Browsing Tag

baripada news odia news odisha news

ପୂଜା ସାରି ଫେରିଲେ ମହିଳା, ଶରୀରକୁ ମୁଣ୍ଡରୁ ଅଲଗା କଲା ପଡୋଶୀ, ଏଥିପାଇଁ କଲା ହତ୍ୟା..

ବାରିପଦା : ପୂଜା ସାରି ଫେରିବା ବେଳେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବଡସାହି ଥାନା ନିଶ୍ଚିନ୍ତପୁର ଗାଁରେ ଗୁରୁବାର ଘଟିଛି। ମହିଳାଙ୍କୁ ତାଙ୍କ ପଡୋଶୀ ବୀଭତ୍ସ ଭାବେ ହତ୍ୟା କରିଥିବା…
Read More...

ଡାହାଣୀ ସନ୍ଦେହରେ ମହିଳାଙ୍କୁ ନୃଶଂସ ହତ୍ୟା

ବାରିପଦା : ଡାହାଣୀ ସନ୍ଦେହରେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା । ଏପରି ଏକ ଅଭାବନୀୟ ଘଟଣା ଝାରପୋଖରିଆ ଥାନା ଅଧୀନ ଲହଣ୍ଡାକୋଚା ଗ୍ରାମରେ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ଭାଇ ଓ ପୁତୁରା ମିଶି ମହିଳାଙ୍କୁ…
Read More...

ବିଲ ଭିତରକୁ ଖସିଲା ଯାତ୍ରୀବାହୀ ବସ୍‌‌

ବାରିପଦା : ବିଲ ଭିତରକୁ ଏକ ଯାତ୍ରୀବାହୀ ବସ୍‌‌ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଏନ୍‌‌ଏଚ୍‌‌ -୧୮ର ରାଗଦା ଛକରେ ଭାରସାମ୍ୟ ହରାଇ ରାସ୍ତାରୁ ଏହି ବସ୍‌‌ଟି ଖସି ଯାଇଥିଲା। ବସ୍‌‌ଟି…
Read More...

ବାରିପଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ

ବାରିପଦା : ବାରିପଦା ମେଡିକାଲ କଲେଜରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ମେଡିକାଲର ତୃତୀୟ ମହଲା ପ୍ରସୂତୀ ବିଭାଗରେ ନିଆଁ ଲାଗିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା…
Read More...