଧ୍ୟରେ…
Read More...

ଲଦାଖରେ ଶହୀଦ ଯବାନଙ୍କୁ ଆମେରିକାର ଶ୍ରଦ୍ଧାଞ୍ଜଳି; କହିଲା ଆମେ ଭାରତବାସୀଙ୍କ ସାଥୀରେ ଅଛୁ

ୱାଶିଂଟନ: ଲଦାଖର ଗଲୱାନ ଘାଟିରେ ଚୀନ ସୈନ୍ୟଙ୍କ ସହିତ ହୋଇଥିବା ସଂଘର୍ଷରେ ଶହୀଦ ଯବାନମାନଙ୍କ ପ୍ରତି ଆମେରିକା ଶ୍ରଦ୍ଧାଞ୍ଜଳି ଜଣାଇଛି। ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍‌ ପମ୍ପିଓ ଚୀନ୍‌ର ବରିଷ୍ଠ କୂଟନୀତିଜ୍ଞ…
Read More...

ଶାନ୍ତି ଆଲୋଚନାକୁ ଚୀନର ଆଖିଠାର

ନୂଆଦିଲ୍ଲୀ: ଚୀନ ଗୋଟିଏ ପଟେ ଗଲୱାନ ଘାଟିରେ ଭାରତ ସହିତ ରହିଥିବା ସୀମା ବିବାଦର ସମାଧାନ ପାଇଁ ଉଦ୍ୟମ କରୁଥିବା କହୁଥିବାବେଳେ ଅନ୍ୟପଟେ ବିବାଦୀୟ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ସୋମବାର ରାତିରେ ଭାରତ-ଚୀନ…
Read More...

ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେଉ: ଆମେରିକା

ୱାଶିଂଟନ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ତେବେ ଦୁଇ ଦେଶ ଏହି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ…
Read More...

ଏଲଏସି ହିଂସା: ଚୀନର ୫ ସୈନ୍ୟ ନିହତ ହୋଇଥିବା ଆଶଙ୍କା, ଭାରତ ଉପରେ ଦୋଷ ଲଦିଲା ବେଜିଂ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସାରେ କେବଳ ଭାରତର ୩ ଯବାନ ଶହୀଦ ହୋଇନାହାନ୍ତି, ଚୀନର ମଧ୍ୟ ୫ ସୈନ୍ୟ ନିହତ ହୋଇଥିବା ଆଶଙ୍କା କରାଯାଉଛି। ଉଭୟ ପକ୍ଷ ମଧ୍ୟରେ…
Read More...

ଗଲଓ୍ୱାନ ଭ୍ୟାଲିରେ ଭାରତ-ଚୀନ ସୈନ୍ୟ ହାତାହାତି; ୩ ଭାରତୀୟ ଯବାନ ଶହୀଦ

ନୂଆଦିଲ୍ଲୀ: ଚୀନ ସୀମାରେ ଭାରତ ଏବଂ ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଗଲୱାଲ ଭ୍ୟାଲିରେ ଚୀନ ସୈନ୍ୟଙ୍କ ଆକ୍ରମଣରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ୨ ଯବାନ ଶହୀଦ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ସୈନ୍ୟ ଅଧିକାରୀ…
Read More...

ରାହୁଲଙ୍କୁ ଜବାବ ଦେଲେ ଲଦାଖ ସାଂସଦ; କହିଲେ କଂଗ୍ରେସ ସମୟରେ ଭାରତୀୟ ଅଞ୍ଚଳକୁ କବ୍‌ଜା କରିଛି ଚୀନ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଭାରତ-ଚୀନ ସୀମା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି। ଏହା ମଧ୍ୟରେ ଲଦାଖର ବିଜେପି ସାଂସଦ ଜମୟାଙ୍ଗ ସେରିଙ୍ଗ…
Read More...