ଝାଡଖଣ୍ଡରେ ବୋମା ବିସ୍ଫୋରଣ: ରେଳ ଧାରଣା ଉଡିଲା Samaja Digital (JP) Nov 20, 2021 ରାଞ୍ଚି: ଝାଡଖଣ୍ଡରେ ଧାନବାଦ ଡିଭିଜନରେ ରେଳଧାରଣାରେ ଏକ ବୋମା ବିସ୍ଫୋରଣ ଘଟଣା ଘଟିଛି । ଗରୱା ଏବଂ ବରକାନା ସେକ୍ସନ ମଧ୍ୟବର୍ତ୍ତୀ ଅଞ୍ଚଳରେ ଶନିବାର ପ୍ରତ୍ୟୁଷରେ ଏହି ବିସ୍ଫୋରଣ ଘଟିଥିବା ଜଣାଯାଇଛି । ବିସ୍ଫୋରଣ… Read More...