Browsing Tag

baleswar incident

ପୁଲିସ୍ ବାରାକ୍‌ରେ ଜୀବନ ହାରିଲେ ମହିଳା କନଷ୍ଟେବଳ, କାରଣ ଅସ୍ପଷ୍ଟ

ବାଲେଶ୍ଵର : ଜୀବନ ହାରିଲେ ମହିଳା କନଷ୍ଟେବଳ। ବାଲେଶ୍ଵର ପୁଲିସ୍ ବାରାକ୍ ରୁ ଜଣେ ମହିଳା କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
Read More...

ଭାରସାମ୍ୟ ହରାଇ ଓଲଟିଲା ମାଛ ଭର୍ତ୍ତି ପିକ୍‌ଅପ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଅମର୍ଦ୍ଦାରୋଡ଼ : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭେଲୋରା ଡାଇଭର୍ସନ ନିକଟରେ ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରୁ ଅଳ୍ପକେ ବର୍ତ୍ତି…
Read More...

ମହିଳା ସୁରକ୍ଷା କର୍ମୀଙ୍କୁ ବିବାହ ନାଁରେ ବଳାତ୍କାର: ତହସିଲ କର୍ମଚାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ କାର୍ଯ୍ୟରତ ଜଣେ ମହିଳା ସୁରକ୍ଷା କର୍ମୀ(ସିକ୍ୟୁରିଟି ଗାର୍ଡ଼)ଙ୍କୁ ବ୍ଲାକମେଲିଂ କରି ବଳାତ୍କାର କରିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଜଣେ ତହସିଲ କର୍ମଚାରୀଙ୍କୁ ଗିରଫ…
Read More...

ଟ୍ରକ ଧକ୍କାରେ ଓଲଟିଲା କାର୍ : ଦୁଇ ଗୁରୁତର

ଅମର୍ଦ୍ଦାରୋଡ଼: ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଏକ କାର ପଛକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବାରୁ କାରଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଛି। ଏଥିରେ ଦୁଇ ଜଣ…
Read More...

ରାସ୍ତାରେ ପଡିଥିବା ଗଛକୁ ପିଟିଲା ବସ୍ : କେହି ମୃତାହତ ହୋଇନଥିବା ସୂଚନା

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାତ୍ୟା ଦାନା ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଥିବାବେଳେ ବହୁ ସ୍ଥାନରେ ଘର ଦ୍ଵାର ଭାଙ୍ଗିବା ସହ ବଡ ବଡ ଗଛ ମଧ୍ୟ…
Read More...

ପୋଡି ହୋଇ ଦମ୍ପତି ଗୁରୁତର

ବାଲେଶ୍ଵର: କିରାସିନ୍ ଢାଳି ଦେହରେ ନିଆଁ ଲଗାଇଲେ ସ୍ତ୍ରୀ। ଆଉ ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ପୋଡି ହୋଇଗଲେ ସ୍ଵାମୀ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଆଡିଆ ଗାଁରେ।  ଗୁରୁତର ଅବସ୍ଥାରେ…
Read More...

ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା: କଥା ହେଲେ ଉପମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ବାଲେଶ୍ବର ଜିଲା ବାଲିଆପାଳ ବ୍ଲକ୍‌ ସିଂଲା ଥାନା ଅନ୍ତର୍ଗତ ମହାପଦା ଅଙ୍ଗନବାଡ଼ି କେନ୍ଦ୍ର କର୍ମୀ ଊର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବାର ଭିଡିଓ ପ୍ରଘଟ ହୋଇଛି। ଏହି ଘଟଣାରେ…
Read More...

ପରିତ୍ୟକ୍ତ ଘରେ ନାବାଳିକାର ମୃତଦେହ

ବାଲେଶ୍ଵର: ବାଲେଶ୍ଵର ରେମୁଣା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି।  ଏକ ପରିତ୍ୟକ୍ତ ଘରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ଦୁର୍ବନ୍ଧ ହେବାରୁ ସ୍ଥାନୀୟ ଲୋକ ପୁଲିସ୍ କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ…
Read More...

ବଜ୍ରାଘାତରେ ଗୋଟିଏ ପରିବାରର ଜଣେ ମୃତ, ୪ ଆହତ

ସୋର: ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗାଁରେ ଅଭାବନୀୟ ଘଟଣା ଘଟିଛି। ବଜ୍ରାଘାତରେ ଜଣେ ମୃତ, ୪ ଆହତ । ମୃତକ ନାଁ ହରିଶ ମଳିକ। ଗୁରୁତର ଆହତମାନେ ହେଉଛନ୍ତି ସୁଭଦ୍ରା ମଳିକ, ମତାଜୀ ମଳିକ,…
Read More...

ଜିମ୍‌ରୁ ଫେରୁଥିବାବେଳେ ଯୁବକଙ୍କୁ ଗୁଳିମାଡ

ବାଲେଶ୍ଵର: ବାଲେଶ୍ଵରରେ ଫୁଟିଲା ଗୁଳି । ବାଲେଶ୍ଵର ସହରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଜଣେ ବ୍ୟକ୍ତି ଜିମ୍ ରୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରିଛନ୍ତି। ଯୁବକଙ୍କ ପରିଚୟ…
Read More...