Browsing Tag

bbsr news

ଖରାତାତିରେ ରେକର୍ଡ ଭାଙ୍ଗିଲା ରାଜଧାନୀ ; ୪୦ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ଓଡିଶା । ଗତ କିଛି ଦିନ ହେବ ରାଜ୍ୟରେ ଅଧିକାଂଶ ଜିଲାରେ ପ୍ରଚଣ୍ଡ ଖରା ଅନୁଭବ ହେଉଛି। ଏକ ସପ୍ତାହ ମଧ୍ୟରେ ବଲାଙ୍ଗୀର,ଅନୁଗୁଳ ଆଦି ସ୍ଥାନରେ ସର୍ବାଧିକ ତାପମାତ୍ରା…
Read More...

ବିଭିନ୍ନ ଦାବି ନେଇ ପୁଣି ଡ୍ରାଇଭର ମହାସଂଘର ଆନ୍ଦୋଳନ

ଭୁବନେଶ୍ୱର : ଆଜି ଡ୍ରାଇଭର ମହାସଂଘର ପୁଣି ଆନ୍ଦୋଳନ ।ସମ୍ମାନ,ସୁରକ୍ଷା ଓ ବୀମା ଆଦି ବିଭିନ୍ନ ଦାବିରେ ଓଡିଶା ଡ୍ରାଇଭର ମହାସଂଘର ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ହଜାର ହଜାର ଡ୍ରାଇଭର ଏକାଠି ହୋଇ…
Read More...

ଲୁଟେରାଙ୍କ କାରନାମା ; ଟଙ୍କା ସହ ଲୁଟିଲେ ଏଟିଏମ ମେସିନ୍‍

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଛନ୍ତି ଏଟିଏମ ଲୁଟେରା। ଏଥରକ କେବଳ ଟଙ୍କା ଲୁଟ ନୁହେଁ ବରଂ ଟଙ୍କା ସହ ମେସିନ୍‍କୁ କାଟି ନେଇଛନ୍ତି ଦୁର୍ବୃତ୍ତ। ଶିଶୁପାଳଗଡ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ଏଟିଏମ କାଟି ନେଇ…
Read More...

କାର-ହାଇୱା ଧକ୍କା ; ୧ ମୃତ

ଭୁବନେଶ୍ୱର : ଭୁବନେଶ୍ୱରର ପଳାଶୁଣୀ ରାସ୍ତାରେ ଆଜି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସିରିଜ୍‍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ପଳାଶୁଣୀ ବସ୍‍ ରହୁଥିବା ସ୍ଥାନରେ କାର ଉପରେ ହାଇୱା ଚଢିଯିବାରୁ ଜଣଙ୍କର…
Read More...

ଏସଟିଏଫ ଚଢାଉ ; ଗଞ୍ଜେଇ ଜବତ,ଦୁଇ ଗିରଫ

ଭୁବନେଶ୍ୱର : ପୁଣି ଧରା ହେଲେ ଦୁଇ ଗଞ୍ଜେଇ ଚାଲାଣକାରୀ। ଅନୁଗୁଳ କିଶୋରନଗର ବାଙ୍କପଲାଶା ଅଞ୍ଚଳରୁ ଏସଟିଏଫ ଟିମ ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି ବୋଲି ଆଜି ଖବର ମିଳିଛି। ଗିରଫ ଦୁଇ ଜଣ ହେଲେ ସୁଶାନ୍ତ…
Read More...

ରମାଦେବୀ ବିଶ୍ୱବିଦ୍ୟାଳୟରୁ ସାଂସ୍କୃତିକ ସମ୍ପର୍କ ଯାତ୍ରା

ଭୁବନେଶ୍ୱର: ଭାରତ ବିଖ୍ୟାତ ଶିଳ୍ପଗ୍ରାମ ପୁରୀ ଜିଲାର ରଘୁରାଜପୁରକୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜେଣ୍ଡର ଷ୍ଟଡି ଓ ସୋସିଓଲୋଜି ବିଭାଗର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ସୋମବାର ସାଂସ୍କୃତିକ ସମ୍ପର୍କ…
Read More...

ରାଜଧାନୀରେ ଦିନ ଦ୍ୱିପ୍ରହରେ ଲୁଟେରାଙ୍କ ଆତଙ୍କରାଜ

ଭୁବନେଶ୍ୱର : ରାଜଧାନୀରେ ଦିନ ଦ୍ୱିପ୍ରହରେ ଲୁଟେରାଙ୍କ ଆତଙ୍କରାଜ ଦେଖାଯାଇଛି। ଆଜି ଭୁବନେଶ୍ୱର ଉପକଣ୍ଠ ଯାଆଁଳାରେ ଏକ ଗହଣା ଦୋକାନୀରୁ ଦୁର୍ବୃତ୍ତ ଲୁଟ କରିଛନ୍ତି। ଗହଣା ଦୋକାନରେ ଦୋକାନୀ ଓ କର୍ମଚାରୀଙ୍କୁ କେମିକାଲ…
Read More...

ସିବିଏସଇର ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷା ଫଳ ତ୍ରୁଟି ପ୍ରସଙ୍ଗରେ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର :  ସିବିଏସଇର ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷା ଫଳ ପ୍ରଦାନରେ ଗୁରୁତର ତ୍ରୁଟିକୁ ନେଇଏହି ପ୍ରସଙ୍ଗରେ ଭୁବନେଶ୍ୱର(ଚନ୍ଦ୍ରଶେଖରପୁର)କାର୍ୟ୍ୟାଳୟ ଠାରେ ଆଞ୍ଚଳିକ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।…
Read More...

କୋଟିଏରୁ ଅଧିକ ମୂଲ୍ୟର ଧଳାଜହର ଜବତ ; ୩ ଗିରଫ

ଭୁବନେଶ୍ୱର : ପୁଣି ଜବତ ହେଲା ଧଳାଜହର। ଆଜି ଜଟଣୀ ରାଜାବଜାରରେ ଏସଟିଏଫ ଟିମ ଚଢାଉ କରି ପ୍ରାୟ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ସମ୍ପୃକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ୩ ଜଣଙ୍କୁ ଗିରଫ…
Read More...

ନନ୍ଦନକାନନରେ ପଶିଲେ ବଣୁଆ ହାତୀ

ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଦୁଇଟି ବଣୁଆ ହାତୀ ପଶିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଓ ହାତୀଙ୍କୁ ଘଉଡାଇବା ପାଇଁ ନନ୍ଦନକାନନକୁ ସାମୟିକ ଭାବେ…
Read More...